ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ ନୂଆପଡ଼ା
ଗଣ୍ଡାମେରକ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ – ସମୀକ୍ଷା ଖବର

ଗଣ୍ଡାମେରକ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ସମୀକ୍ଷା ନ୍ୟୁଜ:କୋମନା /ତାରିଖ-16-10-2026 ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ଗୁଣାବଳୀ, ଜିଜ୍ଞାସା ପ୍ରତିଭା ଉନ୍ମେଷଣ ଓ ବିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମମାନ ଯୋଜନା କରିଛନ୍ତି।ଏହି ପରିପ୍ରେକ୍ଷୀରେ ରେ ଆଜି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଗଣ୍ଡାମେର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ ଠୂଟିବର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସ୍ଥାନୀୟ 14ଗୋଟି ବିଦ୍ୟାଳୟର 150ରୁ ଉର୍ଦ୍ଧ୍ୱ…

Read More
ପିପିଲିରେ ‘ରୋଟାରୀ କନେକ୍ଟ ୩୬୦’ କାର୍ଯ୍ୟକ୍ରମ,କୃତ୍ରିମ ବୁଦ୍ଧିମତ୍ତା ଓ ଡିଜିଟାଲ୍ ଶିକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନତା – ସମୀକ୍ଷା ଖବର

ପିପିଲିରେ ‘ରୋଟାରୀ କନେକ୍ଟ ୩୬୦’ କାର୍ଯ୍ୟକ୍ରମ,କୃତ୍ରିମ ବୁଦ୍ଧିମତ୍ତା ଓ ଡିଜିଟାଲ୍ ଶିକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନତା

ବିଜୟ କୁମାର ମହାପାତ୍ର /ପିପିଲି /ସମୀକ୍ଷା ନ୍ୟୁଜ: ପିପିଲି : ଆଧୁନିକ ଯୁଗରେ ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI) ଓ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟାର ଉପଯୋଗିତା ବଢ଼ୁଥିବାବେଳେ ଛାତ୍ରଛାତ୍ରୀଙ୍କୁ ଏହା ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ପିପିଲିରେ ଆୟୋଜିତ ହୋଇଯାଇଛି ‘ରୋଟାରୀ କନେକ୍ଟ ୩୬୦’ କାର୍ଯ୍ୟକ୍ରମ। ଭୁବନେଶ୍ୱର ରୋଟାରୀ କ୍ଲବ୍ ଅଫ୍ ମେଡୋଜ୍, ରୋଟାରୀ ଇଣ୍ଟରନ୍ୟାସନାଲ୍ ଡିଷ୍ଟ୍ରିକ୍ଟ ୩୨୬୨ ଏବଂ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍‌ର ମିଳିତ ସହଯୋଗରେ ପିପିଲି ଜବାହର ବିଦ୍ୟାପୀଠ ଓ ପିପିଲି ହାଇସ୍କୁଲ ପରିସରରେ…

Read More
ମାନବିକତାର ପରିଚୟ ଦେଲା ୧୦୮: ଚଳନ୍ତା ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ, ମା-ଝିଅ ସୁସ୍ଥ – ସମୀକ୍ଷା ଖବର

ମାନବିକତାର ପରିଚୟ ଦେଲା ୧୦୮: ଚଳନ୍ତା ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ, ମା-ଝିଅ ସୁସ୍ଥ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୧/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ବଡ଼ସାଇମରା ପଞ୍ଚାୟତ ଅନ୍ତର୍ଗତ ଟେଙ୍ଗରା ଗ୍ରାମର ଜଣେ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ ହୋଇଛି। ଜରୁରୀକାଳୀନ ପରିସ୍ଥିତିରେ ଫାର୍ମାସିଷ୍ଟ ମାନବିକତାର ପରିଚୟ ଦେଇଛନ୍ତି। ସୂଚନା ଅନୁଯାୟୀ, ଟେଙ୍ଗରା ଗ୍ରାମର ଧୀରେନ୍ଦ୍ର ବାଗଙ୍କ ସ୍ତ୍ରୀ ଗୀତା ବାଗଙ୍କୁ ପ୍ରସବ ବେଦନା ହେବାରୁ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ଫାର୍ମାସିଷ୍ଟ…

Read More
ଅସ୍ଥିଶଲ୍ୟ ରୋଗୀଙ୍କ ପାଇଁ ଆଶାର ଆଲୋକ ସାଜିଛି କଟକ ଜିଲ୍ଲା ଓଲଟପୁର ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରିହାବିଲିଟେସନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ – ସମୀକ୍ଷା ଖବର

ଅସ୍ଥିଶଲ୍ୟ ରୋଗୀଙ୍କ ପାଇଁ ଆଶାର ଆଲୋକ ସାଜିଛି କଟକ ଜିଲ୍ଲା ଓଲଟପୁର ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରିହାବିଲିଟେସନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ଓଲଟପୁରରେ ଅବସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ (ଏସ୍‌ଭି-ନିର୍ତାର) ଅସ୍ଥି ଓ ଶାରୀରିକ ଅକ୍ଷମତାଜନିତ ସମସ୍ୟାରେ ପୀଡ଼ିତ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଓ ପୁନର୍ବାସ କେନ୍ଦ୍ର ଭାବେ ପରିଚିତ। ଏଠାରେ ଚିକିତ୍ସା ସହିତ ରୋଗୀଙ୍କୁ ପୁନର୍ବାର ନିଜ ଗୋଡ଼ରେ ଠିଆ ହେବା, ଚାଲିବା ଏବଂ ଦୈନନ୍ଦିନ ଜୀବନରେ ସ୍ୱାବଲମ୍ବୀ ହେବା ପାଇଁ ସହାୟତା ଯୋଗାଇ ଦିଆଯାଏ।…

Read More