ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଚିତ୍ରାଙ୍କନ ପ୍ରତିଯୋଗିତାରେ ନୂଆଁପାଲି ନବପ୍ରଭାତ ବିଦ୍ୟାୟତନର ସଫଳତା – ସମୀକ୍ଷା ଖବର

ଚିତ୍ରାଙ୍କନ ପ୍ରତିଯୋଗିତାରେ ନୂଆଁପାଲି ନବପ୍ରଭାତ ବିଦ୍ୟାୟତନର ସଫଳତା

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ପଦ୍ମପୁର, ୮/୧୦: ଚିତ୍ରାଙ୍କନ ପ୍ରତିଯୋଗିତାରେ ନୂଆଁପାଲି ନବପ୍ରଭାତ ବିଦ୍ୟାୟତନ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ପରିବେଶ ଓ ପ୍ରକୃତି ସୁରକ୍ଷାକୁ ନେଇ ଆୟୋଜିତ ସିଟ୍ ଆଣ୍ଡ ଡ୍ର ପ୍ରତିଯୋଗିତାରେ ବିଦ୍ୟାଳୟର ଦୁଇ ଛାତ୍ରଛାତ୍ରୀ ନିଜ ଚିତ୍ରକଳା ପ୍ରତିଭାର ପରିଚୟ ଦେଇଛନ୍ତି। ବରଗଡ଼ ଠାରେ ବନ ବିଭାଗ ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ୭୨ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ…

Read More
ସାଲେପୁରରେ ବନ୍ଦ୍ର ପ୍ରଭାବ – ସମୀକ୍ଷା ଖବର

ସାଲେପୁରରେ ବନ୍ଦ୍ର ପ୍ରଭାବ

ହେମନ୍ତ କୁମାର ନନ୍ଦ/ସମୀକ୍ଷା/ସାଲେପୁର: ଆଜି 8/10/2026: ସାଲେପୁର ମାଟିରେ ଆମ ଅଧିକାର ପାଇଁ ଓଡ଼ିଶା ବନ୍ଦ ସଫଳ ହୋଇଛି। ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାରକୁ ନେଇ MMDR Act ବିରୋଧରେ, ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଓ ପାଠ୍ୟପୁସ୍ତକ ସମ୍ପର୍କିତ ପ୍ରସଙ୍ଗରେ, ଏବଂ SIR ଓ ନିର୍ବାଚନ ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ଆଜିର ଏହି ବନ୍ଦ ଅନୁଷ୍ଠିତ ହୋଇଛି।ଏହି ଆନ୍ଦୋଳନରେ ହରିବନ୍ଧୁ ଶତପଥୀ ଙ୍କ ନେତୃତ୍ୱରେ ସାଲେପୁରରେ ଇଣ୍ଡିଆ ମେଣ୍ଟ କର୍ମୀ ଭାଇଭଉଣୀମାନେ…

Read More
ନୂଆଗାଁ ବ୍ଲକ: ବିଦ୍ୟୁତ୍ କାଟକୁ ନେଇ ୫ ଗ୍ରାମରେ ତୀବ୍ର ଅସନ୍ତୋଷ – ସମୀକ୍ଷା ଖବର

ନୂଆଗାଁ ବ୍ଲକ: ବିଦ୍ୟୁତ୍ କାଟକୁ ନେଇ ୫ ଗ୍ରାମରେ ତୀବ୍ର ଅସନ୍ତୋଷ

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼: ନୂଆଗାଁ, ୦୮/୧୦: ଦୀର୍ଘ ସମୟ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିବା ଏବଂ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ନହେବାକୁ ନେଇ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ୫ଟି ଗ୍ରାମର ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟୁତ୍ ବିଭାଗର ଅବହେଳା ଅଭିଯୋଗ କରି ଗୁରୁବାର ଅପରାହ୍ନରେ ଗ୍ରାମବାସୀମାନେ ନୂଆଗାଁ ବିଦ୍ୟୁତ୍ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ କରିବା ସହ…

Read More
ମୁରିବାହାଲର ବ୍ଲକ କଂଗ୍ରେସର ୧୨ଘଣ୍ଟିଆ ବନ୍ଦ ପାଳନ ସମ୍ପୁର୍ଣ୍ଣ ଶାନ୍ତିପୂର୍ଣ୍ଣ – ସମୀକ୍ଷା ଖବର

ମୁରିବାହାଲର ବ୍ଲକ କଂଗ୍ରେସର ୧୨ଘଣ୍ଟିଆ ବନ୍ଦ ପାଳନ ସମ୍ପୁର୍ଣ୍ଣ ଶାନ୍ତିପୂର୍ଣ୍ଣ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ,୦୮/୧୦/୨୬ ଏମ୍ଏମ୍ ଡିଆର ୨୦୨୬,ଏସ୍ ଆଇ ଆର, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା କ୍ଷୟକ୍ଷତିକୁ ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଧେଶ କ୍ରମେ ଓ ରାଜ୍ୟ ସାଙ୍ଗଠନିକ ଉପସଭାପତି ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଆଜି ୧୨ ଘଣ୍ଟିଆ ସମ୍ପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ କଂଗ୍ରେସ ସଭାପତି ଗିରିଧାରୀ ସାହୁଙ୍କ…

