ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାଇତ୍ୱ ଦେଲେ ପଶ୍ଚିମବଙ୍ଗ ସରକାର – ସମୀକ୍ଷା ଖବର

ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାଇତ୍ୱ ଦେଲେ ପଶ୍ଚିମବଙ୍ଗ ସରକାର

ସମୀକ୍ଷା ନ୍ୟୁଜ ବ୍ୟୁରୋ /ନୂଆଦିଲ୍ଲୀ: ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗ ସରକାର ବଡ଼ ଦାୟିତ୍ୱ ଦେଇଛନ୍ତି। ଆଜି (୭ ଅକ୍ଟୋବର ୨୦୨୬)ରେ ଜାରି ସରକାରୀ ନିଯୁକ୍ତି ଅନୁସାରେ, ମିଥୁନ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ଓ ସାଂସ୍କୃତିକ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି। ବିଶେଷ କଥା ହେଉଛି, ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯାଇଛି। ନିଯୁକ୍ତି ତୁରନ୍ତ ପ୍ରଭାବରେ ଲାଗୁ ହୋଇଛି ଏବଂ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଦାୟିତ୍ୱ…

Read More
ଇରାନରେ ମୁଦ୍ରାସ୍ଫୀତି ୩ ଶହ ପ୍ରତିଶତ ଛୁଇଁଲା: ନା ଅର୍ଥନୀତି ଅଛି ନା ତେଲ, ମନ୍ତ୍ରୀ ଦେଲେଣି ଇସ୍ତଫା, ଟ୍ରମ୍ପଙ୍କ ମନ୍ତବ୍ୟ – ସମୀକ୍ଷା ଖବର

ଇରାନରେ ମୁଦ୍ରାସ୍ଫୀତି ୩ ଶହ ପ୍ରତିଶତ ଛୁଇଁଲା: ନା ଅର୍ଥନୀତି ଅଛି ନା ତେଲ, ମନ୍ତ୍ରୀ ଦେଲେଣି ଇସ୍ତଫା, ଟ୍ରମ୍ପଙ୍କ ମନ୍ତବ୍ୟ

ସମୀକ୍ଷା ନ୍ୟୁଜ ବ୍ୟୁରୋ /ନୂଆଦିଲ୍ଲୀ: ଇରାନର ଅର୍ଥନୀତିକୁ ନେଇ ଆମେରିକାର ରାଷ୍ଟ୍ରପତି Donald Trumpଙ୍କ ସଦ୍ୟ ମନ୍ତବ୍ୟ ଚର୍ଚ୍ଚାରେ ରହିଛି। ତେବେ “ମୁଦ୍ରାସ୍ଫୀତି ୩୦୦%” ଏବଂ “ତେଲ ନାହିଁ” ଦାବିଗୁଡ଼ିକୁ ଟ୍ରମ୍ପଙ୍କ ଦାବି ଭାବେ ଦେଖିବା ଦରକାର; ସେଗୁଡ଼ିକ ସ୍ୱାଧୀନ ଭାବେ ନିଶ୍ଚିତ ହୋଇଥିବା ତଥ୍ୟ ନୁହେଁ। ଘଟଣାଟି କ’ଣ? ଅକ୍ଟୋବର ୬ରେ ହ୍ୱାଇଟ୍ ହାଉସ୍ ବାହାରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଥିଲେ ଯେ ଇରାନର ଅର୍ଥନୀତି “ଅତ୍ୟନ୍ତ ଖରାପ” ଅବସ୍ଥାରେ ଅଛି ଏବଂ…

