ଡେଲାଙ୍ଗ:ପୋଖରୀ ପାଣିରେ ପଡି ବୃଦ୍ଧଙ୍କ ମୃତ୍ୟୁ
ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି: ଡେଲାଙ୍ଗ,ତା୧୭।୯ ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ପଡା କଁଅରସାହିରେ ଏକ ଅଭାନୀୟ ଘଟଣା ଘଟିଛି। ଜଣେ ବୃଦ୍ଧ ଶୌଚ ହେବାକୁ ବୁଧବାର ସନ୍ଧ୍ୟାରେ ପୋଖରୀ କୁ ଯାଇ ଆଉ ଘରକୁ ଫେରି ନଥିଲେ। ବିଳମ୍ବ ହେବାରୁ ପାଣିରେ ପଡି ଯାଇଥିବା ସନ୍ଦେହ କରି ପରିବାର ଲୋକ ପୋଖରୀ ରେ ବହୁତ ସମୟ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ସକାଳୁ ପୋଖରୀ ପାଣିରେ…