ବରଗଡ଼ ଜିଲ୍ଲାରେ ବାଦ୍ ପଡ଼ିଥିବା ଏବଂ ନୂତନ ଯୁବ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ: ଜିଲ୍ଲାପାଳ
ସାନନ୍ଦ ମହାପାତ୍ର / ସ୍ଵତନ୍ତ୍ର ପ୍ରତିନିଧି / ବରଗଡ / ସମୀକ୍ଷା ନିଯୁଜ୍ ବରଗଡ଼; ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ଶେଷ ହେବା ପରେ, ବରଗଡ଼ ଜିଲ୍ଲାରେ ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର ପାଇଁ ମତାଧିକାର ସାବ୍ୟସ୍ତ କରିବାକୁ ଥିବା ଯୁବକଯୁବତୀମାନଙ୍କ ପାଇଁ ଏକ ବିଶେଷ ନାମ ପଞ୍ଜୀକରଣ ଅଭିଯାନ ଆରମ୍ଭ କରାଯାଉଛି। ଏହି ସମ୍ପର୍କରେ ବରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏକ…