ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଗଞ୍ଜାମ ଖୋର୍ଦ୍ଧା ପୁରୀ

ଜଗନ୍ନାଥ ଦର୍ଶନ କରି ଫେରୁଥିବା ସମୟରେ ୬ ଜଣଙ୍କ ମୃତ୍ୟୁ

ଜଗନ୍ନାଥ ଦର୍ଶନ କରି ଫେରୁଥିବା ସମୟରେ ୬ ଜଣଙ୍କ ମୃତ୍ୟୁ – ସମୀକ୍ଷା ଖବର

ଅବିନାଶ ଗଡତିଆ / ବରଗଡ /ସମୀକ୍ଷା ନ୍ୟୁଜ:


ମଧ୍ୟପ୍ରଦେଶ ରୁ ଜଗନ୍ନାଥ ଦର୍ଶନ କରି ପୁରୀ ରୁ ଫେରୁ ଥିବା ସମୟରେ ଜଣଙ୍କ ମୃତ୍ୟୁ ଘଟିବା ସାଙ୍ଗେ ୬ଜଣ ଆଘାତ ର ଶିକାର ହୋଇଛନ୍ତି। ସୂଚନା ଅନୁସାରେ ମଧ୍ୟପ୍ରଦେଶ ରୁ ଜଗନ୍ନାଥ ଧାମ ପୁରୀ ଦର୍ଶନ କରିବା ପାଇଁ ଆସିଥିଲେ। ଜାଗା କୁ ଦର୍ଶନ କରି ଫେରୁଥିବା ସମୟରେ ବରଗଡ ଜିଲ୍ଲା ସୋହେଲା ରାସ୍ତାରେ ଗାଡି ଦୁର୍ଘଟଣା ଗସ୍ତ ହୋଇଥିଲା। ଏହି ଘଟଣା ରେ ଜଣଙ୍କ ମୃତ୍ୟୁ ଘଟିବା ସହ ୬ଜଣ ଆଘାତ ହୋଇଛନ୍ତି। ଆଘାତ ଲୋକଙ୍କୁ ସ୍ଥାନୀୟ ଡାକ୍ତର ଖାନାକୁ ପଠା ଯାଇଥିଲା। ଦୁର୍ଘଟଣା ସମୟରେ ଗାଡିଚାଳକ ଦେବେନ୍ଦ୍ର ଗିରି ଘଟଣା ଜାଗାରେ ମୃତ୍ୟୁ ଘଟିଥିଲା।

ଜଗନ୍ନାଥ ଦର୍ଶନ କରି ଫେରୁଥିବା ସମୟରେ ୬ ଜଣଙ୍କ ମୃତ୍ୟୁ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଓଡିଶା ବନ୍ଦ: ସୁନ୍ଦରଗଡ଼ ବଣାଇ ରେ ଜୋରଦାର ପ୍ରଭାବ