ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଆକ୍ସନ ମୋଡରେ ବାଲିଗୁଡ଼ା ପୋଲିସ

ଆକ୍ସନ ମୋଡରେ ବାଲିଗୁଡ଼ା ପୋଲିସ – ସମୀକ୍ଷା ଖବର

ମହେଶ୍ୱର ଦିଗାଳ/ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ / ସମୀକ୍ଷା ନିୟୁଜ:

ଅପରାଧ ଓ ଗ6ଞ୍ଜଇ ମୁକ୍ତ କରିବ କି ବାଲିଗୁଡା ପୋଲିସ। କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡା ଗାଁ, ସୁଡ୍ରା ରାସ୍ତାରେ ବେଆଇନ ଭାବେ ଗଞ୍ଜେଇ ଚରା ଚାଲଣା ବେଳେ ୩ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ।୩ଜଣ ମାଫିଆ, ୨ଟି ବନ୍ଧୁକ ଓ 42କେଜି ଗଞ୍ଜେଇ ଜବତ କରିଛି ବାଲିଗୁଡା ୮ ପୋଲିସ। ଏକ ବର୍ଷ ଧରି ବନ୍ଧୁକ, ମାରଣାସ୍ତ୍ର ଦେଖାଇ ଯାତାୟତ ଲୋକଙ୍କୁ ଟଙ୍କା ପଇସା ସୁନାରୂପା ଏହି ତିନିଜଣ ମାଫିଆ ।ଏହି ସଂପର୍କରେ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ବାଲିଗୁଡ଼ା ଏସଡିପିଅ ସୁଭମ ଭୋସ୍‌ଲେ ।

ଆକ୍ସନ ମୋଡରେ ବାଲିଗୁଡ଼ା ପୋଲିସ – ସମୀକ୍ଷା
ଆକ୍ସନ ମୋଡରେ ବାଲିଗୁଡ଼ା ପୋଲିସ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାୟଗଡ଼ା:୫୦ ବର୍ଷର ଚାଷ ଜମି ପାଇଁ କଲେକ୍ଟରଙ୍କ ଦ୍ୱାରସ୍ଥ,ନ୍ୟାୟ ନମିଳିଲେ ପରିବାର ସହ ଚରମ ପଦକ୍ଷେପ ନେବାକୁ ଧମକ