ଅନନ୍ତପୁର ଗ୍ରାମ ପଞ୍ଚାୟତ :ସ୍ୱତନ୍ତ୍ର ଗ୍ରାମସଭା
ଭଗବାନ ମହାନ୍ତି/ଜଗତସିଂହପୁର/ସମୀକ୍ଷା ନ୍ୟୁଜ: ଜଗତସିଂହପୁର, 02/10/2026:ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ଗ୍ରାମ ପଞ୍ଚାୟତ ଗୃହରେ ସ୍ୱତନ୍ତ୍ର ଗ୍ରାମ୍ୟସଭା ପଂଚାୟତର ସରପଞ୍ଚ ବବିତା ପୋଳେଇଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |ସମିତି ସଭ୍ୟା ଜୋତ୍ସନା ରାଣୀ ପଣ୍ଡା କିଛି ସମୟ ପରେ ମଧ୍ୟ ଯୋଗଦେଇଥିଲେ |ପ୍ରକାଶ ଥାଉକି, ସଭା ପରିଚାଳନା ସମାଜସେବୀ ତଥା ପୂର୍ବତନ ସରପଞ୍ଚ ରମେଶ ପୋଳେଇ କରିଥିବା ବେଳେ ନାୟବ ସରପଞ୍ଚ ସତ୍ୟାନ୍ଦ ରାଉତ ଉପସ୍ଥିତ ରହିଥିଲେ | ପଞ୍ଚାୟତର…