ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଏବିଭିପି ଜିତରେ ବାଲିକୁଦା-ଏରସମା ନିର୍ବାଚଳ ମଣ୍ଡଳୀ ବିଜେପି ମହଲରେ ଉତ୍ସାହ

ଏବିଭିପି ଜିତରେ ବାଲିକୁଦା-ଏରସମା ନିର୍ବାଚଳ ମଣ୍ଡଳୀ ବିଜେପି ମହଲରେ ଉତ୍ସାହ – ସମୀକ୍ଷା ଖବର


ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର, 16/10/2026(ନି. ପ୍ର ): ବାଲିକୁଦା ଓ ଏରସମା କଲେଜେ ରେ ଏବିଭିପିର ବିପୁଳ ବିଜୟରେ ଅଞ୍ଚଳର ବିଜେପି କାର୍ଯ୍ୟ କର୍ତ୍ତା ମହଲରେ ଏକ ଉତ୍ସାହ ର ମହଲ ଦେଖିବାକୁ ମିଳିଛି |ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ନେତା ସତ୍ୟ ସାରଥୀ ମହାନ୍ତି ପିଲାମାନଙ୍କୁ ଆନ୍ତରିକ ସୁଭେତ୍ସା ଓ ଅଭିନନ୍ଦନ ଜଣାଇଥିଲେ |

ଏବିଭିପି ଜିତରେ ବାଲିକୁଦା-ଏରସମା ନିର୍ବାଚଳ ମଣ୍ଡଳୀ ବିଜେପି ମହଲରେ ଉତ୍ସାହ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
ପରବର୍ତ୍ତୀ ଖବର ଭିଜିଲାନ୍ସ ଜାଲରେ କୋଟିପତି ବାବୁ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାଶ: ଗାଡ଼ି ଓ ଘରୁ ୨୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