ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

samikshanews

ମୟୂରଭଞ୍ଜ : ଧାନପୁତା ଗାଁରେ କୁଡୁମୀ ଓ ଆଦିବାସୀ ସମ୍ପ୍ରଦାୟଙ୍କ ଜାତୀୟ ବାନ୍ଦନା ପରବ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ମୟୂରଭଞ୍ଜ : ଧାନପୁତା ଗାଁରେ କୁଡୁମୀ ଓ ଆଦିବାସୀ ସମ୍ପ୍ରଦାୟଙ୍କ ଜାତୀୟ ବାନ୍ଦନା ପରବ ପ୍ରସ୍ତୁତି ବୈଠକ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୩/୧୦/୨୬ – କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ତିଥିରେ ମୟୂରଭଞ୍ଜ ଓ ପଡୋଶୀ ଜିଲ୍ଲା ଓ ରାଜ୍ୟରେ କୁଡୁମୀ ଓ ଆଦିବାସୀ ସମ୍ପ୍ରଦାୟଙ୍କ ବାନ୍ଦନା ପରବ ପାଳିତ ହୋଇଥାଏ । ମୟୂରଭଞ୍ଜ ଜିଲ୍ଲାର ଏହି ପ୍ରସିଦ୍ଧ ଗଣପର୍ବ ପାଇଁ ବିଭିନ୍ନ ଅଂଚଳର ଓ ପୁରପଲ୍ଲୀର ସମସ୍ତ କୁଡୁମୀ ଓ ଆଦିବାସୀଙ୍କ ଘର ଗୁଡ଼ିକର ରୂପ ବଦଳି ସଜେଇ ହେଉଥିବା ଦେଖାଗଲାଣି । ଗାଁ ଗହଳିରୁ ଢୋଲ,…

Read More
ବାଲିକୁଦା : ବୋରିକିନା ନାଳା ପାଣି ରୁଗ୍ଣ ଅବସ୍ଥା – ସମୀକ୍ଷା ଖବର

ବାଲିକୁଦା : ବୋରିକିନା ନାଳା ପାଣି ରୁଗ୍ଣ ଅବସ୍ଥା

ଭଗବାନ ମହାନ୍ତି/ବରିଷ୍ଠ ସାମ୍ବାଦିକ/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର, 3/10/2026:ଜଗତସିଂହପୁର ଜିଲାର ବାଲିକୁଦା-ବୋରିକିନା ଏକ କୃଷି ପ୍ରଧାନ ଅଞ୍ଚଳ |ଏଠାକାର ଅଧିକାଂଶ ଲୋକ କୃଷି କରି ଜୀବିକା ନିର୍ବାହ କରନ୍ତି |ଧାନ ଏହିଅଞ୍ଚଳର ଏକ ମୁଖ୍ୟ ଚାଷ | ସରକାର ଚାଷକୁ ଗୁରୁତ୍ୱ ଦେଇ ମାଛଗାଁ କେନାଲରୁ କଣିଆ-କୋଳଦା ଏକ କେନାଲ ଖୋଳି ଥିଲେ | ଚାଷୀଙ୍କ ଜମିରେ ଜଳ ସେଚନ କରି ଏ ଅଞ୍ଚଳର ଚାଷୀଙ୍କ ଧାନ ଅମଳ ଭଲ ହେଲେ ତାଙ୍କର ଅର୍ଥ ନୀତି…

Read More
ଇସ୍ରାଏଲରେ ଭାରତୀୟ ପାଇଲଟ ସ୍ମିତ୍ ଙ୍କ ପାଇଁ ପ୍ରାର୍ଥନା – ସମୀକ୍ଷା ଖବର

ଇସ୍ରାଏଲରେ ଭାରତୀୟ ପାଇଲଟ ସ୍ମିତ୍ ଙ୍କ ପାଇଁ ପ୍ରାର୍ଥନା

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର ଇସ୍ରାଏଲ ର ତେଲ୍ ଅବିବ୍ ରୁ ଆସୁଛି ଏହି ଦୃଶ୍ୟ ଯେଉଁଠି ହଜାର ହଜାର ମୋବାଇଲ ଫୋନ୍ ର ଲାଇଟ୍, ଆଖିରେ ଲୁହ ଏବଂ ସଭିଙ୍କ ମୁହଁରେ ଗୋଟିଏ ଶବ୍ଦ – ଧନ୍ୟବାଦ କ୍ୟାପଟେନ୍! ବିଶ୍ବର ଏକ ଧର୍ମ ୟେହୁଦୀ, ଯାହାଙ୍କ ସଂଖ୍ୟା ବହୁତ କମ୍ କିନ୍ତୁ ସେମାନଙ୍କର ଏକତା ବିଶ୍ୱବାସୀଙ୍କ ପାଇଁ ସବୁ ସମୟରେ ଉଦାହରଣ ସୃଷ୍ଟି କରେ । ଦୁବାଇରେ ଫସିଥିବା ୟହୁଦୀ ମାନଙ୍କ ସୁରକ୍ଷିତ ଘରୱାପସୀ…

