ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଗୁରୁ ନାଁରେ କଳଙ୍କ, ଟିଉସନ୍ ବାହାନାରେ ଯୌନ ନିର୍ଯାତନା

ଗୁରୁ ନାଁରେ କଳଙ୍କ, ଟିଉସନ୍ ବାହାନାରେ ଯୌନ ନିର୍ଯାତନା – ସମୀକ୍ଷା ଖବର


ସାନନ୍ଦ ମହାପାତ୍ର /ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ ସମୀକ୍ଷା ନିୟୁଜ୍:
ବରଗଡ ଜିଲ୍ଲା ବରଡୋଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବରଗଡ ବର ଡୋଲ ରେ ଥିବା ଘରୋଇ କଲେଜ ର ପ୍ରିନ୍ସିପାଲ୍ ଦେବଦତ୍ତ ପ୍ରଧାନ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ଏହି ଘଟଣା କୁ ନେଇ ବରଗଡ ଟାଉନ ଥାନା ପୋଲିସ ଗିରଫ କରିଛି ପୀଡ଼ିତ ଛାତ୍ରୀ ବାପା ଙ୍କ ଏତଲା ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚଲାଣ କରିଥିବା ବେଳେ ଜାମିନ ନ ମଂଜୁର ପରେ ତାଙ୍କୁ ଜିଲ୍ଲା କାରାଗାର କୁ ପଠା ଯାଇଛି ଘଟଣାର ଅଧିକ ତଦନ୍ତ ଜାରି ରହିଛି

ଗୁରୁ ନାଁରେ କଳଙ୍କ, ଟିଉସନ୍ ବାହାନାରେ ଯୌନ ନିର୍ଯାତନା – ସମୀକ୍ଷା
ଗୁରୁ ନାଁରେ କଳଙ୍କ, ଟିଉସନ୍ ବାହାନାରେ ଯୌନ ନିର୍ଯାତନା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାସ୍ତାକଡ଼ରେ ଆବର୍ଜନା: ବୁଲା ପଶୁଙ୍କ ପାଇଁ ବଢୁଛି ବିପଦ