ସାଲେପୁର: ପୁଅ ଆଖିରେ ଦେଖିଲା ବାପାର ମୃତ୍ୟୁ
ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ ସାଲେପୁର ୬ ନମ୍ବର କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ। ବାପା ଓ ପୁଅ ମିଶି କେନାଲରେ ମାଛ ଧରୁଥିବା ସମୟରେ ଅସାବଧାନତାବଶତଃ ବାପାଙ୍କ ଗୋଡ଼ ଖସିଯିବାରୁ ସେ କେନାଲ ପାଣିରେ ବୁଡ଼ି ଯାଇଥିଲେ। ବାପାଙ୍କୁ ବୁଡ଼ିଯାଉଥିବା ଦେଖି ପୁଅ ଘରକୁ ଯାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ଦୀର୍ଘ…