ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର କେନ୍ଦ୍ରାପଡ଼ା ବରଗଡ଼ ନୟାଗଡ଼

Khariar National Press Day: ଖଡ଼ିଆଳଠାରେ ଜାତୀୟ ସାମ୍ବାଦିକ ଦିବସ ପାଳିତ

Khariar National Press Day: ଖଡ଼ିଆଳଠାରେ ଜାତୀୟ ସାମ୍ବାଦିକ ଦିବସ ପାଳିତ – ସମୀକ୍ଷା ଖବର

ଦେବେଶ ହୋତା/ବିଶେଷ ପ୍ରତିନିଧି/ ସମୀକ୍ଷା ନ୍ୟୁଜ /ନୂଆପଡା: ତା, ୧୬-୧୧-୨୬

ନୂଆପଡା ଜ଼ିଲ୍ଲା ର ବିଭିନ୍ନ ସ୍ଥାନରେ ଜାତୀୟ ସାମ୍ବାଦିକ ଦିବସ ପାଳିତ ହୋଇ ଯାଇଛି l ନୂଆପଡା ଜ଼ିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହ ରେ ଜାତୀୟ ସାମ୍ବାଦିକ ଦିବସ ପାଳନ କରିଯାଇଥିବା ବେଳେ ଖଡ଼ିଆଳ ର ମଙ୍ଗଳମୂର୍ତ୍ତି ହୋଟେଲ ର ସଭା ଗୃହ ରେ ଜାତୀୟ ସାମ୍ବାଦିକ ଦିବସ ପାଳନ କରାଯାଇଥିଲା l ଖଡ଼ିଆଳ କଂଗ୍ରେସ ର ଯୁବ ନେତା କମଳ ଚରଣ ତାଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଏହି ଅବସରରେ ଅତିଥି ମାନେ ନିରପେକ୍ଷ ସାମ୍ବାଦିକତା ର ଆଲୋଚନା କରିଥିଲାବେଳେ ସାମ୍ବାଦିକ ସୁରକ୍ଷା ଉପରେ ଆଇନ ଆସିବା କଥା ବୋଲି କହିଥିଲେ, ଏହା ବ୍ୟତୀତ ସାମ୍ବାଦିକ ମାନଙ୍କୁ ଅନ୍ତତଃ ବିଭାଗୀୟ ଗଣମାଧ୍ୟମ ର ସମ୍ପାଦକ ମାନେ ମାସିକ ଦରମା ହେଉ କିମ୍ବା ଭତ୍ତା ଭାବରେ ଆର୍ଥିକ ସହାୟତା ପ୍ରଦାନ କରିବାପାଇଁ ଦାବୀ କରିଥିଲେ l

Khariar National Press Day: ଖଡ଼ିଆଳଠାରେ ଜାତୀୟ ସାମ୍ବାଦିକ ଦିବସ ପାଳିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Khordha National Press Day: ସତ୍ୟକୁ ସାମ୍ନାକୁ ଆଣିବା ହିଁ ସାମ୍ବାଦିକର ଧର୍ମ; ଖୋରଧାରେ ଜାତୀୟ ପ୍ରେସ ଦିବସ ପାଳିତ