ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କେନ୍ଦୁଝର:ଶୁଦ୍ଧିକ୍ରିୟା ପାଇଁ ସହଯୋଗ ର ହାତ ବଢ଼ାଇଲା ମାନବ ସେବା ଟ୍ରଷ୍ଟ

କେନ୍ଦୁଝର:ଶୁଦ୍ଧିକ୍ରିୟା ପାଇଁ ସହଯୋଗ ର ହାତ ବଢ଼ାଇଲା ମାନବ ସେବା ଟ୍ରଷ୍ଟ – ସମୀକ୍ଷା ଖବର

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:

ଦୁଃଖ ସମୟରେ ଅସହାୟ ପରିବାର ପାଖରେ ଠିଆ ହୋଇ ମାନବିକତାର ପରିଚୟ ଦେଇଛି ମାନବ ପ୍ରେମୀ ସେବା ଟ୍ରଷ୍ଟ l ଚମ୍ପୁଆ ନିକଟ ମଙ୍ଗଳ ପୁର ଗ୍ରାମର ସୁବାସ ଗିରି ଏକ ବାଇକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ, ମାତ୍ର ତାଙ୍କର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସ୍ତ୍ରୀ ମେନକା ଗିରି ଶୁଦ୍ଧି କ୍ରିୟା ପାଇଁ ସମ୍ପୂର୍ଣ ଅସମର୍ଥ ଥିଲେ l ପରିବାରର ଏହି ଦୁଃଖଦ ଖବର ପାଇବା ପରେ ମାନବ ସେବା ଟ୍ରଷ୍ଟ ର କର୍ମକର୍ତା ମାନେ ତୁରନ୍ତ ଅଣ୍ଡା ଭିଡ଼ିଥିଲେ, ଶୁଦ୍ଧ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ସଂଘର କର୍ମକର୍ତା l ଏହି ଭଳି ଏକ ମହୋତ କାମକୁ ଗ୍ରାମବାସୀ ମାନେ ପ୍ରଶଂସା କରିଛନ୍ତି l ଏହି ଦୁଃଖଦ ସମୟରେ ଟ୍ରଷ୍ଟ ତରଫରୁ ସଭାପତି ବିଚିତ୍ରା ନନ୍ଦ ଦାସ, ସମ୍ପାଦକ ପ୍ରମୋଦ ମହାନ୍ତ, ଉଦିତ ନାରାୟଣ ଗିରି ଓ ପ୍ରଭାସିନୀ ନାୟକ ମୃତକ ପରିବାରକୁ ସମବେଦନା ଜଣାଇ ଥିଲେ

କେନ୍ଦୁଝର:ଶୁଦ୍ଧିକ୍ରିୟା ପାଇଁ ସହଯୋଗ ର ହାତ ବଢ଼ାଇଲା ମାନବ ସେବା ଟ୍ରଷ୍ଟ – ସମୀକ୍ଷା

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କେନ୍ଦୁଝରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଲା ଆନ୍ତର୍ଜାତୀୟ ସାକ୍ଷରତା ଦିବସ