ବଡସାହି: ପୋଖରୀରେ ବୁଡି ଯୁବକ ମୃତ
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ ବଡ଼ସାହି, ୩/୧୦/୨୬ – ବଡସାହି ଥାନା ଅନ୍ତର୍ଗତ କଇଁଫୁଲିଆରେ ପୋଖରୀରେ ବୁଡି ଜଣେ ଯୁବକର ଦୁଃଖଦ ମୃତ୍ୟୁ ହୋଇଛି । ଯୁବକ ଜଣକ କଇଁଫୁଲିଆ ଗ୍ରାମର ଗଜେନ୍ଦ୍ର ନାଏକଙ୍କ ପୁଅ ହେମନ୍ତ ନାଏକ (୪୨) ବୋଲି ଜଣାପଡିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଶନିବାର ସନ୍ଧ୍ୟାରେ ହେମନ୍ତଙ୍କୁ ସ୍ଥାନୀୟ ପୋଖରୀ ପାଣିରେ ଭାସିବାର ଦେଖାଯାଇଥିଲା । ପରେ ବେତନଟୀ ଦମକଳ କେନ୍ଦ୍ରକୁ ଖବର କ୍ରମେ ଅଗ୍ନିଶମ ବାହିନୀ ଘଟଣା…