ଯୁଦ୍ଧ ନୁହେଁ : ଶାନ୍ତି ଚାହୁଁ ବାର୍ତ୍ତା ନେଇ ଏକାକୀ ଶ୍ରୀକ୍ଷେତ୍ର ରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୮/୧୦/୨୬ ପୁରୀ ଶ୍ରୀକ୍ଷେତ୍ରରୁ “ଯୁଦ୍ଧ ଵିରତି ଓ ବିଶ୍ଵଶାନ୍ତି” ର ବାର୍ତ୍ତା ନେଇ ମହାମହିମ ରାଷ୍ଟ୍ରପତି ଏଵଂ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସହ ଭେଟକରି ଉକ୍ତ ସନ୍ଦେଶ ପହଞ୍ଚାଇବାକୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରି ଏକାକୀ ପାଣିକୋଇଲି, ଯାଜପୁର ଶ୍ରୀପୀଠର ସାଧୁ ଶ୍ରୀ ଦେବଦତ୍ତ ରାୟ ୧୭ ଦିନ ଯାତ୍ରାରେ ଠାକୁରମୁଣ୍ଡାରେ (ମଙ୍ଗଳବାର) ସନ୍ଧ୍ୟାରେ ପହଞ୍ଚିବା ପରେ ପଦ୍ମଲୋଚନ ନନ୍ଦଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି…