ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ପାଟଣା: ଆଞ୍ଚଳିକ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳକୁ ୨ ପଦବୀ ଗଲା ବିଜେଡି ଓ ଏବିଭିପି ଛାତ୍ର ସଂଗଠନ ମଧ୍ୟରେ ସିଧା ଟକ୍କର

ପାଟଣା: ଆଞ୍ଚଳିକ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳକୁ ୨ ପଦବୀ ଗଲା ବିଜେଡି ଓ ଏବିଭିପି ଛାତ୍ର ସଂଗଠନ ମଧ୍ୟରେ ସିଧା ଟକ୍କର – ସମୀକ୍ଷା ଖବର


ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/କେନ୍ଦୁଝର /ସମୀକ୍ଷା ନ୍ୟୁଜ:

ପାଟଣା :୧୧/୧୦ ମୁଖ୍ୟାଳୟ ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରୋଚକ ମୋଡ଼ ନେଇଛି।ଉପସଭାପତି ପ୍ରାର୍ଥୀ ବିଶ୍ୱପ୍ରକାଶ ନାୟକ ଏକ ବିଷୟରେ ବ୍ୟାକ ଲାଗିଥିବା ସୂଚନା ଗୁପ୍ତ ରଖି ନାମାଙ୍କନ ଦାଖଲ କରିଥିବାରୁ ତାଙ୍କ ନାମାଙ୍କନ ପତ୍ର ନାକଚ ହେବା ଫଳରେ ତାଙ୍କ ପ୍ରତିଦ୍ୱନ୍ଦୀ ଥିବା ବିଜୁ ଛାତ୍ର ଜନତା ସମର୍ଥିତ ପ୍ରାର୍ଥୀ ତ୍ରିଦେଵ ମହାନ୍ତ ନିର୍ଦ୍ବନ୍ଦ୍ୱରେ ବିଜୟୀ ହୋଇଛନ୍ତି।ସେହିପରି ସହ କ୍ରୀଡ଼ା ସମ୍ପାଦକ ପଦବୀରେ ଏକମାତ୍ର ପ୍ରାର୍ଥୀ ରହିବାରୁ ବିଜୁ ଛାତ୍ର ଜନତା ସମର୍ଥିତ ପ୍ରାର୍ଥୀ ବର୍ଷା ରାଣୀ ମହାନ୍ତ ମଧ୍ୟ ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।ବିଭିନ୍ନ ପଦବୀ ପାଇଁ ମୋଟ ୨୨ ଜଣ ପ୍ରାର୍ଥୀ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ମଧ୍ୟରୁ ଜଣେ ଉପସଭାପତି ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ନାକଚ ପରେ ୨୧ ଜଣ ପ୍ରାର୍ଥୀ ମଇଦାନରେ ଓହ୍ଲାଇ ଛନ୍ତି। କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନଥିବା ଓ ସଭାପତି ପଦ ପାଇଁ ୪ ଜଣ ପ୍ରାର୍ଥୀ ମଇଦାନରେ ଥିବାରୁ ପାଟଣା ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଏକ ରୋଚକ ମୋଡ଼ରେ ପହଞ୍ଚିଛି।

ପାଟଣା: ଆଞ୍ଚଳିକ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳକୁ ୨ ପଦବୀ ଗଲା ବିଜେଡି ଓ ଏବିଭିପି ଛାତ୍ର ସଂଗଠନ ମଧ୍ୟରେ ସିଧା ଟକ୍କର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାନର ସେନା ସାମାଜିକ ଅନୁଷ୍ଠାନ ଓ ମଦର ଟେରେସା ସେବା ସଂଗଠନ ତରଫରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