ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ବରିଷ୍ଠ ମହିଳା ବିଜେଡି ନେତ୍ରୀ ରାଧା ଅପାଙ୍କ ଅକାଳ ବିୟୋଗ – ସମୀକ୍ଷା ଖବର

ବରିଷ୍ଠ ମହିଳା ବିଜେଡି ନେତ୍ରୀ ରାଧା ଅପାଙ୍କ ଅକାଳ ବିୟୋଗ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:ପିପିଲି,ତା୧୮।୯ ପିପିଲି ବ୍ଲକ ର ଲୋକପ୍ରିୟ ବିଜେଡି ମହିଳା ନେତ୍ରୀ ପୂର୍ବତନ ଜିଲ୍ଲା ପରିଷଦ, ସରପଞ୍ଚ, ବ୍ଲକ ଉପାଧ୍ୟକ୍ଷା ରାଧାମଣୀ ପ୍ରଧାନ(୭୦) ଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ଘର ପିପିଲି ବ୍ଲକ ଅନ୍ତର୍ଗତ ରଥପୁରୁଷତ୍ତମପୁର ପଂଚାୟତର ବାଲିଗାଁ ରେ ଅଟେ। ଶୁକ୍ରବାର ସକାଳ ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ମଙ୍ଗଳପୁରସ୍ଥିତ ଘରୋଇ ମେଡିକାଲ କୁ ପ୍ରଥମେ ଚିକିତ୍ସା ପାଇଁ ନେଇଥିଲେ। ଡାକ୍ତର…

Read More
ତାଳଚେରରେ ଡ୍ରଗ୍ସ ରାକେଟ୍ ଠାବ: ୧ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ୩ ଗିରଫ – ସମୀକ୍ଷା ଖବର

ତାଳଚେରରେ ଡ୍ରଗ୍ସ ରାକେଟ୍ ଠାବ: ୧ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ୩ ଗିରଫ

ପୁଲକେଶ୍ଵର ମିଶ୍ର, ସ୍ଵତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜତାଳଚେର, ଅନୁଗୋଳ, ୧୮ ସେପ୍ଟେମ୍ବର ୨୦୨୬: ତାଳଚେରରେ ପୁଣି ଏକ ବଡ଼ ଧରଣର ଡ୍ରଗ୍ସ ରାକେଟ୍ ଧରାପଡିଛି। ତାଳଚେର ବାଘୁଆବୋଲ ସ୍ଥିତ ଶିବ ମନ୍ଦିର ନିକଟରେ ଚାଲିଥିବା ବେଆଇନ ନିଶା କାରବାର ଉପରେ ଚଢ଼ାଉ କରି ତାଳଚେର ପୋଲିସ ଓ ସଦର ପୋଲିସର ଏକ ମିଳିତ ଟିମ୍ ୯.୩୪୦ ଗ୍ରାମର ଡ୍ରଗ୍ସ ଜବତ କରିଛନ୍ତି। ଜବତ ହୋଇଥିବା ଏହି ଡ୍ରଗ୍ସର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା…

Read More
ପିପିଲି ବିଶ୍ୱକର୍ମା ମହୋତ୍ସବ ଉଦଘାଟିତ – ସମୀକ୍ଷା ଖବର

ପିପିଲି ବିଶ୍ୱକର୍ମା ମହୋତ୍ସବ ଉଦଘାଟିତ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି: ପିପିଲି.ତା ୧୭।୯ ସିଦ୍ଧେଶ୍ୱର ଦେବ ରାଜମିସ୍ତ୍ରୀ ସଙ୍ଘ ପକ୍ଷରୁ ଦୁଇ ଦିନିଆ ପିପିଲି ବିଶ୍ୱକର୍ମା ମହୋତ୍ସବ ସ୍ଥାନୀୟ ଜୟପୁର ଛକ ଠାରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ସଂଘର ସଭାପତି ମହେନ୍ଦ୍ର ମାଝୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥିଭାବେ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ସମାଜସେବୀ ଗୁଣନିଧି ପ୍ରଧାନ, ସମ୍ମାନିତ ଅତିଥଭାବେ ସଙ୍ଗିତ ଗୁରୁ ସଚ୍ଚିକାନ୍ତ ନାୟକ, ଶଶାଙ୍କ ଶେଖର…