Read More
ବିଜୟଚନ୍ଦ୍ରପୁର ନାଗରିକ ପରିଷଦ ସଭାଗୃହରେ ଶକ୍ତି ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ବିଜୟଚନ୍ଦ୍ରପୁର ନାଗରିକ ପରିଷଦ ସଭାଗୃହରେ ଶକ୍ତି ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦୀପ 02/10 ବିଜୟଚନ୍ଦ୍ରପୁର ନାଗରିକ ପରିଷଦ ସଭାଗୃହରେ ଶକ୍ତି ଉତ୍ସବ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି , ଏଥିରେ ମା ଦୁର୍ଗତି ନାଶିନୀ ଙ୍କ ପୂଜର୍ଚ୍ଚନା ବଡ଼ ଧୁମ୍ ଧାମରେ ପାଳନ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ ଏହି ସଭାରେ ପୋଲିସ ଅଧିକାରୀ ଆଇଆଇସି ପାରାଦୀପ ଓ ଡିଏସପି ପାରାଦୀପ ଉପସ୍ଥିତ ରହି ତାରେନିଗଡା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି…

Read More
ପାରାଦ୍ଵୀପ ଘନ ଗଳିଆ ବସ୍ତି : ଦୀର୍ଘ ୨୮ବର୍ଷ ଧରି ଉଦୟବଟ ବସ୍ତି ବାସିନ୍ଦା ସବ ଦାହ ପାଇଁ ପାଉନାହାନ୍ତି ଜାଗା – ସମୀକ୍ଷା ଖବର

ପାରାଦ୍ଵୀପ ଘନ ଗଳିଆ ବସ୍ତି : ଦୀର୍ଘ ୨୮ବର୍ଷ ଧରି ଉଦୟବଟ ବସ୍ତି ବାସିନ୍ଦା ସବ ଦାହ ପାଇଁ ପାଉନାହାନ୍ତି ଜାଗା

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦ୍ଵୀପ ପୂର୍ବର ଘନ ଗଳିଆ ବସ୍ତିରେ ରହୁଥିବା ଲୋକ ମାନଙ୍କୁ ସ୍ଥାନାନ୍ତରିତ କରାଯାଇ ଉଦୟବଟ୍ ରେ ଜାଗା ଦିଆ ଯିବା ପରେ ଦୀର୍ଘ ୨୮ବର୍ଷ ଧରି ସେଠାର ବସ୍ତି ବାସିନ୍ଦା ମାନେ ଘର୍ ଦ୍ୟାର କରି ଚଳି ଆସୁଥିବା ବେଳେ ସେମାନଙ୍କ ପିଲା ମାନଙ୍କ ପାଇଁ ଖେଳ ପଡିଆ ଇତ୍ୟାଦି ଦିଆ ଯାଇ ନ ଥିବା ବେଳେ ନିକଟରେ ଥିବା ପାରାଦୀପ ବନ୍ଦର ର ଖାଲି ଜାଗାରେ…

Read More
ଟିଟିଲାଗଡ଼ କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ଟିଟିଲାଗଡ଼ କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ: ଟିଟିଲାଗଡ: ଆସନ୍ତା ନଭେମ୍ବର ମାସ ୧୧ ତାରିଖ ବୁଧବାର ଦିନ ପବିତ୍ର ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାରାଜାଙ୍କ ପୂଜା ଅର୍ଚ୍ଚନାକୁ ସଫଳ କରିବା ପାଇଁ ଟିଟିଲାଗଡ଼ ସତିଘାଟ ନିକଟସ୍ଥ କରଣ ସମାଜ କଲ୍ୟାଣ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କରଣ ସମାଜର ସଭାପତି ଶ୍ରୀ ଦୟାସାଗର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମାଜର ଉନ୍ନତି, କଲ୍ୟାଣ ମଣ୍ଡପର ବିକାଶ ଏବଂ ଆଗାମୀ ପୂଜାକୁ କିପରି…

Read More
ଚାକିରି ଚାଲିଗଲେ ୭୫% ପିଏଫ୍‌ ଟଙ୍କା ଉଠାଇପାରିବେ – ସମୀକ୍ଷା ଖବର

ଚାକିରି ଚାଲିଗଲେ ୭୫% ପିଏଫ୍‌ ଟଙ୍କା ଉଠାଇପାରିବେ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର ବେତନ ସୀମା ୧୫ ହଜାରରୁ ୨୫ ହଜାର ଟଙ୍କା । ଇପିଏଫ୍‌ଓର ଅନିବାର୍ଯ୍ୟ ବେତନ ସୀମା ୧୫,୦୦୦ ଟଙ୍କାରୁ ବଢ଼ି ୨୫,୦୦୦ ଟଙ୍କା ହୋଇଛି। ଏହି ନୂଆ ନିୟମ ଗତ ମାସ ୧୭ ସେପ୍ଟେମ୍ବର ୨୦୨୬ରୁ ଲାଗୁ ହୋଇଥିବା ଅନୁଯାୟୀ, ଯେଉଁ କର୍ମଚାରୀଙ୍କ ମୂଳ ବେତନ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ, ସେମାନେ ପିଏଫ୍‌, ପେନସନ୍‌ ଓ ଇଡିଏଲ୍‌ଆଇ ବୀମା ସୁବିଧାର ଦାୟରାରେ ଆସିବେ। ବେତନ ସୀମା ବଢ଼ିବା ଯୋଗୁଁ ଭବିଷ୍ୟତରେ…

