ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ନଦୀ ରୁ ଜଣେ ଯୁବକ ର ମୃତୁ ଶରୀର ଉଦ୍ଧାର ଅନ୍ୟ ଜଣେ ନିଖୋଜ

ନଦୀ ରୁ ଜଣେ ଯୁବକ ର ମୃତୁ ଶରୀର ଉଦ୍ଧାର ଅନ୍ୟ ଜଣେ ନିଖୋଜ – ସମୀକ୍ଷା ଖବର


ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:

ପିପିଲି -ପିପିଲି ଥାନା ଅନ୍ତର୍ଗତ ମଠସାହି ଦୟା ନଦୀର ତୋଟା ପଡା ଘାଟ ନିକଟରେ ଜଣେ ୧୮ବର୍ଷର ଯୁବକ ର ମୃତ୍ୟୁ ଶରୀରକୁ ପିପିଲି ପୋଲିସ ଉଦ୍ଧାର କରିଛି। କିଛି ଦୂର ନିକଟରେ ଏକ କଳା ରଙ୍ଗର ସ୍କୁଟି ଗାଡି ରହିଥିବା ବେଳେ ସେଠାରେ ଆଇ କାର୍ଡ, ପ୍ୟାଣ୍ଟ, ଜୋତା, ଆଧାର କାର୍ଡ କୁ ପୋଲିସ ଜବତ କରିଛି। ମୃତକ ଙ୍କ ନାମ ଅବଦୁଲ ଅଜିଜ (୧୮) ଭବାନୀପୁର ପିପିଲି ଏନଏସି ହୋଇଥିବା ପୋଲିସ କୁ ପରିଚୟ ଜଣା ପଡିଛି। ସେ ଓମ ଶାନ୍ତି କଲେଜ ର ଛାତ୍ର ଅଟନ୍ତି। ଅନ୍ୟ ଜଣେ ସାଥିର ପ୍ୟାଣ୍ଟ ସାର୍ଟ ହୋଇଥିବା ନେଇ ପରିବାର ଲୋକ ଚିହ୍ନଟ କରଥିବା ବେଳେ ସେ ନିଖୋଜ ରହିଛନ୍ତି। ତାର ନାମ ମିର୍ଜା ଆସ୍ଫାକ (୧୮)ଅଟେ । ପିପିଲି ପୋଲିସ ମୃତ୍ୟୁ ଶରୀରକୁ ଜବତ କରିଛି। ମୃତକ ବାପା ସେକ ସରଫତ ଙ୍କ ଅଭିଯୋଗ କ୍ରମେ ଏକ ଅପମୃତୁ ମାମଲା ୨୩/୨୬ରୁଜୁ କରି ଶବ ବ୍ୟବଛେଦ ପାଇଁ ପୂରୀ ପଠାଇ ତଦନ୍ତ ଚଳାଇଥିବା ପୋଲିସ କହିଛି

ନଦୀ ରୁ ଜଣେ ଯୁବକ ର ମୃତୁ ଶରୀର ଉଦ୍ଧାର ଅନ୍ୟ ଜଣେ ନିଖୋଜ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗଣେଶ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ ଷଡାଙ୍ଗୋଇରେ ଉତ୍ତେଜନା