ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

samikshanews

ଅବୈଧ ନିଶାଦ୍ରବ୍ୟ ବ୍ୟବସାୟ ବିରୋଧରେ ପାରାଦୀପ ଲକ୍ ଥାନା ପୋଲିସ ପକ୍ଷରୁ ଚଢ଼ାଉ – ସମୀକ୍ଷା ଖବର

ଅବୈଧ ନିଶାଦ୍ରବ୍ୟ ବ୍ୟବସାୟ ବିରୋଧରେ ପାରାଦୀପ ଲକ୍ ଥାନା ପୋଲିସ ପକ୍ଷରୁ ଚଢ଼ାଉ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ବ୍ରାଉନ୍ ସୁଗାର ବିରୋଧରେ ପାରାଦୀପ ଲକ୍ ଥାନା ପୋଲିସର ବଡ଼ ସଫଳତା ପାରାଦୀପ: ଅବୈଧ ନିଶାଦ୍ରବ୍ୟ ବ୍ୟବସାୟ ବିରୋଧରେ ପାରାଦୀପ ଲକ୍ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୦.୨୨ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।ପୋଲିସ ସୂଚନା ଅନୁଯାୟୀ, ୧ ଅକ୍ଟୋବର ୨୦୨୬ ଅପରାହ୍ନ ୪ଟା ୩୦ ମିନିଟ୍ ସମୟରେ କୋଲଡିହା ଛକ ନିକଟରେ ଏହି…

Read More
ଭବାନୀପାଟଣାରେ CRPF ୬୪ତମ ବାଟାଲିୟନର ୪୭ତମ ପ୍ରତିଷ୍ଠା ଦିବସ ପାଳିତ – ସମୀକ୍ଷା ଖବର

ଭବାନୀପାଟଣାରେ CRPF ୬୪ତମ ବାଟାଲିୟନର ୪୭ତମ ପ୍ରତିଷ୍ଠା ଦିବସ ପାଳିତ

ଭରତ ବିଶି / କଳାହାଣ୍ଡି / ସମୀକ୍ଷା ନ୍ୟୁଜ: ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ CRPF ୬୪ତମ ବାଟାଲିୟନ ପରିସରରେ ଗୁରୁବାର ବାଟାଲିୟନର ୪୭ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ନକ୍ସଲ ବିରୋଧୀ ଅଭିଯାନରେ ନିୟୋଜିତ ଏହି ବାଟାଲିୟନର ଅଧିକାରୀ, ଅଧିନସ୍ଥ ଅଧିକାରୀ ଓ ଯବାନମାନେ ଦିବସଟିକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିଥିଲେ। ପ୍ରତିଷ୍ଠା ଦିବସ ଅବସରରେ ‘ଗୋଟିଏ ଦିନ, ଗୋଟିଏ ଘଣ୍ଟା, ଏକାଠି’ ବିଷୟବସ୍ତୁକୁ ନେଇ ସ୍ୱଚ୍ଛତା ଅଭିଯାନ…

Read More
ବଲାଙ୍ଗୀର : ଅଣ୍ଡାଲଦୋରୋ ସାପ୍ତାହିକ ବଜାରରେ ନିଶା କାରବାର ଅଭିଯୋଗ-“ଦେଶୀ-ବିଦେଶୀ ମଦ, କୋରେକ୍ସ ଓ ଗଞ୍ଜେଇ ବେଧଡ଼କ ବିକ୍ରି” – ସମୀକ୍ଷା ଖବର

ବଲାଙ୍ଗୀର : ଅଣ୍ଡାଲଦୋରୋ ସାପ୍ତାହିକ ବଜାରରେ ନିଶା କାରବାର ଅଭିଯୋଗ-“ଦେଶୀ-ବିଦେଶୀ ମଦ, କୋରେକ୍ସ ଓ ଗଞ୍ଜେଇ ବେଧଡ଼କ ବିକ୍ରି”

