ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ବି ଟାଉନ୍‌ରେ ଖୁସିର ଲହରୀ: ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିବେ କିଆରା ଓ ସିଦ୍ଧାର୍ଥ – ସମୀକ୍ଷା ଖବର

ବି ଟାଉନ୍‌ରେ ଖୁସିର ଲହରୀ: ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିବେ କିଆରା ଓ ସିଦ୍ଧାର୍ଥ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ସିଦ୍ଧାର୍ଥ-କିଆରାଙ୍କ ଘରେ ପୁଣି କୁନି ପାଦର ଶବ୍ଦ, ସୋସିଆଲ ମିଡିଆରେ ଦେଲେ ଖୁସି ଖବର ।ବଲିଉଡ୍‌ର ଲୋକପ୍ରିୟ ଜୋଡ଼ି Sidharth Malhotra ଓ Kiara Advaniଙ୍କ ଘରକୁ ପୁଣି ଆସିବାକୁ ଯାଉଛି ନୂଆ ଖୁସି। ଅକ୍ଟୋବର ୭, ୨୦୨୬ରେ ଦୁହେଁ ସୋସିଆଲ ମିଡିଆରେ ଦ୍ୱିତୀୟ ସନ୍ତାନ ଆସିବାର ଖୁସି ଖବର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଦେଲେ ଗୁଡ୍‌ନ୍ୟୁଜ୍ ସିଦ୍ଧାର୍ଥ ଓ କିଆରା ଏକ ଯୁଗ୍ମ ପୋଷ୍ଟ ମାଧ୍ୟମରେ ଏହି…

Read More
ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା, ହେନରି କଗାନ ଓ କେନସୋ ସୋଆଇଙ୍କୁ ନୋବେଲ – ସମୀକ୍ଷା ଖବର

ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା, ହେନରି କଗାନ ଓ କେନସୋ ସୋଆଇଙ୍କୁ ନୋବେଲ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ୨୦୨୬ ମସିହାର ରସାୟନ ବିଜ୍ଞାନର ନୋବେଲ ପୁରସ୍କାର ଫ୍ରାନ୍ସର ରସାୟନବିଦ୍ ହେନ୍ରି ବି. କଗାନ (Henri B. Kagan) ଏବଂ ଜାପାନର ବୈଜ୍ଞାନିକ କେନସୋ ସୋଆଇ (Kenso Soai)ଙ୍କୁ ମିଳିଛି। ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଅକ୍ଟୋବର ୭, ୨୦୨୬ରେ ଏହି ଘୋଷଣା କରିଛି। କାହିଁକି ନୋବେଲ ପୁରସ୍କାର?କଗାନ ଓ ସୋଆଇଙ୍କୁ “asymmetric organic synthesis ରେ non-linear effects ଏବଂ autocatalysis ର ଆବିଷ୍କାର” ପାଇଁ ସମ୍ମାନିତ…

Read More
ବିକଶିତ ଭାରତ ୨୦୪୭ ସାମୂହିକ ସଂକଳ୍ପ ଓ ସେବା ଜ୍ୟୋତି ପଦଯାତ୍ରା ଅନୁଷ୍ଠିତ – ସମୀକ୍ଷା ଖବର

ବିକଶିତ ଭାରତ ୨୦୪୭ ସାମୂହିକ ସଂକଳ୍ପ ଓ ସେବା ଜ୍ୟୋତି ପଦଯାତ୍ରା ଅନୁଷ୍ଠିତ

ଅଜିତ କୁମାର ପ୍ରଧାନ / ନୟାଗଡ଼ ସାମ୍ବାଦିକ / ସମୀକ୍ଷା ନ୍ୟୁଜ: ନୟାଗଡ଼, ତା. ୦୭.୧୦.୨୦୨୬- ଆଜି ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ନୟାଗଡ଼ ଷ୍ଟାଡିୟମଠାରେ ସେବା ସଂକଳ୍ପ ଅଭିଯାନ -୨୦୨୬ ଅନ୍ତର୍ଗତ ଏକ ସେବା ଜ୍ୟୋତି ପଦଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟ, ମାନ୍ୟବର ବିଧାୟକ, ଖଣ୍ଡପଡ଼ା ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୂର୍ବତନ କନ୍ଧମାଳ…

Read More
ଟିଟଲାଗଡ଼ର ଗୌରବ: ଇଣ୍ଡୋ-ନେପାଳ କରାଟେ ଚାମ୍ପିଅନସିପ୍‌ରେ ୨୩ଟି ପଦକ ବିଜୟୀ – ସମୀକ୍ଷା ଖବର