Read More
ମଝି ଆକାଶରେ ଲଢେଇ-କ୍ୟାପଟେନ ସ୍ମିତଙ୍କୁ ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର – ସମୀକ୍ଷା ଖବର

ମଝି ଆକାଶରେ ଲଢେଇ-କ୍ୟାପଟେନ ସ୍ମିତଙ୍କୁ ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର

ମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର ମଝି ଆକାଶରେ ଚରମ ସଙ୍କଟ ବେଳେ ଅଦମ୍ୟ ସାହସ ଦେଖାଇ ୧୭୪ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ବୀର ପାଇଲଟ୍‌ଙ୍କୁ ସରକାରୀ ସମ୍ମାନ ମିଳିବା କ’ଣ ପ୍ରତ୍ୟେକ ନାଗରିକଙ୍କ ପାଇଁ ଗର୍ବର ବିଷୟ । ଫ୍ଲାଏଦୁବାଇର ସାହସୀ ପାଇଲଟ୍ କ୍ୟାପ୍‌ଟେନ୍ ସ୍ମିତ୍ ମଚ୍ଛାରଙ୍କ ଅସାଧାରଣ ବୀରତ୍ୱ ଓ କର୍ତ୍ତବ୍ୟନିଷ୍ଠାକୁ ସମ୍ମାନ ଜଣାଇ ଗୁଜରାଟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ତାଙ୍କୁ ରାଜ୍ୟର ସମ୍ମାନଜନକ ‘ବିଶିଷ୍ଟ ଗୁଜରାଟ ଗରିମା…

Read More
ଅଜୟ ଦେବଗନ୍‌ଙ୍କ ଦୃଶ୍ୟମ୍ ୩’ -ଜବରଦସ୍ତ ରେକର୍ଡ – ସମୀକ୍ଷା ଖବର

ଅଜୟ ଦେବଗନ୍‌ଙ୍କ ଦୃଶ୍ୟମ୍ ୩’ -ଜବରଦସ୍ତ ରେକର୍ଡ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଅଜୟ ଦେବଗନ୍‌ଙ୍କ ‘ଦୃଶ୍ୟମ୍ ୩: ଦ କନକ୍ଲୁଜନ୍’ ସିନେମା ହଲ୍‌ରେ ଏକ ଦମଦାର୍ ଆରମ୍ଭ କରିଛି । ଲୋକପ୍ରିୟ ‘ଦୃଶ୍ୟମ୍’ ଫ୍ରାଞ୍ଚାଇଜ୍‌ର ଶେଷ ଭାଗ ବା ଅଧ୍ୟାୟ ଭାବେ ବିବେଚିତ ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୨ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଆଡଭାନ୍ସ ବୁକିଂରେ ଦମଦାର ପ୍ରତିକ୍ରିୟା ପାଇବା ପରେ, ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଏକ ବମ୍ପର ଓପନିଂ (ଆରମ୍ଭ) କରିଛି । ଏହି ଫିଲ୍ମ ପ୍ରଥମ…

Read More
ଖତ ଖାଉଛି ପଞ୍ଚାୟତ କାର୍ଯ୍ୟାଳୟର ପାଣି ଫ୍ରିଜର, ପାଣି ପାଇଁ ହନ୍ତସନ୍ତ ଲୋକେ – ସମୀକ୍ଷା ଖବର

ଖତ ଖାଉଛି ପଞ୍ଚାୟତ କାର୍ଯ୍ୟାଳୟର ପାଣି ଫ୍ରିଜର, ପାଣି ପାଇଁ ହନ୍ତସନ୍ତ ଲୋକେ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ୩|୧୦|୨୬ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି। କାର୍ଯ୍ୟାଳୟରେ ଲୋକଙ୍କ ସୁବିଧା ପାଇଁ ରହିଥିବା ପାଣି ଫ୍ରିଜର ପ୍ରାୟ ୪ ବର୍ଷ ହେଲା ଅଚଳ ହୋଇ ପଡ଼ିଛି। ମରାମତି ଅଭାବରୁ ଫ୍ରିଜରଟି ଖତ ଖାଉଥିବା ବେଳେ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଗୋଇମୁଣ୍ଡ ପଞ୍ଚାୟତ…

Read More