ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ବିଜୟଚନ୍ଦ୍ରପୁର ତାରିଣୀଗଡ଼ାରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ; ଚେତନତା – ସମୀକ୍ଷା ଖବର

ବିଜୟଚନ୍ଦ୍ରପୁର ତାରିଣୀଗଡ଼ାରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ; ଚେତନତା

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦ୍ୱୀପ: ପାରାଦ୍ୱୀପ ପୌରପାଳିକା ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଅଭିଯାନ ଅବସରରେ ୫ ନମ୍ବର ୱାର୍ଡ ଅନ୍ତର୍ଗତ ବିଜୟଚନ୍ଦ୍ରପୁର ତାରିଣୀଗଡ଼ାଠାରେ ଏକ ସ୍ୱଚ୍ଛତା ସଚେତନତା ଓ ଜନସମସ୍ୟା ଆଲୋଚନା କାର୍ଯ୍ୟକ୍ରମ ପୌରାଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଚଳିତବର୍ଷ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହାର ବିଷୟବସ୍ତୁ ରହିଛି—‘ପ୍ରଭାବଶାଳୀ ପରିବର୍ତ୍ତନ ପାଇଁ ସମ୍ମିଳିତ ପ୍ରୟାସ’।…

Read More
ଶିଆଳିଲଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି -୨୦୨୬ ମହୋତ୍ସବ ଅନୁଷ୍ଠିତ – ସମୀକ୍ଷା ଖବର

ଶିଆଳିଲଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି -୨୦୨୬ ମହୋତ୍ସବ ଅନୁଷ୍ଠିତ

ମୋଜେଶ ରଇତ/ ଗଜପତି / ମୋହନା /ସମୀକ୍ଷା ନ୍ୟୁଜ: ଗଜପତି ଜିଲ୍ଲା ମୋହନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିଆଳିଲଟି ବିଦ୍ୟାଳୟ ପ୍ରାଙ୍ଗଣ ଠାରେ ଚୂଡ଼ଙ୍ଗପୁର କ୍ଲଷ୍ଟର ସ୍ତରୀୟ ସୁରଭି -୨୦୨୬ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ ମଣ୍ଡଳଙ୍କ ସଭାପତିତ୍ୱରେ ସହକର୍ମୀ ଶିକ୍ଷକ ନରେନ୍ଦ୍ର କୁମାର ନାୟକଙ୍କ ସଂଯୋଜନାରେ ୭ ଗୋଟି ବିଦ୍ୟାଳୟ ର ଶିକ୍ଷକଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସୁପରିଚାଳନା କରାଯଇଥିଲା I କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ…

Read More
ଜଗତସିଂହପୁର, :ମୋଦିଙ୍କର ସାର୍ବଜନୀନ ଜୀବନର 25ବର୍ଷ ପୂର୍ଣ୍ଣ ଉପଲକ୍ଷେ ବିକଶିତ ଭାରତ ସଂକଳ୍ପ ସଭା – ସମୀକ୍ଷା ଖବର

ଜଗତସିଂହପୁର, :ମୋଦିଙ୍କର ସାର୍ବଜନୀନ ଜୀବନର 25ବର୍ଷ ପୂର୍ଣ୍ଣ ଉପଲକ୍ଷେ ବିକଶିତ ଭାରତ ସଂକଳ୍ପ ସଭା

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର, 07/10/2026(ନି. ପ୍ର ):ଜଗତସିଂହପୁର ଜିଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖ ପଡିଆରେ ମୋଦିଙ୍କର ସାର୍ବଜନୀନ ଜୀବନର 25ବର୍ଷ ପୂର୍ଣ୍ଣ ଉପଲକ୍ଷେ ଏକ ବିକଶିତ ଭାରତ ସଂକଳ୍ପ ସଭା ବହୁ ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲାପାଳଙ୍କ ସମୁଖ ମଣ୍ଡପ ରେ ପ୍ରଥମେ ସଂଗୀତ ପରିବେଷଣ କରାଯାଇଥିଲା |ଏହା ସକାଳ 10ଘଟିକା ରୁ ଆରମ୍ଭ ହୋଇ ଅପରାହ୍ନ 1ଘଟିକାରେ ଶେଷ ହୋଇଥିଲା |ପଡ଼ିଆଟି ବହୁ ଜନ…

Read More
ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ – ସମୀକ୍ଷା ଖବର

ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର: ରାଜ୍ୟରେ IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇଛି। ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୭ ଜଣ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ମିଳିଛି। ନୂଆ ନିଯୁକ୍ତି ଓ ଦାୟିତ୍ୱ: ୧. ମହେଶ୍ୱର ସ୍ୱାଇଁ — ନବରଙ୍ଗପୁର…

