ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କେନ୍ଦୁଝର:ବିଦ୍ୟୁତ ଆଘାତରେ ଯୁବ ସମାଜସେବୀଙ୍କ ମୃତ୍ୟୁ

କେନ୍ଦୁଝର:ବିଦ୍ୟୁତ ଆଘାତରେ ଯୁବ ସମାଜସେବୀଙ୍କ ମୃତ୍ୟୁ – ସମୀକ୍ଷା ଖବର

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:

କେନ୍ଦୁଝର -09/09
କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ବ୍ଲକ ମୂଷାନାଳି ଗ୍ରାମରେ ଘଟିଯାଇଛି ଏକ ଦୁଖଃଦ ଘଟଣା l ଆଜି ସକାଳେ କୃଷ୍ଣଚନ୍ଦ୍ର ମହାନ୍ତ ଙ୍କ ପୁତ୍ର ଦୟାନିଧି ମହାନ୍ତ ୪୮ଘରେ ଇ6ଲକ୍ରିଟ କାମ କରୁଥିଲା ବେଳେ ବିଦ୍ୟୁତ ତାର ସଂପର୍ଶ ରେ ଆସି ଗୁରୁତର ହୋଇପଡିଥିଲେ, ତାଙ୍କୁ ସଂଗେ ସଂଗେ ସ୍ୱାମପାଟଣା ମେଡିକାଲ କୁ ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା l

କେନ୍ଦୁଝର:ବିଦ୍ୟୁତ ଆଘାତରେ ଯୁବ ସମାଜସେବୀଙ୍କ ମୃତ୍ୟୁ – ସମୀକ୍ଷା

ଦୟାନିଧି ଜଣେ ଆଧ୍ୟାତ୍ମିକ, ସରଳ ଓ ପରୋପକାରୀ ଲୋକ ଥିଲେ, ତାଙ୍କର ଆକସ୍ମିକ ମୃତ୍ୟୁ ଖବର ପାଇ ସ୍ଥାନୀୟ ସରପଞ୍ଚ ରାଧାମଣୀ ଦାସ, ସମାଜସେବୀ ଗୌତମ ଦାସ,ଭଗବାନ ମହାନ୍ତ ଓ ଶିକ୍ଷାବିତ ପାର୍ଥସାରଥୀ ବେଜ ସମେତ ଗ୍ରାମବାସୀ ଆତ୍ମୀୟ ସ୍ୱଜନ ମାନେ ତାଙ୍କର ଶେଷ ଦର୍ଶନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଥିଲେ l ସେ ଘରର ଏକ ମାତ୍ର ରୋଜଗାରୀଆ ପୁଅ ଥିଲେ,ତାଙ୍କ ଅକାଳ ବିୟୋଗ ପରେ ସ୍ତ୍ରୀ ଓ ଦୁଇ ସନ୍ତାନ ଙ୍କ ଭବିଷ୍ୟତ ଏବେ ଅନ୍ଧାର l ଏପଟେ ବୃଦ୍ଧ ବାପା ପାରାଲିସିସ ରୋଗରେ ପୀଡିତ, କେମିତି ବଂଚିବେ ସେମାନେ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି l

କେନ୍ଦୁଝର:ବିଦ୍ୟୁତ ଆଘାତରେ ଯୁବ ସମାଜସେବୀଙ୍କ ମୃତ୍ୟୁ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କେନ୍ଦୁଝର:ପେଜୁଆ ବିରି କୁ ଜିଆଇ ଟ୍ୟାଗ୍ ର ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ସରକାର