ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପାଟଣା:ରାତି ପେଟ୍ରୋଲିଂ ବେଳେ ବୋଲେରୋ ଅଟକ, ଗାଡ଼ିରୁ ଛେଳି ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ

ପାଟଣା:ରାତି ପେଟ୍ରୋଲିଂ ବେଳେ ବୋଲେରୋ ଅଟକ, ଗାଡ଼ିରୁ ଛେଳି ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ – ସମୀକ୍ଷା ଖବର


ବିଜୟ ରତ୍ନ ପତି /ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:

ପାଟଣା:୧୧/୯,ରାତି ପେଟ୍ରୋଲିଂ ସମୟରେ କାଠ ଚାଲାଣ ସନ୍ଦେହରେ ଏକ ବୋଲେରୋ ଗାଡ଼ିକୁ ଅଟକ କରାଯାଇଥିବା ବେଳେ ଡ୍ରାଇଭର ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିବା ଜଣାପଡ଼ିଛି। ପରେ ଗାଡ଼ି ତଲାସ କରାଯିବା ପରେ ଏଥିରୁ ଛେଳି ଚୋରିରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ ହୋଇଛି।

ପାଟଣା:ରାତି ପେଟ୍ରୋଲିଂ ବେଳେ ବୋଲେରୋ ଅଟକ, ଗାଡ଼ିରୁ ଛେଳି ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ – ସମୀକ୍ଷା


ସୂଚନା ଅନୁସାରେ, ରାତିରେ ପେଟ୍ରୋଲିଂ ସମୟରେ କାଠ ଚାଲାଣ ସନ୍ଦେହରେ ଏକ ବୋଲେରୋକୁ ଅଟକ କରାଯାଇଥିଲା। ତେବେ ପୋଲିସକୁ ଦେଖି ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।ଗାଡ଼ି ଖୋଲି ଯାଞ୍ଚ କରିବା ସମୟରେ ପ୍ରଥମେ ଏଥିରେ କୌଣସି କାଠ ନଥିବା ଦେଖିବାକୁ ମିଳିଥିଲା। ଏନେଇ ତୁରନ୍ତ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁଙ୍କୁ ଅବଗତ କରାଯାଇଥିଲା।

ପାଟଣା:ରାତି ପେଟ୍ରୋଲିଂ ବେଳେ ବୋଲେରୋ ଅଟକ, ଗାଡ଼ିରୁ ଛେଳି ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ – ସମୀକ୍ଷା

ସୂଚନା ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋଟିକୁ ପୁନର୍ବାର ତଲାସ କରିଥିଲା। ଏହିସମୟରେ ଗାଡ଼ିରୁ ଛେଳି ଚୋରି ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିଲା। ପରେ ପାଟଣା ଥାନା ପୋଲିସ ବୋଲେରୋ ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଡ଼ି ଛାଡ଼ି ପଳାଇଥିବା ଡ୍ରାଇଭରଙ୍କ ସମ୍ପର୍କରେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି।

ପାଟଣା:ରାତି ପେଟ୍ରୋଲିଂ ବେଳେ ବୋଲେରୋ ଅଟକ, ଗାଡ଼ିରୁ ଛେଳି ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପୁଣି ଦାଦନ ଦୁଃଖ: ଆନ୍ଧ୍ରରେ ପ୍ରାଣ ଗଲା, ଘାଟି ରାସ୍ତାରେ ଆମ୍ବୁଲାନ୍ସ ଫସିବାରୁ ଖଟିଆରେ ବୋହାହେଲା ଶବ