Read More
ନୟାଗଡ଼:ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ ସହ ସେବା ସଙ୍କଳ୍ପ ଅଭିଯାନ-୨୦୨୬ର ଶୁଭାରମ୍ଭ – ସମୀକ୍ଷା ଖବର

ନୟାଗଡ଼:ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ ସହ ସେବା ସଙ୍କଳ୍ପ ଅଭିଯାନ-୨୦୨୬ର ଶୁଭାରମ୍ଭ

ଅଜିତ କୁମାର ପ୍ରଧାନ / ସାମ୍ବାଦିକ / ନୟାଗଡ଼ / ସମୀକ୍ଷା ନ୍ୟୁଜ : ନୟାଗଡ଼, ତା. ୧୭/୦୯/୨୦୨୬ – ଆଜି ନୟାଗଡ଼ ଜିଲ୍ଲାରେ ନାରୀ ସଶକ୍ତିକରଣର ବାର୍ତ୍ତା ନେଇ ସେବା ସଙ୍କଳ୍ପ ଅଭିଯାନ-୨୦୨୬ ଶୁଭାରମ୍ଭ ହୋଇଯାଇଛି । ଏହି ଅଭିଯାନର ପ୍ରଥମ ଦିନରେ ମା’ ଦକ୍ଷିଣକାଳୀ ମନ୍ଦିର ସମ୍ମୁଖରେ ସନ୍ଧ୍ୟା ୭ ଘଟିକା ସମୟରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ‘ଆଶୀର୍ବାଦର ଦୀପ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ,…

Read More
କେନ୍ଦ୍ରାପଡ଼ାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ,ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ଜିଲ୍ଲାସ୍ତରୀୟ ଦୀପ ପ୍ରଜ୍ୱଳନ – ସମୀକ୍ଷା ଖବର

କେନ୍ଦ୍ରାପଡ଼ାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ,ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ଜିଲ୍ଲାସ୍ତରୀୟ ଦୀପ ପ୍ରଜ୍ୱଳନ

ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା:ରାଜ୍ୟବ୍ୟାପୀ “ସେବା ସଂକଳ୍ପ ପର୍ବ” ପାଳନର ଶୁଭାରମ୍ଭ ଅବସରରେ ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ାସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ଶୋଶାଙ୍କ ଶେଖର ସେଠୀ, ଜିଲ୍ଲା…

Read More
ଟାଙ୍ଗୀ:ଧଳା ଜହର ବେପାରୀ ଗିରଫ – ସମୀକ୍ଷା ଖବର

ଟାଙ୍ଗୀ:ଧଳା ଜହର ବେପାରୀ ଗିରଫ

ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି /ଖୋର୍ଦ୍ଧା ସମୀକ୍ଷା ନିୟୁଜ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା କମାଗୁରୁ ଗ୍ରାମ ରାସ୍ତାରେ ଧଳା ଜହର ବିକ୍ରି କରୁଥିବା ବେଳେ ଖବର ପାଇ ବେପାରୀକୁ ମାଡି ବସିଲା ଟାଙ୍ଗୀ ଅବକାରୀ ପୋଲିସ lଧଳା ଜହର କାରବାର ଅଭିଯୋଗରେ ଜଣେ ଧଳା ଜହର ବେପାରୀ ଗିରଫ lଗିରଫ ବେପାରୀଠାରୁ ୫୨ ଗ୍ରାମ ଧଳା ଜହର ଜବତ କରିଛି ଟାଙ୍ଗୀ ଅବକାରୀ ପୋଲିସlଜବତ ଧଳା ଜହରର ବଜାର ଦର ୫ ଲକ୍ଷ ଟଙ୍କାରୁ…

