ବରୁଣେଇ ମନ୍ଦିର ନିକଟରେ ବ୍ରାଉନ୍ ସୁଗାର କାରବାରର ପର୍ଦ୍ଦାଫାସ, ୬୧ ଗ୍ରାମ ବ୍ରାଉନ୍ ସୁଗାର ସହ ଦୁଇ ଯୁବକ ଗିରଫ, ଦୁଇ ବାଇକ୍ ଓ ନଗଦ ଟଙ୍କା ଜବତ
ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ଖୋର୍ଦ୍ଧା : ଖୋର୍ଦ୍ଧା ୧୫/୦୯/୨୬ :ନିଶା କାରବାର ଉପରେ ଖୋର୍ଦ୍ଧା ପୁଲିସର କଡ଼ା ନଜର ମଧ୍ୟରେ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ବରୁଣେଇ ମନ୍ଦିର ନିକଟସ୍ଥ ଏକ ପାର୍କରେ ଚଢ଼ାଉ କରି ପୁଲିସ ୬୧ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ଦୁଇ ଜଣ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି lଗିରଫ ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ମଡେଲ ଥାନା ଅଧୀନ ନ୍ୟୁ…