ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ମାଲକାନଗିରିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଏଟିଏମ୍ ଉଦ୍‌ଘାଟନ କଲେ ଜିଲ୍ଲାପାଳ; ହିତାଧିକାରୀଙ୍କୁ ସହାୟତା ବଣ୍ଟନ – ସମୀକ୍ଷା ଖବର

ମାଲକାନଗିରିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଏଟିଏମ୍ ଉଦ୍‌ଘାଟନ କଲେ ଜିଲ୍ଲାପାଳ; ହିତାଧିକାରୀଙ୍କୁ ସହାୟତା ବଣ୍ଟନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ମାଲକାନଗିରି ସହରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଏକ ନୂତନ ଏଟିଏମ୍‌ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଆଜି ଗୁରୁବାର ଆୟୋଜିତ ଏହି ସମାରୋହରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଟିଏମ୍‌ର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବ୍ରହ୍ମପୁର ମଣ୍ଡଳ ପ୍ରମୁଖ ପ୍ରତାପ କୁମାର ବୈରିଗଞ୍ଜନଙ୍କ ସମେତ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ…

Read More
ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର : ସେବ ସଂକଳ୍ପ ଅଭିଯାନ ଅବସରରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପି ଏହି ଅଭିଯାନରେ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ବିଭିନ୍ନ ସୁବିଧାସୁଯୋଗ ଉପଲବ୍ଧ କରାଇବା ସହ ସେବା ଯୋଗାଇଦେବା ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ଅଭିଯାନ ଉପଲକ୍ଷେ ବିଭାଗୀୟ…

Read More
ବରପାଲି:ଦୁର୍ଘଟଣା ସ୍ଥଳରେ ମାନବିକତାର ଉଦାହରଣ ଆହତ ଶିଶୁକୁ ଉଦ୍ଧାର କରି ଘରେ ପହଞ୍ଚାଇଲେ ଯୁବ କାଉନସିଲର ଓ ସାଥୀ ମାନେ – ସମୀକ୍ଷା ଖବର

ବରପାଲି:ଦୁର୍ଘଟଣା ସ୍ଥଳରେ ମାନବିକତାର ଉଦାହରଣ ଆହତ ଶିଶୁକୁ ଉଦ୍ଧାର କରି ଘରେ ପହଞ୍ଚାଇଲେ ଯୁବ କାଉନସିଲର ଓ ସାଥୀ ମାନେ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ :ବରପାଲି/ ବିଜେପୁର:- ବରପାଲି ରେ ଏକ କାର୍ଯ୍ୟକ୍ରମ ରୁ ଫେରୁଥିବା ସମୟରେ ବିଜେପୁର ନିକଟରେ ଏକ ଦୁର୍ଘଟଣା ଦେଖି ମାନବିକତାର ପରିଚୟ ଦେଇଛନ୍ତି ଯୁବନେତା ତଥା କାଉନସିଲର ଇ. କୁନାଲ୍ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ମାନେସୂଚନାନୁସାରେ ଇ. କୁନାଲ ପାଣିଗ୍ରାହୀଙ୍କ ଯୁବମୋର୍ଚ୍ଚା ଜିଲ୍ଲା ଉପ ସଭାପତି ମନଟୁ ପାଣ୍ଡେ, ଜିଲ୍ଲା ସଂଯୋଜକ ଲକ୍ଷ୍ମୀକାନ୍ତ ବରିହା, ଭିକାରୀ ଗଡ଼ତିଆ, ସୁରେଶ ମେହେର ଓ ଅରବିନ୍ଦ ସାହା…

Read More
ବରଗଡ଼ ଜିଲ୍ଲାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ବ୍ୟାପକ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ – ସମୀକ୍ଷା ଖବର

ବରଗଡ଼ ଜିଲ୍ଲାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ବ୍ୟାପକ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ

ସାନନ୍ଦ ମହାପାତ୍ର /ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ ସମୀକ୍ଷା ନିୟୁଜ୍: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ମାନ୍ୟବର ସଦସ୍ୟା ଶ୍ରୀମତୀ କଳ୍ପନା ଲେଙ୍କା ଏବଂ ଶ୍ରୀମତୀ କସ୍ତୁରୀ ମିଶ୍ର ଦୁଇଦିନିଆ ବରଗଡ଼ ଜିଲ୍ଲା ଗସ୍ତ କରି ଶିଶୁ କଲ୍ୟାଣ, ସୁରକ୍ଷା ଓ ଅଧିକାର ସମ୍ପର୍କିତ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଆୟୋଗଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ଗୋବିନ୍ଦପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୂର୍ଯ୍ୟମୁଖୀ ସ୍ୱୟଂ ସହାୟକ ଗୋଷ୍ଠୀ…