Read More
ମାଲକାନଗିରି:୫୫ଟି ଜୀବନ୍ତ କଇଁଚ ଜବତ,୪ ଚୋରାଚାଲାଣକାରୀ ଗିରଫ – ସମୀକ୍ଷା ଖବର

ମାଲକାନଗିରି:୫୫ଟି ଜୀବନ୍ତ କଇଁଚ ଜବତ,୪ ଚୋରାଚାଲାଣକାରୀ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲାରେ ବେଆଇନ ଭାବେବନ୍ୟଜନ୍ତୁଙ୍କୁ ଚାଲାଣକାରୀଙ୍କୁ ଧରିବା ପାଇଁ ବିଶ୍ୱସନୀୟ ସୂଚନା ଆଧାର କରି ମାଲକାନଗିରି ବନଖଣ୍ଡ ଓ ମୋଟୁ ପୁଲିସ ପକ୍ଷରୁ ଏକ ମିଳିତ ଅଭିଯାନ କରାଯାଇଥିଲା। ମୋଟୁ ଅଞ୍ଚଳର ଏମ୍‌ପିଭି-୫୩ ଗାଁ ନିକଟ କେନାଲ ରୋଡ୍‌ରେ ଏହି ଅଭିଯାନ ହୋଇଥିଲା।ଯାଞ୍ଚ ସମୟରେ ଏକମୋଟରସାଇକେଲକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ିରୁ ମୋଟ ୫୫ଟି ଜୀବନ୍ତ ଫ୍ଲାପ୍-ସେଲ୍ କଇଁଚ ବେଆଇନ ଭାବେ ଚାଲାଣ କରାଯାଉଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରୁ…

Read More
ମାଲକାନଗିରି:ପେଟ୍ରୋଲ ପମ୍ପ ନିକଟରୁ ୮ ଫୁଟିଆ ଅଜଗର ଉଦ୍ଧାର – ସମୀକ୍ଷା ଖବର

ମାଲକାନଗିରି:ପେଟ୍ରୋଲ ପମ୍ପ ନିକଟରୁ ୮ ଫୁଟିଆ ଅଜଗର ଉଦ୍ଧାର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି: ମାଲକାନଗିରି ସଦର ମାଡଭି ପେଟ୍ରୋଲ ପମ୍ପ ନିକଟରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଅଜଗରଟିର ଲମ୍ବ ପ୍ରାୟ ୮ ଫୁଟ ଏବଂ ଓଜନ ୧୫ କିଲୋଗ୍ରାମରୁ ଅଧିକ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ବୁଲା କୁକୁର ତା’ର ନବଜାତ ଛୁଆମାନଙ୍କ ସହ ରହୁଥିଲା। ପେଟ୍ରୋଲ ପମ୍ପ କର୍ମଚାରୀ କୁକୁର ଓ ଛୁଆମାନଙ୍କୁ ଖାଦ୍ୟ ଦେବା ସମୟରେ…

Read More
ମାଲକାନଗିରି:ସେବା ସଂକଳ୍ପ ଅଭିଯାନର ଶୁଭାରମ୍ଭ: ମାଲକାନଗିରି ଜିଲ୍ଲାସାରା ପ୍ରଜ୍ଜ୍ୱଳିତ ହେଲା ଆଶୀର୍ବାଦର ଦୀପ – ସମୀକ୍ଷା ଖବର

ମାଲକାନଗିରି:ସେବା ସଂକଳ୍ପ ଅଭିଯାନର ଶୁଭାରମ୍ଭ: ମାଲକାନଗିରି ଜିଲ୍ଲାସାରା ପ୍ରଜ୍ଜ୍ୱଳିତ ହେଲା ଆଶୀର୍ବାଦର ଦୀପ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ଜିଲ୍ଲା ପ୍ରଶାସନ ପକ୍ଷରୁ ସେବା ଓ ଜନସମ୍ପର୍କକୁ ଅଧିକ ବ୍ୟାପକ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ ସେବା ସଂକଳ୍ପ ଅଭିଯାନ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଆଜି ଏହି ଜନକଲ୍ୟାଣକାରୀ ଅଭିଯାନର ପ୍ରଥମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଶାସନକୁ ଲୋକଙ୍କ ନିକଟତର କରିବା ଏବଂ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ଆଭିମୁଖ୍ୟ ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନ…

Read More
କୋରୁକୋଣ୍ଡା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୩୩ଟି ଅଭିଯୋଗ ପତ୍ର ଗ୍ରହଣ – ସମୀକ୍ଷା ଖବର

କୋରୁକୋଣ୍ଡା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୩୩ଟି ଅଭିଯୋଗ ପତ୍ର ଗ୍ରହଣ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ନିର୍ଦ୍ଦେଶ କ୍ରମେ ଆଜି କୋରୁକୋଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଜିତୁ ବୁରୁଡି, ମାଲକାନଗିରି ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, କୋରୁକୋଣ୍ଡା ବିଡିଓ ଅମୂଲ୍ୟ ମହାପାତ୍ର ଏବଂ ସହକାରୀ…

Read More