Read More
ଓଡିଶାରେ ବଢୁଛି ଡ୍ରାଗନ ଫ୍ରୁଟ୍‌ ଚାଷୀଙ୍କ ସଂଖ୍ୟା – ସମୀକ୍ଷା ଖବର

ଓଡିଶାରେ ବଢୁଛି ଡ୍ରାଗନ ଫ୍ରୁଟ୍‌ ଚାଷୀଙ୍କ ସଂଖ୍ୟା

ସମୀକ୍ଷା ନ୍ୟୁଜ ବ୍ୟୁରୋ /ନୂଆଦିଲ୍ଲୀ: ଓଡ଼ିଶାରେ ଡ୍ରାଗନ ଫ୍ରୁଟ୍‌ (Kamalam) ଚାଷ ଧୀରେଧୀରେ ଏକ ଆକର୍ଷଣୀୟ ବାଣିଜ୍ୟିକ ଫସଲ ଭାବେ ବଢ଼ୁଛି। ଓଡ଼ିଶା ସରକାର ମଧ୍ୟ ଉଚ୍ଚମୂଲ୍ୟର ବିଦେଶୀ ଫଳ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। 🟦ଓଡ଼ିଶାରେ କେଉଁଠି ହେଉଛି? ଗଜପତିର ରାୟଗଡ଼ ବ୍ଲକ୍‌ର ନାରାୟଣପୁର ଗାଁରେ ହର୍ଟିକଲଚର ଡେମୋ ଫାର୍ମ ମାଧ୍ୟମରେ ଡ୍ରାଗନ ଫ୍ରୁଟ୍ ଚାଷ ହୋଇଛି ଏବଂ ଏହାକୁ ଘରୋଇ ଚାଷୀଙ୍କ ମଧ୍ୟରେ ବଢ଼ାଇବାର ପ୍ରୟାସ ହୋଇଛି। ବିଭିନ୍ନ ରିପୋର୍ଟରେ ମୟୂରଭଞ୍ଜ, ବରଗଡ଼, କଳାହାଣ୍ଡି, ନବରଙ୍ଗପୁର,…

Read More
ନୂଆଦିଲ୍ଲୀରେ ଆୟୋଜିତ ଭାରତ ମୋବାଇଲ କଂଗ୍ରେସର ଦଶମ ସଂସ୍କରଣକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ – ସମୀକ୍ଷା ଖବର

ନୂଆଦିଲ୍ଲୀରେ ଆୟୋଜିତ ଭାରତ ମୋବାଇଲ କଂଗ୍ରେସର ଦଶମ ସଂସ୍କରଣକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସମୀକ୍ଷା ନ୍ୟୁଜ ବ୍ୟୁରୋ /ନୂଆଦିଲ୍ଲୀ: ଭାରତ ମୋବାଇଲ କଂଗ୍ରେସ (IMC)ର ଦଶମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଯଶୋଭୂମିରେ ଉଦ୍‌ବୋଧନ ଦେଇଛନ୍ତି। ଏହି ବର୍ଷର IMCର ଥିମ୍‌ ହେଉଛି “Scale Without Boundaries”। ମୋଦୀଙ୍କ ଉଦ୍‌ବୋଧନର ମୁଖ୍ୟ ବିଷୟ- ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ପ୍ରଯୁକ୍ତିକୁ କେବଳ କିଛି ଲୋକଙ୍କ ସୁବିଧାରେ ସୀମିତ ନରଖି ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ମୋବାଇଲ ଫୋନ୍‌ ଏହି ଡିଜିଟାଲ ପରିବର୍ତ୍ତନର…

Read More
ମୟୂରଭଞ୍ଜରେ ଘୁଷୁରୀ ପାଳନ ଏକ ଲାଭଦାୟକ ବ୍ୟବସାୟ – ସମୀକ୍ଷା ଖବର

ମୟୂରଭଞ୍ଜରେ ଘୁଷୁରୀ ପାଳନ ଏକ ଲାଭଦାୟକ ବ୍ୟବସାୟ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୮/୧୦/୨୬ – ସର୍ବବୃହତ ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲ୍ଲା । ବସବାସ କରୁଥିବା ବିଭିନ୍ନ ଆଦିବାସୀ ଗାଁ ଗୁଡିକରେ ପ୍ରାୟତଃ ଘୁଷୁରୀ ବିଚରଣ କରୁଥିବା ସହ ଘର ନିକଟରେ ସ୍ୱତନ୍ତ୍ର ଘୁଷୁରୀ ଗୁହାଳ ଦେଖିବାକୁ ମିଳେ । ଘରର ପେଜ, ତୁରାଣୀ ସହ କୁଣ୍ଡା, ଦାନା ଓ ବିଭିନ୍ନ ଘାସ, ବୁଦା ବା ସାରୁ ଭଳି ଗଛ ମୂଳକୁ ତାଡି ତଥା ବାହାରେ ବୁଲି…

