ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପାଟଣାରେ ରକ୍ତଦାନ ଶିବିର ୬୪ ୟୁନିଟ୍ ରକ୍ତ ସଂଗ୍ରହ

ପାଟଣାରେ ରକ୍ତଦାନ ଶିବିର ୬୪ ୟୁନିଟ୍ ରକ୍ତ ସଂଗ୍ରହ – ସମୀକ୍ଷା ଖବର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର

ପାଟଣା :୧୬/୯,ପାଟଣା ରେ ଯୁବ କଣ୍ଠ ଶିଳ୍ପୀ ସଙ୍ଗୀତକାର ଶ୍ରୀତମ କୁମାର ପଣ୍ଡା ଙ୍କ ସ୍ମୁତି ରେ ଆଜି ବିଘ୍ନ ରାଜ୍ ପୂଜା କମିଟି ପାଟଣା ର ଡି ଭାଇରସ ଗ୍ରୁପ୍ ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ରକ୍ତଦାନ ଶିବିର ରେ ଡ଼କ୍ଟର ଶୁଭେନ୍ଦୁ ସାଗର କୁମାର ନାଏକ , ଡ଼କ୍ଟର ଅଭିଷେକ ସାହୁ, ଡକ୍ଟର ଅର୍ଣ୍ଣବ୍ ସାହୁ,ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଓଡ଼ିଶା ରକ୍ତ ଭଣ୍ଡାର କେନ୍ଦୁଝର ଜିଲ୍ଲା ଶାଖା ର କର୍ମଚାରୀ ମାନଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା ।ଏଠାରେ ଯୁବ କଣ୍ଠ ଶିଳ୍ପୀ ଶ୍ରୀତମ ଙ୍କ ଭାଇ ଭାଉଜ ନିକଟ ସମ୍ପର୍କୀୟ ଙ୍କ ସହ ଶିଶୁ ବିଦ୍ୟାମନ୍ଦିର ର ଗୁରୁଜୀ ଗୁରୁମା ଆ ଅନ୍ୟାନ୍ୟ ସ୍ଵେଚ୍ଛା ସେବୀ ମାନେ ରକ୍ତଦାନ କରିବା ଦ୍ୱାରା ମୋଟ ୬୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ପାଟଣାରେ ରକ୍ତଦାନ ଶିବିର ୬୪ ୟୁନିଟ୍ ରକ୍ତ ସଂଗ୍ରହ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବଡ଼ସାହିରେ ଗଣେଶ ପୂଜା