Read More
କେନ୍ଦୁଝର ବିଜେପି ର ‘‘ବିକଶିତ ଭାରତ ସଂକଳ୍ପ ସଭା’’ ଅନୁଷ୍ଠିତ – ସମୀକ୍ଷା ଖବର

କେନ୍ଦୁଝର ବିଜେପି ର ‘‘ବିକଶିତ ଭାରତ ସଂକଳ୍ପ ସଭା’’ ଅନୁଷ୍ଠିତ

କେନ୍ଦୁଝର ରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର, ୭.୧୦ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ବୁଧବାର ବିକଶିତ ‘ସେବା ଜ୍ୟୋତି ଯାତ୍ରା’ ସହିତ ‘‘ବିକଶିତ ଭାରତ ସଂକଳ୍ପ ସଭା’’ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଆଭାସୀ ମାଧ୍ୟମରେ ଦେଶର ୭୫୦ଟି ଜିଲ୍ଲା ଏବଂ ରାଜ୍ୟ ମୁଖ୍ୟାଳୟରେ ଉପସ୍ଥିତ ସମବେତ ଜନତାଙ୍କୁ ସିଧାସଳଖ ସମ୍ବୋଧିତ କରିଥିଲେ । ସେହିପରି କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ସେବା ଜ୍ୟୋତି ଯାତ୍ରା “ସେବା ଜ୍ୟୋତି ଛକ’ (ଚର୍ଚ୍ଚ ଛକ)…

Read More
ସହଭାଗୀ ଶିକ୍ଷା ଓ କାର୍ଯ୍ୟ ସମ୍ବନ୍ଧୀୟ ପ୍ରଶିକ୍ଷଣ – ସମୀକ୍ଷା ଖବର

ସହଭାଗୀ ଶିକ୍ଷା ଓ କାର୍ଯ୍ୟ ସମ୍ବନ୍ଧୀୟ ପ୍ରଶିକ୍ଷଣ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/କେନ୍ଦୁଝର: ପାଟଣା ୭/୧୦ , ଗତ ୫ ଓ ୬ ତାରିଖ ଦୁଇଦିନ ଧରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଭାରତ’ କାର୍ଯ୍ୟାଳୟ ଏରେଣ୍ଡେଇ ଠାରେ ସେହାଟ ପ୍ରକଳ୍ପ ର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟତଃ କେନ୍ଦୁଝର ର ୪ ଟି ବ୍ଲକ ର ଗୋଷ୍ଠୀ ସେବା ପ୍ରଦାନକାରୀ କର୍ମୀ ଓ ହାଟ ସେବା ପ୍ରଦାନକାରୀ କର୍ମୀ ଯୋଗ ଦେଇଥିଲେ। ପ୍ରଶିକ୍ଷକ ଭାବେ ଏକଜୁଟ୍ ସଂସ୍ଥା ର ରେବତୀ ସାହୁ,…

Read More
ରାଷ୍ଟ୍ରପତିଙ୍କ ହିମାଚଳ ଗସ୍ତ: ଅଟଳ ଟନେଲ ପରିଦର୍ଶନ – ସମୀକ୍ଷା ଖବର

ରାଷ୍ଟ୍ରପତିଙ୍କ ହିମାଚଳ ଗସ୍ତ: ଅଟଳ ଟନେଲ ପରିଦର୍ଶନ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହିମାଚଳ ପ୍ରଦେଶର ରୋହତଙ୍ଗ୍ ସ୍ଥିତ ଅଟଳ ଟନେଲ ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ରେ ଏହାକୁ ଉଦଘାଟନ କରିଥିଲେ। ରାଷ୍ଟ୍ରପତି ଅଟଳ ଟନେଲକୁ ଭାରତର ଏକ ଇଞ୍ଜନିୟରିଂ ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହିମାଚଳ ପ୍ରଦେଶ ଗସ୍ତ ସମୟରେ ରୋହତଙ୍ଗ୍‌ସ୍ଥିତ ଅଟଳ ଟନେଲ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ୬ରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ତାଙ୍କ ହିମାଚଳ…