Read More
ରାୟଗଡ଼ାରେ ‘ସେବା ସଙ୍କଳ୍ପ ଅଭିଯାନ-୨୦୨୬’: ଜିଲ୍ଲାସ୍ତରୀୟ ‘ସେବା ଜ୍ୟୋତି ଯାତ୍ରା’ ଅନୁଷ୍ଠିତ – ସମୀକ୍ଷା ଖବର

ରାୟଗଡ଼ାରେ ‘ସେବା ସଙ୍କଳ୍ପ ଅଭିଯାନ-୨୦୨୬’: ଜିଲ୍ଲାସ୍ତରୀୟ ‘ସେବା ଜ୍ୟୋତି ଯାତ୍ରା’ ଅନୁଷ୍ଠିତ

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ: ରାୟଗଡ଼ା, ୦୮/୧୦: ଦେଶବ୍ୟାପୀ ଜାରି ରହିଥିବା ‘ସେବା ସଙ୍କଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ‘ସେବା ଜ୍ୟୋତି ଯାତ୍ରା’ କାର୍ଯ୍ୟକ୍ରମ ରାୟଗଡ଼ା ସହରସ୍ଥିତ ଜିସିଡି ହାଇସ୍କୁଲ ପଡ଼ିଆରେ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଦଳୀୟ କର୍ମକର୍ତ୍ତା ଓ ସମର୍ଥକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସେବା ସଙ୍କଳ୍ପ’ ସମ୍ପର୍କିତ ଅଭିଭାଷଣ ଶୁଣିଥିଲେ। ପରେ ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ ଉପସ୍ଥିତ ସମସ୍ତଙ୍କୁ ‘ବିକଶିତ ଭାରତ’…

Read More
ଜଗତସିଂହପୁର:ଜିଲା ବରିଷ୍ଠ ନାଗରିକ ଫୋରମ ଦ୍ୱାରା ବୃକ୍ଷ ରୋପଣ – ସମୀକ୍ଷା ଖବର

ଜଗତସିଂହପୁର:ଜିଲା ବରିଷ୍ଠ ନାଗରିକ ଫୋରମ ଦ୍ୱାରା ବୃକ୍ଷ ରୋପଣ

ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନ୍ୟୁଜ: /ଜଗତସିଂହପୁର /ସମୀକ୍ଷା ନ୍ୟୁଜ:ଜଗତସିଂହପୁର, ୭/୧୦( ନି. ପ୍ର ): ଜଗତସିଂହପୁର ଜ଼ିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ କୋଶଳ ଗ୍ରାମରେ ଆଶ୍ରା ବୃଦ୍ଧାଶ୍ରମ ପଡିଆରେ, ଜ଼ିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଏକ୍ ପେଡ୍ ମା କେ ନାମ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜଗତସିଂହପୁର ଜ଼ିଲ୍ଲା ବରିଷ୍ଠ ନାଗରିକ ଫୋରମ ଦ୍ୱାରା ବୃକ୍ଷ୍ୟ ରୋପଣ ଶ୍ରମ ଦାନ ଦିଆ ଯାଇଥିଲେ | ପ୍ରକାଶ ଥାଉ କି,…

Read More
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ନେତୃତ୍ୱରେ ଜାତୀୟ ସ୍ତରରେ JOSH ଟିମ୍‌ର ଶୁଭାରମ୍ଭ କରାଯାଇଛି – ସମୀକ୍ଷା ଖବର

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ନେତୃତ୍ୱରେ ଜାତୀୟ ସ୍ତରରେ JOSH ଟିମ୍‌ର ଶୁଭାରମ୍ଭ କରାଯାଇଛି

