ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ସଂସୁଦ ପ୍ରାଇଭେଟ୍ ଲିମିଟେଡେ ନାରେ ବଡ ଘୋଟାଲା ଠକି ନେଲେ ୩କୋଟି ୧୦ଲକ୍ଷ

ସଂସୁଦ ପ୍ରାଇଭେଟ୍ ଲିମିଟେଡେ ନାରେ ବଡ ଘୋଟାଲା ଠକି ନେଲେ ୩କୋଟି ୧୦ଲକ୍ଷ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ସସ୍ନୁଦ ଇଣ୍ଟରୀୟର ଆଣ୍ଡ କଷ୍ଟ୍ରସନ ପ୍ରାଇଭେଟ ଲିମିଟେଡ ନାମରେ ଏକ କମ୍ପାନୀ ରଙ୍ଗୀୟା ଗଡ଼ ଗ୍ରାମରେ ଅଫିସ ଖୋଲି ଜମି ପ୍ଲଟୀଙ୍ଗ କାମ କରୁଥିବା ବେଳେ ଭୂତୁମୁଣ୍ଡାଇ ର ରାଜେନ୍ଦ୍ର ଦାସ୍ ନାମକ ଜଣେ ବ୍ୟକ୍ତି ସେମାନଙ୍କର ଚିହ୍ନା ଜଣା ଥିବା ରୁ ତାଙ୍କୁ ଡ଼ାକି ସେମାନଙ୍କ ସହିତ ସାମିଲ ହୋଇ ଜମି ପ୍ଳଟିଙ୍ଗ କାମରେ ସାମିଲ ହୋଇ କାମ କରିବାକୁ ପ୍ରବାତାଇ ଥିଲେ l ଉକ୍ତ ରାଜେନ୍ଦ୍ର ଦାସ୍ ନାମକ ବେକ୍ତି ଏହି ଜମି ପ୍ଳଟିଙ୍ଗ ବିଷୟରେ ଜାଣି ନ ଥିବାର ସେ ମନା କରିଥିଲେ l ସେ ପ୍ଳଟିଙ୍ଗ ବିଷୟରେ ରାଜି ନହେବାରୁ ତାଙ୍କୁ ସେଥିରେ କିଛି ଟଙ୍କା ଲଗେଇବା ପାଇଁ ବୁଝାଇ ଥିଲେ l ରାଜେନ୍ଦ୍ର ଦାସ ନାମକ ବେକ୍ତି ସେମାନଙ୍କ ପ୍ରସ୍ତାବ ରେ ରାଜି ହୋଇ ଥିଲେ l କଥା ଥିଲା କି ଯାହା ପ୍ରଫିଟି ମିଳିବ ତାହା ଅନୁସାରେ ଆପଣଙ୍କୁ ଲାଭ ମୂଳ ମିଶାଇ ବର୍ଷକୁ ବର୍ଷ ଟଙ୍କା ଦେଇ ଦେବୁ ବୋଲି କହିଥିଲେ l ୨୦୨୩/୨୪ ମସିହା ମଧ୍ୟରେ ରାଜେନ୍ଦ୍ର ଦାସ୍ ବିଭିନ୍ନ ବ୍ୟାଙ୍କରୁ ଲୋନ କରି ସେମାନଙ୍କୁ ୩କୋଟି ୧୦ଲକ୍ଷ ଟଙ୍କା ଦେଉଥିବା ବେଳେ ଇତି ମଧ୍ୟରେ ଦୀର୍ଘ ତିନି ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କୁ ତାଙ୍କର ଲାଭ କିମ୍ବା ମୂଳ କିଛି ନ ମିଳିବାରୁ ସେ ବାରମ୍ବାର ଦୌଡି ଦୌଡ଼ି ଶେଷରେ ୩କୋଟି ୧୦ ଲକ୍ଷ୍ୟ ଟଙ୍କାର ଚେକ୍ ସେମାନେ ଦେଉଥିଲେ l ସେହି ଚେକ୍ କୁ ବ୍ୟାଙ୍କରେ ଲଗାଇ ବା ପରେ ଚେକ ବାଉଣ୍ଡୁସ ହୋଇଥିବା ଜାଣିବାକୁ ମିଳିଛି l ଚେକ୍ ବାଉଣ୍ଡସ ବିଷୟରେ ପଚାରି ବାରୁ ଗୁଣ୍ଡା ଲଗାଇ ଜୀବନରୁ ମାରିଦେବୁ ବୋଲି ଧମଜକ ମଧ୍ୟ ଦିଆ ଯାଇଛି l ଶେଷରେ ନିରାଶ ହୋଇ ରାଜେନ୍ଦ୍ର ଦାସ୍ ନାମକ ବେକ୍ରୀ ଅଭୟ ଚାନ୍ଦ ପୁରୁ ଥାନର ଦ୍ୟାରସ୍ତ ହୋଇଥିବା ଦେଖିବାକୁ ମିଳିଛି l ଦେଖାଯାଉ ଅଭୟ ଚାନ୍ଦ ପୁରୁ ପୋଲିସ ଜରୀଆରେ କି ପ୍ରକାର ସୁବିଧା ପାଉଛନ୍ତି ଏହି ଠକେଇ ର ଶିକାର ହୋଇଥିବା ରାଜେନ୍ଦ୍ର ଦାସ୍ l ଦେଖିବାକୁ ରହିଲା କେବେ ମିଳୁଛି ଠକେଇ ର ଶିକାର ହୋଇଥିବା ଭୂତୁମୁଣ୍ଡାଇ ରାଜେନ୍ଦ୍ର ଦାସଙ୍କ ଦେଇଥିବା ଟଙ୍କା l

ସଂସୁଦ ପ୍ରାଇଭେଟ୍ ଲିମିଟେଡେ ନାରେ ବଡ ଘୋଟାଲା ଠକି ନେଲେ ୩କୋଟି ୧୦ଲକ୍ଷ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟ :ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