Read More
ବରଗଡ଼ରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ: ଲକ୍ଷ୍ମୀ ମନ୍ଦିର ପରିସରରେ ଜଳିଲା ୫ ହଜାର ‘ଆଶୀର୍ବାଦର ଦୀପ’ – ସମୀକ୍ଷା ଖବର

ବରଗଡ଼ରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ: ଲକ୍ଷ୍ମୀ ମନ୍ଦିର ପରିସରରେ ଜଳିଲା ୫ ହଜାର ‘ଆଶୀର୍ବାଦର ଦୀପ’

ସାନନ୍ଦ ମହାପାତ୍ର /ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ ସମୀକ୍ଷା ନିୟୁଜ୍: ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ବରଗଡ଼ରେ ‘ସେବା ସଂକଳ୍ପ ଅଭିଯାନ’ର ଆନୁପଚାରିକ ଶୁଭାରମ୍ଭ ହୋଇଯାଇଛି। ଏହି ଉପଲକ୍ଷେ ମିଶନ ଶକ୍ତି ଦ୍ୱାରା ଏକ ସନ୍ଧ୍ୟାକାଳୀନ ବିଶେଷ କାର୍ଯ୍ୟକ୍ରମ ‘ଆଶୀର୍ବାଦର ଦୀପ’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଲକ୍ଷ୍ମୀ ମନ୍ଦିର ପରିସରରେ ଆୟୋଜିତ ଏହି ସାମୂହିକ ଦୀପ ପ୍ରଜ୍ୱଳନ ଉତ୍ସବରେ ଶତାଧିକ ମହିଳା ଓ ସ୍ଥାନୀୟ ନାଗରିକ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ…

Read More
ନାଗା ସାଧୁ ଭେଷରେ ଆସିସୁନା ଓ ଟଙ୍କା ଲୁଟ୍, ୪ ଦୁର୍ବୃତ୍ତ ଫେରାର,ଘର ଦୋଷ କାଟିବା ନାଁରେ ସୁନା ଓ ଟଙ୍କା ଲୁଟ୍ – ସମୀକ୍ଷା ଖବର

ନାଗା ସାଧୁ ଭେଷରେ ଆସିସୁନା ଓ ଟଙ୍କା ଲୁଟ୍, ୪ ଦୁର୍ବୃତ୍ତ ଫେରାର,ଘର ଦୋଷ କାଟିବା ନାଁରେ ସୁନା ଓ ଟଙ୍କା ଲୁଟ୍

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ଉମରକୋଟ ବ୍ଲକ ବଡ଼କୁମାରୀ ଗାଁର ହରିପଦ ମଣ୍ଡଳଙ୍କ ଘରେ ଘଟିଛି ଏଭଳି ଘଟଣା । ୪ ଜଣ ଦୁର୍ବୃତ୍ତ ନାଗା ସାଧୁ ଭେଷରେ ଆସି ଘର ଭିତରକୁ ପଶିବା ସହ ଘରେ ଦୋଷ ଥିବା କହିଥିଲେ । ପରେ ପୂଜାପାଠ ନାଁରେ ସୁନା ଓ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଉମରକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସକାଳ ପ୍ରାୟ…

Read More
ନବରଙ୍ଗପୁର:ଡକାୟତି ମାମଲାରେ ଆଉ ଜଣେ ଗିରଫ ଓ ନଗଦ ୫୫ ହଜାର ଟଙ୍କା, ବାଇକ୍‌ ଓ ଛୁରୀ ଜବତ – ସମୀକ୍ଷା ଖବର

ନବରଙ୍ଗପୁର:ଡକାୟତି ମାମଲାରେ ଆଉ ଜଣେ ଗିରଫ ଓ ନଗଦ ୫୫ ହଜାର ଟଙ୍କା, ବାଇକ୍‌ ଓ ଛୁରୀ ଜବତ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ଠାକୁରଙ୍କ ଘରେ ଘଟିଥିବା ସଶସ୍ତ୍ର ଡକାୟତି ମାମଲାରେ ଝରିଗାଁ ପୁଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣା ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ବଣୁଆଗୁଡ଼ା ପଞ୍ଚାୟତ ଅଧୀନ ରାଜାମୁଣ୍ଡା ଗ୍ରାମରେ । ଗିରଫ ବ୍ୟକ୍ତି ଦେଉଳକୋଣା ଗ୍ରାମର ମାନସିଂ ହରିଜନ (୨୫) ବୋଲି ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ମାନସିଂଙ୍କଠାରୁ ନଗଦ ୫୫ ହଜାର ଟଙ୍କା, ଗୋଟିଏ ବାଇକ୍‌ ଓ ଗୋଟିଏ…