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ: “ନିଶାଡ଼ିଙ୍କ ଭିଡ଼ରେ ଅସୁରକ୍ଷିତ ମହିଳା; ପୋଲିସ-ଅବକାରୀ ବିଭାଗର ଭୂମିକା ନେଇ ପ୍ରଶ୍ନ” ବଲାଙ୍ଗୀର : ଗ୍ରାମାଞ୍ଚଳରେ ନିଶା କାରବାର ରୋକିବା ପାଇଁ ଆଇନ ଓ ପ୍ରଶାସନିକ ବ୍ୟବସ୍ଥା ଥିବା ସତ୍ତ୍ୱେ ଅଣ୍ଡାଲଦୋରୋ ସାପ୍ତାହିକ ବଜାରକୁ ନେଇ ଉଠିଛି ଗୁରୁତର ଅଭିଯୋଗ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସାପ୍ତାହିକ ବଜାର ଦିନରେ ଦେଶୀ ଓ ବିଦେଶୀ ମଦ ସହ କୋରେକ୍ସ ଓ ଗଞ୍ଜେଇ ଭଳି ନିଶାଦ୍ରବ୍ୟ ବେଧଡ଼କ ଭାବେ ବିକ୍ରି…

Read More
ବାଲିଗୁଡ଼ା : ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ – ସମୀକ୍ଷା ଖବର

ବାଲିଗୁଡ଼ା : ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ : ବାଲିଗୁଡ଼ା, ତା, ୦୧/୧୦ :କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ହଲ୍‌ଠାରେ ଏକ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ସେମାନଙ୍କର ପରିବାରେ ଦାୟତ୍ୱ, ସେଵା ଓ ସାମାଜିକ ସୁରକ୍ଷା,ଭିନ୍ନକ୍ଷମମାନଙ୍କର ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ପିଏ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଦୀପ ପ୍ରଜ୍ଜ୍ୱଳନ କରି…

Read More
ବରିଷ୍ଠ ନାଗରିକ ଦିବସ ପାଳନରେ ସୀମିତ ପରିମାଣକୁ ବରିଷ୍ଠ ସଂଘମାନଙ୍କର ନାପସନ୍ଦ – ସମୀକ୍ଷା ଖବର

ବରିଷ୍ଠ ନାଗରିକ ଦିବସ ପାଳନରେ ସୀମିତ ପରିମାଣକୁ ବରିଷ୍ଠ ସଂଘମାନଙ୍କର ନାପସନ୍ଦ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ୧/୧୦/୨୬ – ପ୍ରାୟ ୧୯୯୧ ମସିହା ପାଖରୁ ପ୍ରତ୍ୟେକ ବର୍ଷ ଅକ୍ଟୋବର ୧ ତାରିଖରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ସରକାରୀ ସ୍ତରରେ ବ୍ୟବସ୍ଥା ଗ୍ରହଣ କରାଯାଇ ପାଳନ ହୋଇଥାଏ । ଏଥିରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ବର୍ଗର ବରିଷ୍ଠ ନାଗରିକଗଣଙ୍କୁ ସମ୍ମାନିତ କର।ଯିବା ସହ ରାସ୍ତା ନିରାପତ୍ତା, ବାର୍ଦ୍ଧକ୍ୟ ଜନିତ ରୋଗ ବ୍ୟାଧି, ସାଇବର ଠକାମୀ, ସ୍ୱାସ୍ଥ୍ୟ ପରୀକ୍ଷା, ଚଷମା ପ୍ରଦାନ ସମ୍ବନ୍ଧୀୟ…

Read More
ରାମନାଗୁଡ଼ା ଠାରୁ ବିଷମକଟକ ଖାଲଖମାରେ ପରିପୂର୍ଣ୍ଣ ୩୨୬ ନମ୍ବର ଜାତୀୟ ରାଜପଥ ; ଦୁର୍ଘଟଣା ପାଇଁ ଦାୟୀ କିଏ – ସମୀକ୍ଷା ଖବର