ଟିଟଲାଗଡ଼ର ଗୌରବ: ଇଣ୍ଡୋ-ନେପାଳ କରାଟେ ଚାମ୍ପିଅନସିପ୍‌ରେ ୨୩ଟି ପଦକ ବିଜୟୀ

ସନ୍ତୋଷ କୁମାର ପଟ୍ଟନାୟକ/ଟିଟିଲାଗଡ / ସମୀକ୍ଷା ନ୍ୟୁଜ୍ : ଚଳିତ ଅକ୍ଟୋବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଭିଲାଇଠାରେ ଅନୁଷ୍ଠିତ ପ୍ରଥମ ‘ଇଣ୍ଡୋ-ନେପାଳ ଆନ୍ତର୍ଜାତୀୟ ଓପନ୍ କରାଟେ ଚାମ୍ପିଅନସିପ୍’ରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାସ୍ଥିତ ଟିଟଲାଗଡ଼ କରାଟେ ଆସୋସିଏସନ୍‌ର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଅନନ୍ୟ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଟିଟଲାଗଡ଼ରୁ ୮ ଜଣ ଝିଅ ଏବଂ ୭ ଜଣ ପୁଅଙ୍କୁ ନେଇ ମୋଟ ୧୫ ଜଣିଆ ଦଳ ଅଂଶଗ୍ରହଣ କରିଥିଲା। ଦଳର ଚମତ୍କାର ପ୍ରଦର୍ଶନ ବଳରେ…

Read More
ମୁରିବାହାଲରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ମୁରିବାହାଲରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:୭/୧୦/୨୬ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପିଇଓ ଅର୍ଜୁନ ଛୁରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ବାସନ୍ତୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି, ସିଡିପିଓ ପୂର୍ଣ୍ଣିମା ବୈଠାରୁ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ବିଏଏସଓ ରିଙ୍କୁ ମେହେର,ଜିପିଡିଓ ପ୍ରସନ୍ନ ନାଗ, ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତ ସରପଞ୍ଚ କାଲିଆ…

Read More
ବାଲିକୁଦା :ଶୋଭା ଆଣିଅଙ୍କ କେନାଲ ସ୍ଥିତି ଅତି ଦୟନୀୟ – ସମୀକ୍ଷା ଖବର

ବାଲିକୁଦା :ଶୋଭା ଆଣିଅଙ୍କ କେନାଲ ସ୍ଥିତି ଅତି ଦୟନୀୟ

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: 07/10/2026 ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଖାଲଗାଁ ପଞ୍ଚାୟତର ଶୋଭା ମୌଜା ରେ ଅବସ୍ତିତ ଶୋଭା-ଆଣିଅଙ୍କ କେନାଲ | ଏହି କେନାଲ ଆଜକୁ 45ବର୍ଷ ହୋଇଯାଇଛି|ହେଲେ ଶୋଭା -ଆଣିଅଙ୍କ କେନାଲ ସ୍ଥିତି ଅତି ଦୟନୀୟ ହୋଇ ରହିଛି | ପ୍ରକାଶ ଥାଉକି, ମାଛଗାଁ କେନାଲରୁ ଶାଖା ରୂପରେ ଶୋଭା -ଆଣିଅଙ୍କ କେନାଲ |ଏହି କେନାଲ ଖାଲଗାଁ, ଓଷକଣା ଓ ଆପଣ୍ଡାର ତିନି ଗ୍ରାମପଞ୍ଚାୟତରେ ଅବସ୍ଥିତ ଚାଷଜମିରେ…

Read More
ଗାନ୍ଧୀ ସ୍ମୃତି ଭବନରେ ‘ନମୋ ସେବା ଗାଥା’ ନାଟକ ମଞ୍ଚସ୍ଥ – ସମୀକ୍ଷା ଖବର

ଗାନ୍ଧୀ ସ୍ମୃତି ଭବନରେ ‘ନମୋ ସେବା ଗାଥା’ ନାଟକ ମଞ୍ଚସ୍ଥ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: ଫୁଲବାଣୀ ସହରସ୍ଥିତ ଗାନ୍ଧୀ ସ୍ମୃତି ଭବନ ପରିସରରେ ‘ନମୋ ସେବା ଗାଥା’ ଶୀର୍ଷକ ଏକ ସଚେତନତାଧର୍ମୀ ନାଟକ ମଞ୍ଚସ୍ଥ ହୋଇଛି। ଭୁବନେଶ୍ୱରର ସୁନାମଧନ୍ୟ ‘ହରି ଭାଇ କମେଡି ଗ୍ରୁପ୍’ର କଳାକାରମାନେ ନାଟକଟିକୁ ହାସ୍ୟ, ମନୋରଞ୍ଜନ ଓ ସାମାଜିକ ବାର୍ତ୍ତାର ସମନ୍ୱୟରେ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ।କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି) ଅଧ୍ୟକ୍ଷ…

