ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର, 16/10/2026(ନି. ପ୍ର ): ବାଲିକୁଦା ଓ ଏରସମା କଲେଜେ ରେ ଏବିଭିପିର ବିପୁଳ ବିଜୟରେ ଅଞ୍ଚଳର ବିଜେପି କାର୍ଯ୍ୟ କର୍ତ୍ତା ମହଲରେ ଏକ ଉତ୍ସାହ ର ମହଲ ଦେଖିବାକୁ ମିଳିଛି |ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ନେତା ସତ୍ୟ ସାରଥୀ ମହାନ୍ତି ପିଲାମାନଙ୍କୁ ଆନ୍ତରିକ ସୁଭେତ୍ସା ଓ ଅଭିନନ୍ଦନ ଜଣାଇଥିଲେ |





