ତମାଖୁ ଉତ୍ପାଦର ବିଜ୍ଞାପନକୁ ନେଇ ବଢ଼ିଲା ବିବାଦ: ଶାହରୁଖ ଖାନ୍, ଅଜୟ ଦେବଗନ୍ ଓ ଟାଇଗର ଶ୍ରଫ୍ଙ୍କୁ FDAର ନୋଟିସ୍
ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ବଲିଉଡ୍ର ତିନି ଚର୍ଚ୍ଚିତ ଅଭିନେତା ଶାହରୁଖ ଖାନ୍, ଅଜୟ ଦେବଗନ୍ ଓ ଟାଇଗର ଶ୍ରଫ୍ଙ୍କୁ ନେଇ ଏବେ ବିଜ୍ଞାପନ ଜଗତରେ ଚର୍ଚ୍ଚା ଜୋର୍ ଧରିଛି। ତମାଖୁ ସମ୍ବନ୍ଧୀୟ ଉତ୍ପାଦର ପରୋକ୍ଷ ପ୍ରଚାର ଅଭିଯୋଗରେ ମହାରାଷ୍ଟ୍ରର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ଏହି ତିନି ଅଭିନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ୨୦୨୬ ଅଗଷ୍ଟରେ ଜାରି ହୋଇଥିବା ଏହି ନୋଟିସ୍କୁ ନେଇ ଅକ୍ଟୋବରରେ ମଧ୍ୟ ଚର୍ଚ୍ଚା ଜାରି ରହିଛି।…