ସମୀକ୍ଷା ବ୍ୟୁରୋ ନ୍ୟୁଜ / ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ନେତୃତ୍ୱରେ ୮ ଅକ୍ଟୋବର ୨୦୨୬ରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ JOSH (Joint Squad for Health) ଟିମ୍‌ର ଜାତୀୟ ଶୁଭାରମ୍ଭ କରାଯାଉଛି। ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ସାମିଲ କରି ଟିବିମୁକ୍ତ ଭାରତ (TB Mukt Bharat) ଅଭିଯାନକୁ ତୃଣମୂଳ ସ୍ତରରେ ଆହୁରି ଶକ୍ତିଶାଳୀ କରିବା। JOSH ଟିମ୍‌ର ମୁଖ୍ୟ ଉଦ୍ଦେଶ୍ୟ :JOSH ଟିମ୍‌ ମାଧ୍ୟମରେ…

Read More
ହିଣ୍ଡନରେ ୯୪ତମ ଭାରତୀୟ ବାୟୁସେନା ଦିବସ ପାଳିତ – ସମୀକ୍ଷା ଖବର

ହିଣ୍ଡନରେ ୯୪ତମ ଭାରତୀୟ ବାୟୁସେନା ଦିବସ ପାଳିତ

ସମୀକ୍ଷା ନ୍ୟୁଜ ବ୍ୟୁରୋ : ଆଜି ଭାରତୀୟ ବାୟୁସେନା ତାହାର ୯୪ତମ ସ୍ଥାପନା ଦିବସ ପାଳନ କରୁଛି। ଏହାର ମୁଖ୍ୟ ସମାରୋହ ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ହିଣ୍ଡନ ଏୟାର ଫୋର୍ସ ଷ୍ଟେସନରେ ଆୟୋଜିତ ହୋଇଛି। ୮ ଅକ୍ଟୋବର ୧୯୩୨ରେ ଭାରତୀୟ ବାୟୁସେନା ଗଠିତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ବାୟୁସେନା ଦିବସ ଭାବେ ପାଳନ କରାଯାଏ।ଚଳିତ ବର୍ଷର ବିଷୟବସ୍ତୁ ହେଉଛି “Indian Air Force – Infallible, Impervious and Precise”, ଅର୍ଥାତ୍ ଅଚୂକ, ଅଭେଦ୍ୟ ଓ ସଠିକ୍।…

Read More
ଚିକିଟି ବ୍ଲକ ପ୍ରଶାସନର ବଡ଼ ଅବହେଳା ଯୋଗୁଁ ବିନା ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ର ଗାଡ଼ି ବିକଶିତ ଭାରତ ସଂକଳ୍ପ ସଭା ପ୍ରଚାରରେ ନିୟୋଜିତ – ସମୀକ୍ଷା ଖବର

ଚିକିଟି ବ୍ଲକ ପ୍ରଶାସନର ବଡ଼ ଅବହେଳା ଯୋଗୁଁ ବିନା ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ର ଗାଡ଼ି ବିକଶିତ ଭାରତ ସଂକଳ୍ପ ସଭା ପ୍ରଚାରରେ ନିୟୋଜିତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ସମୀକ୍ଷା ନ୍ୟୁଜ : ଚିକିଟି ଏହି ବ୍ଲକ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପାଇଁ ନିୟୋଜିତ ଏକ ଗାଡ଼ିର ବୀମା ଓ ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଶେଷ ହୋଇଥିବା ନେଇ ଅଭିଯୋଗ ଉଠିଛି। ‘ବିକଶିତ ଭାରତ ସଂକଳ୍ପ ସଭା’ର ପ୍ରଚାର କାର୍ଯ୍ୟରେ ବ୍ୟବହୃତ OD02DG4987 ନମ୍ବର ବିଶିଷ୍ଟ ଗାଡ଼ିକୁ ନେଇ ଏହି ଅଭିଯୋଗ ସାମ୍ନାକୁ ଆସିଛି। ଭାହନ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଗାଡ଼ିଟିର ଇନ୍‌ସୁରାନ୍ସ ଓ ପ୍ରଦୂଷଣ…

Read More