Read More
ଉମରକୋଟ ଭଞ୍ଜମଣ୍ଡପ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଓ ନୂତନ କମିଟି ଗଠନ – ସମୀକ୍ଷା ଖବର

ଉମରକୋଟ ଭଞ୍ଜମଣ୍ଡପ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଓ ନୂତନ କମିଟି ଗଠନ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ଉମରକୋଟ ଭଞ୍ଜମଣ୍ଡପ ଦୁର୍ଗାପୂଜା ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଓ ନୂତନ କମିଟି ଗଠନ କରାଯାଇଛି । ଏହି ଦୂର୍ଗା ପୂଜା ଏ ଅଞ୍ଚଳର ଏକ ବହୁ ପୁରାତନ ପୂଜା ମଧ୍ୟରେ ଅନ୍ୟତମ । ଆଜିର ଏହି ବୈଠକରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ପୂଜା କିପରି ସୁଚାରୁ ରୁପେ ପାଳନ କରାଯିବ ଓ ଶାନ୍ତି ଶଙ୍ଖଳା ରକ୍ଷା କରାଯିବ ସେ ସମ୍ପର୍କରେ ଆଲଚନା…

Read More
ଗଣଶିକ୍ଷା ମନ୍ତ୍ରୀ ଙ୍କ ମଦିୟ ବାସଭବନରେ ପାଳିଲେ ନୂଆଁଖାଇ ଭେଟଘାଟ – ସମୀକ୍ଷା ଖବର

ଗଣଶିକ୍ଷା ମନ୍ତ୍ରୀ ଙ୍କ ମଦିୟ ବାସଭବନରେ ପାଳିଲେ ନୂଆଁଖାଇ ଭେଟଘାଟ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ସମସ୍ତ ଗ୍ରାମବାସୀ , ଆତ୍ମୀୟ ସ୍ୱଜନ ଓ ନିଜ ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କୁ ନିଜ ମଦିୟ ବାସଭବନ ରାଇଘର ବ୍ଲକ୍ , ଚିତ୍ରକୋଟି ଗ୍ରାମରେ ନିମନ୍ତ୍ରଣ କରି ପାଳନ କଲେ ଓଡ଼ିଶା ର ପ୍ରମୁଖ ଗଣପର୍ବ ନୂଆଁଖାଇ। ଆଜିର ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ମାନିତ କରିବା ପରେ ପାରମ୍ପରିକ ରୀତି ନୀତି…

Read More
ଧଉଳିରେ ଦେବଶିଳ୍ପୀଙ୍କ ନିଆରା ମୂର୍ତ୍ତି – ସମୀକ୍ଷା ଖବର

ଧଉଳିରେ ଦେବଶିଳ୍ପୀଙ୍କ ନିଆରା ମୂର୍ତ୍ତି

ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର ,ତା.୧୭/୦୯//୨୬ ରିଖ- ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗଢ଼ିଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ନିଆରା ମୂର୍ତ୍ତି। ମୂର୍ତ୍ତି କଳା ବିଭାଗର ଅଧ୍ୟାପକ ଚନ୍ଦନ କୁମାର ସାମଲଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ଶିଳ୍ପୀ ଛାତ୍ରଛାତ୍ରୀମାନେ ଓଡ଼ିଶାର ଲୋକକଳା ଓ ସଂସ୍କୃତିକୁ ନେଇ କାଗଜ ପେଟି,ସୂତୁଲି, ଅଠା ଓ ପାରମ୍ପରିକ ଦ୍ରବ୍ୟରେ ଗଢ଼ିଛନ୍ତି ଏହି ନିଆରା ମୂର୍ତ୍ତି । ୭ ଫୁଟ ଉଚ୍ଚର ଏହି ନିଆରା ମୂର୍ତ୍ତିକୁ ମହାବିଦ୍ୟାଳୟର ୮ ଜଣ ଶିଳ୍ପୀଙ୍କୁ…

Read More