ରାମନାଗୁଡ଼ା ଠାରୁ ବିଷମକଟକ ଖାଲଖମାରେ ପରିପୂର୍ଣ୍ଣ ୩୨୬ ନମ୍ବର ଜାତୀୟ ରାଜପଥ ; ଦୁର୍ଘଟଣା ପାଇଁ ଦାୟୀ କିଏ

ଅଭିଳାଷ ମହାନନ୍ଦିଆ / କଲ୍ୟାଣସିଂହପୁର / ସମୀକ୍ଷା ନିୟୁଜ୍:ରାୟଗଡ଼ା ରୁ ( ଅଭିଳାଷ ମହାନନ୍ଦିଆ ) ସମୀକ୍ଷା news liveରାୟଗଡା : ଜିଲ୍ଲାର ୩୦/୯ ଜୀବନରେଖା କୁହାଯାଉଥିବା ୪୬ ନମ୍ବର ରାଜ୍ୟ ରାଜପଥ ଏବେ ମରଣଯନ୍ତାରେ ପରିଣତ ହୋଇଛି । ରାୟଗଡା ଜିଲ୍ଲା ରାମନାଗୁଡ଼ା ଠାରୁ ବିଷମକଟକ ପର୍ଯ୍ୟନ୍ତ ପ୍ରାୟ ୫୦ କି.ମି ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ, ଗାଡି ଚାଲିବା ତ ଦୂରର କଥା, ଚାଲି ଚାଲି ଯିବା ବି କଷ୍ଟ। ସ୍ଥାନେ ସ୍ଥାନେ…

Read More
ଇରାନର ରେକର୍ଡ ଭାଙ୍ଗିଲେ କଳାହାଣ୍ଡିର ସତ୍ୟପୀର ପଧାନ – ସମୀକ୍ଷା ଖବର

ଇରାନର ରେକର୍ଡ ଭାଙ୍ଗିଲେ କଳାହାଣ୍ଡିର ସତ୍ୟପୀର ପଧାନ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ୧ କିଲୋଗ୍ରାମ୍ ଓଜନ ଧରି ଏକ ମିନିଟ୍‌ରେ ୧୮୩ ପଞ୍ଚ୍ ଷ୍ଟ୍ରାଇକ୍; ଗିନିଜ୍ ୱର୍ଲ୍ଡ ରେକର୍ଡସ୍‌ରେ ଭାରତର ନାମ ଭୁବନେଶ୍ୱର: କଳାହାଣ୍ଡି ମାଟିରୁ ଆନ୍ତର୍ଜାତୀୟ ମଞ୍ଚ ପର୍ଯ୍ୟନ୍ତ ଆଉ ଏକ ଗୌରବମୟ ଯାତ୍ରା। ଅସାଧାରଣ ଶାରୀରିକ ଦକ୍ଷତା, କଠୋର ପ୍ରଶିକ୍ଷଣ ଓ ଦୃଢ଼ ଅଧ୍ୟବସାୟର ବଳରେ କଳାହାଣ୍ଡି ଜିଲ୍ଲାର ସତ୍ୟପୀର ପଧାନ ପଞ୍ଚ୍ ଷ୍ଟ୍ରାଇକ୍ କ୍ଷେତ୍ରରେ ନୂଆ ଗିନିଜ୍ ୱର୍ଲ୍ଡ ରେକର୍ଡସ୍ ଅର୍ଜନ କରିଛନ୍ତି। ତାଙ୍କ ଏହି ସଫଳତା ଓଡ଼ିଶା…

