ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଜିଲ୍ଲା ଶିଳ୍ପ କେନ୍ଦ୍ର, ଦେବଗଡ଼ ତରଫରୁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ନବାଉନ୍ମେଷ ଚେତନା ଶିବିର

ଜିଲ୍ଲା ଶିଳ୍ପ କେନ୍ଦ୍ର, ଦେବଗଡ଼ ତରଫରୁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ନବାଉନ୍ମେଷ ଚେତନା ଶିବିର – ସମୀକ୍ଷା ଖବର

ସୁଦାମ ଚନ୍ଦ୍ର ବେହେରା/ଦେବଗଡ଼ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:

ଦେବଗଡ : ଭାରତ ସରକାର ଓ ଓଡିଶା ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ଓଡିଶା ଷ୍ଟାର୍ଟ ଅପ କାର୍ଯ୍ୟକ୍ରମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, କଳାମାଟି ଠାରେ ସମ୍ପାଦିତ ହୋଇଛି। ସଭାପତି : ଅଧ୍ୟାପକ ମନୋରଞ୍ଜନ ବାରିକ୍, ଉଦଘାଟକ : ଦମନ ଏକ୍କା ADWO, ଦେବଗଡ, ପ୍ରଶିକ୍ଷକ ପ୍ରବକ୍ତା : ତୋଫାନ କୁମାର ସାହୁ, ସହକାରୀ ଶିଳ୍ପ ଅଧିକାରୀ, ଦେବଗଡ, ଧନ୍ୟବାଦ : ରିମଲୀ ବାନାର୍ଜୀ। ଏହି ସଭାରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ଜିଲ୍ଲା ଶିଳ୍ପ କେନ୍ଦ୍ର, ଦେବଗଡ଼ ତରଫରୁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ନବାଉନ୍ମେଷ ଚେତନା ଶିବିର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନବରଙ୍ଗପୁର: ପଞ୍ଚାୟତ ସମିତି ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ:୩୭୭ ଜଣ ଦିବ୍ୟାଙ୍ଗଙ୍କ ଯୋଗଦାନ, ୧୨୬ ଜଣ ପ୍ରମାଣପତ୍ର ପାଇଁ ଚିହ୍ନଟ