Read More
ପ୍ରଥମ T20I ଶତକ ପରେ ମନର କଥା ଖୋଲି କହିଦେଲେ ଶ୍ରେୟସ ଆୟର – ସମୀକ୍ଷା ଖବର

ପ୍ରଥମ T20I ଶତକ ପରେ ମନର କଥା ଖୋଲି କହିଦେଲେ ଶ୍ରେୟସ ଆୟର

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଭାରତର ଟି-୨୦ ଅଧିନାୟକ Shreyas Iyer ପ୍ରଥମ T20I ଶତକ ହାସଲ କରିବା ପରେ ନିଜ ମନର କଥା ଖୋଲି କହିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଲକ୍ଷ୍ନୌର ପ୍ରଥମ T20Iରେ ଆୟରଙ୍କ ଧମାକାଦାର ଇନିଂସ୍ ଭାରତକୁ ୮ ୱିକେଟ୍‌ରେ ବିଜୟ ଦେଇଛି। ମାତ୍ର ୪୩ ବଲ୍‌ରେ ୧୦୨ ରନ୍, ୱେଷ୍ଟଇଣ୍ଡିଜ ୧୭୧ ରନ୍ କରିଥିବା ବେଳେ ଭାରତର ଆରମ୍ଭ ଭଲ ହୋଇନଥିଲା। ମାତ୍ର ୩୫ ରନ୍‌ରେ ଦୁଇଟି ୱିକେଟ୍ ପଡ଼ିବା ପରେ…

Read More
ଝାରସୁଗୁଡ଼ାରେ ‘ସେବା ଜ୍ୟୋତି’ ପଦଯାତ୍ରା: ମୋଦିଙ୍କ ୨୫ ବର୍ଷର ଜନସେବାକୁ ସ୍ମରଣ, ବିକଶିତ ଭାରତ ଗଠନ ପାଇଁ ଆହ୍ୱାନ – ସମୀକ୍ଷା ଖବର

ଝାରସୁଗୁଡ଼ାରେ ‘ସେବା ଜ୍ୟୋତି’ ପଦଯାତ୍ରା: ମୋଦିଙ୍କ ୨୫ ବର୍ଷର ଜନସେବାକୁ ସ୍ମରଣ, ବିକଶିତ ଭାରତ ଗଠନ ପାଇଁ ଆହ୍ୱାନ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ: ଝାରସୁଗୁଡ଼ା,୭/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର ଅବିରତ ଜନସେବା ଓ ରାଷ୍ଟ୍ରସେବାର ଯାତ୍ରାକୁ ସ୍ମରଣ ଓ ସମ୍ମାନ ଜଣାଇ ଭାରତୀୟ ଜନତା ପାର୍ଟି, ଝାରସୁଗୁଡ଼ା ପକ୍ଷରୁ ବୁଧବାର ‘ସେବା ଜ୍ୟୋତି’ ପଦଯାତ୍ରା ଅନୁଷ୍ଠିତ ହୋଇଛି l ସକାଳେ ସ୍ଥାନୀୟ ରେଳୱେ ଷ୍ଟେସନ ଦୁର୍ଗା ମନ୍ଦିର ନିକଟରେ ବାହାରିଥିବା ଏହି ପଦଯାତ୍ରା ମନମୋହନ ସ୍କୁଲ ପଡ଼ିଆରେ ପହଞ୍ଚିଥିଲା l ପଦଯାତ୍ରାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ…

Read More
ମାଛର କାତି (fish scales) ରୁ ଔଷଧ ଓ ଚିକିତ୍ସାରେ ବ୍ୟବହାରଯୋଗ୍ୟ ଜୈବ ଉପାଦାନ ପ୍ରସ୍ତୁତି – ସମୀକ୍ଷା ଖବର

ମାଛର କାତି (fish scales) ରୁ ଔଷଧ ଓ ଚିକିତ୍ସାରେ ବ୍ୟବହାରଯୋଗ୍ୟ ଜୈବ ଉପାଦାନ ପ୍ରସ୍ତୁତି

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ସାମୁଦ୍ରିକ ମାଛ ମାନଙ୍କର କାଟି ଏବଂ ହାଡ଼ ବା କଣ୍ଟାରୁ ବୈଜ୍ଞାନିକ ପଦ୍ଧତିରେ ବ୍ୟବହାର କରାଯାଇ ସେଥିରୁ ଔଷଧ ପ୍ରସ୍ତୁତ କରାଯାଉଛି। ମାଛର କାତି (fish scales) ରୁ ଔଷଧ ଓ ଚିକିତ୍ସାରେ ବ୍ୟବହାରଯୋଗ୍ୟ ଜୈବ-ଉପାଦାନ ତିଆରି କରିବା ଉପରେ ବୈଜ୍ଞାନିକ ଗବେଷଣା ଚାଲିଛି। କିନ୍ତୁ ଏହାକୁ ସିଧାସଳଖ “ମାଛ କାତିରୁ ଔଷଧ” ବୋଲି କହିବା ଠିକ୍ ନୁହେଁ। ମାଛ କାତିରେ କ’ଣ ଥାଏ?ମାଛ…

Read More