Read More
ବଲାଙ୍ଗୀର: ଅଣ୍ଡାଲଦୋରୋ ସାପ୍ତାହିକ ବଜାରରେ ନିଶା କାରବାର ଅଭିଯୋଗ – ସମୀକ୍ଷା ଖବର

ବଲାଙ୍ଗୀର: ଅଣ୍ଡାଲଦୋରୋ ସାପ୍ତାହିକ ବଜାରରେ ନିଶା କାରବାର ଅଭିଯୋଗ

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା : “ଦେଶୀ-ବିଦେଶୀ ମଦ, କୋରେକ୍ସ ଓ ଗଞ୍ଜେଇ ବେଧଡ଼କ ବିକ୍ରି” “ନିଶାଡ଼ିଙ୍କ ଭିଡ଼ରେ ଅସୁରକ୍ଷିତ ମହିଳା; ପୋଲିସ-ଅବକାରୀ ବିଭାଗର ଭୂମିକା ନେଇ ପ୍ରଶ୍ନ” ବଲାଙ୍ଗୀର : ଗ୍ରାମାଞ୍ଚଳରେ ନିଶା କାରବାର ରୋକିବା ପାଇଁ ଆଇନ ଓ ପ୍ରଶାସନିକ ବ୍ୟବସ୍ଥା ଥିବା ସତ୍ତ୍ୱେ ଅଣ୍ଡାଲଦୋରୋ ସାପ୍ତାହିକ ବଜାରକୁ ନେଇ ଉଠିଛି ଗୁରୁତର ଅଭିଯୋଗ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସାପ୍ତାହିକ ବଜାର ଦିନରେ ଦେଶୀ ଓ ବିଦେଶୀ ମଦ ସହ କୋରେକ୍ସ…

Read More
କେନ୍ଦୁଝରଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ – ସମୀକ୍ଷା ଖବର

କେନ୍ଦୁଝରଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/ କେନ୍ଦୁଝର କେନ୍ଦୁଝର ୧/୧୦: ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ, ସମ୍ମାନ, କଲ୍ୟାଣ ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି କେନ୍ଦୁଝର ଅଡିଟୋରିୟମଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏକ ଯୋଗ ଅଧିବେଶନରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ପରବର୍ତ୍ତୀ କାଳରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଓ ଚିକିତ୍ସା ଶିବିର, ସେମାନଙ୍କ ଅଧିକାର, କଲ୍ୟାଣ ଏବଂ ସ୍ୱାସ୍ଥ୍ୟରକ୍ଷା ଉପରେ…

Read More
ଦାରିଦ୍ର୍ୟ ଛଡ଼ାଇ ନେଲା ପାଠପଢ଼ାର ସ୍ୱପ୍ନ – ସମୀକ୍ଷା ଖବର

ଦାରିଦ୍ର୍ୟ ଛଡ଼ାଇ ନେଲା ପାଠପଢ଼ାର ସ୍ୱପ୍ନ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ ଦାରିଦ୍ର୍ୟ ଛଡ଼ାଇ ନେଲା ପାଠପଢ଼ାର ସ୍ୱପ୍ନ । ଦିନେ ମେଧାବୀର ଚମକରେ ଉଜ୍ଜ୍ୱଳ ହୋଇଥିଲା ଯାହାଙ୍କ ନାଁ… ଆଜି ସେହି ମେଧାବୀ ଛାତ୍ରୀଙ୍କ ଜୀବନରେ ଅନ୍ଧାର।ପାଠ ପଢ଼ି ବଡ଼ ମଣିଷ ହେବାର ସ୍ୱପ୍ନ ଦେଖିଥିଲେ। ହେଲେ ବାପାଙ୍କ ମୃତ୍ୟୁ ପରେ ପରିବାରର ବୋଝ ତାଙ୍କ କାନ୍ଧରେ। ଟ୍ୟୁସନ କରି ଚଳାଉଛନ୍ତି ଘର, ରୋଗୀଣା ମାଆଙ୍କ ଔଷଧ ଓ ଭାଇଙ୍କ ପାଠପଢ଼ା।ଦିନେ ଡି ଡି ୟୁନିଭର୍ସିଟି ଟପର୍ ହୋଇଥିବା…

Read More