Read More
ଗୁଡ୍ରିଗାଁ ବିଦ୍ୟାଳୟରେ ସୁରଭି-୨୦୨୬ ଅନୁଷ୍ଠିତ – ସମୀକ୍ଷା ଖବର

ଗୁଡ୍ରିଗାଁ ବିଦ୍ୟାଳୟରେ ସୁରଭି-୨୦୨୬ ଅନୁଷ୍ଠିତ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/ କନ୍ଧମାଳ/ସମୀକ୍ଷା ନ୍ୟୁଜ: ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ସେମାନଙ୍କ ସୃଜନଶୀଳତାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଚକାପାଦ ବ୍ଲକ କାମ୍ବ୍ରିକିଆ କ୍ଲଷ୍ଟର ଅନ୍ତର୍ଗତ ଗୁଡ୍ରିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଚକାପାଦ ଏବିଓ ଶ୍ରୀ ଶେଷଦେବ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶରେ ଏଭଳି ମଞ୍ଚର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ…

Read More
ଚିକିଟି: ସୁନାପୁର ସମୁଦ୍ରରେ ବୁଡ଼ି ଯାଇ ଜଣେ ଯୁବକ ନିଖୋଜ – ସମୀକ୍ଷା ଖବର

ଚିକିଟି: ସୁନାପୁର ସମୁଦ୍ରରେ ବୁଡ଼ି ଯାଇ ଜଣେ ଯୁବକ ନିଖୋଜ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି ଚିକିଟି 7/10/2026: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ମଙ୍ଗଳବାର ଅପରାହ୍ନରେ ଜଣେ ଯୁବକ ସମୁଦ୍ରରେ ବୁଡ଼ି ନିଖୋଜ ହୋଇଯାଇଛି। ସୂଚନା ଅନୁସାରେ ୧୪ ଜଣ ସାଙ୍ଗ ଜନ୍ମ ଦିନ ପାଳନ କରିବା ପାଇଁ ସୁନାପୁର ବେଳାଭୂମିକୁ ଯାଇଥିଲେ। ଜନ୍ମ ଦିନ ପାଳନ ପରେ ସବୁ ସାଙ୍ଗ ମିଳି ମିଶି ଗାଧେଇବା ପାଇଁ ସମୁଦ୍ର ତଟକୁ ଯାଇଥିଲେ। ସମୁଦ୍ରରେ ଜୁଆର ଆସିବାରୁ ସବୁ…

Read More
ଶାଗୁଆନ ଜଙ୍ଗଲରେ ପତ୍ରଝଡ଼: ଅଜଣା ରୋଗ ନା କୀଟ ଆକ୍ରମଣ? ବଢୁଛି ଚିନ୍ତା – ସମୀକ୍ଷା ଖବର

ଶାଗୁଆନ ଜଙ୍ଗଲରେ ପତ୍ରଝଡ଼: ଅଜଣା ରୋଗ ନା କୀଟ ଆକ୍ରମଣ? ବଢୁଛି ଚିନ୍ତା

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଶାଗୁଆନ ଜଙ୍ଗଲରେ ଏବେ ଏକ ଅସ୍ୱାଭାବିକ ପରିସ୍ଥିତି ଦେଖାଦେଇଛି। ଶାଗୁଆନ ଗଛର ପତ୍ର ପ୍ରଥମେ ଶୁଖିଯିବା ପରେ ଝଡ଼ିପଡ଼ୁଥିବାରୁ ଅନେକ ସ୍ଥାନରେ ଗଛଗୁଡ଼ିକ ପତ୍ରଶୂନ୍ୟ ହୋଇପଡ଼ିଛି। ଏହାକୁ ନେଇ ପରିବେଶପ୍ରେମୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ରାୟଗଡ଼ା ବନାଞ୍ଚଳର ଗୁମ୍ମା ସଂରକ୍ଷିତ ଜଙ୍ଗଲ ସମେତ କାଶୀପୁର ବନାଞ୍ଚଳ, ସିଙ୍ଗପୁର ବ୍ଲକ୍ ଏବଂ ତଳଗୁମ୍ମା…

Read More