Read More
ଜୋନ୍ ସ୍ତରୀୟ କରାଟେ ଓ ଟାଏକୋଣ୍ଡୋ ଚାମ୍ପିଅନସିପ୍‌ରେ ବଲାଣି ଡିଏଭି ଛାତ୍ରଛାତ୍ରୀଙ୍କ ସଫଳତା – ସମୀକ୍ଷା ଖବର

ଜୋନ୍ ସ୍ତରୀୟ କରାଟେ ଓ ଟାଏକୋଣ୍ଡୋ ଚାମ୍ପିଅନସିପ୍‌ରେ ବଲାଣି ଡିଏଭି ଛାତ୍ରଛାତ୍ରୀଙ୍କ ସଫଳତା

ଟଙ୍କଧର ପାତ୍ର/ସମୀକ୍ଷା ନ୍ୟୁଜ/କେନ୍ଦୁଝର: ଯୋଡ଼ା, କେନ୍ଦୁଝର, ୮/୧୦/୨୦୨୬:ଝାରସୁଗୁଡ଼ା ଡିଏଭି ପବ୍ଲିକ୍ ସ୍କୁଲର ଆନୁକୂଲ୍ୟରେ ଡିଏଭି ସ୍ପୋର୍ଟସ କ୍ଲଷ୍ଟର ଅଧୀନରେ ଜୋନ୍ ସ୍ତରୀୟ କରାଟେ ଓ ତାଏକୋଣ୍ଡୋ ଚାମ୍ପିଅନସିପ୍ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତା ରେ ୧୪ ଓ ୧୭ ବର୍ଷ ବୟସ ବର୍ଗରେ ମୋଟ ୧୩୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଆଥଲେଟିକ୍ ଆସୋସିଏସନର କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ କ୍ରୀଡ଼ା ପରିଷଦର ଉପ-ସଭାପତି ତାପସ କୁମାର ରାୟ ଚୌଧୁରୀ ମୁଖ୍ୟ ଅତିଥି ଭାବେ…

Read More
ବନ୍ଦ ପ୍ରଭାବରେ କଣ୍ଟାବାଞ୍ଜି ସମ୍ପୂର୍ଣ୍ଣ ଅଚଳ – ସମୀକ୍ଷା ଖବର

ବନ୍ଦ ପ୍ରଭାବରେ କଣ୍ଟାବାଞ୍ଜି ସମ୍ପୂର୍ଣ୍ଣ ଅଚଳ

ଜନାବ ଖାନ/ସ୍ୱତନ୍ତ୍ର ପ୍ରତିନିଧି/ବଲାଙ୍ଗୀର/ସମୀକ୍ଷା ନ୍ୟୁଜ: ବଲାଙ୍ଗୀର, ୦୮.୧୦.୨୦୨୬ :- ଏମଏମଡିଆର ବିଲ୍‌କୁ ବିରୋଧ କରିବା ସହ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବିରେ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ବ୍ୟାପକ ପ୍ରଭାବ କଣ୍ଟାବାଞ୍ଜି ସହରରେ ଦେଖିବାକୁ ମିଳିଛି। ବନ୍ଦ ଯୋଗୁଁ ସହର ପ୍ରାୟ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିଲା।ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଣ୍ଟାବାଞ୍ଜି ସହରର ପ୍ରାୟ ସମସ୍ତ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା।…

Read More
ମଦ ଦୋକାନ ବନ୍ଦ କରିବାକୁ ପାଟଣା ବିକାଶ ମଞ୍ଚର ଦାବି – ସମୀକ୍ଷା ଖବର

ମଦ ଦୋକାନ ବନ୍ଦ କରିବାକୁ ପାଟଣା ବିକାଶ ମଞ୍ଚର ଦାବି

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା:୮/୧୦,ପାଟଣା ସରକାରୀ ବସଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନ ଖୋଲାଯିବା ନେଇ ସୂଚନା ପରେ ଏହି ଘଟଣା କୁ ପାଟଣା ବିକାଶ ମଞ୍ଚ ତୀବ୍ର ବିରୋଧ କରିଛି।ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଉଦ୍ୟେଶ୍ୟରେ ବଡ଼ପାଟଣା ସରପଞ୍ଚ ବିନତି ବାନରା ଙ୍କ ଜରିଆରେ ଦାବିପତ୍ର ଦିଆଯାଇଛି।ପ୍ରସ୍ତାବିତ ମଦ ଦୋକାନ ନିକଟରେ ଷ୍ଟେଟବ୍ୟାଙ୍କ ଇଣ୍ଡିଆ, ସମବାୟ ବ୍ୟାଙ୍କ ସହିତ ନର୍ସିଂ କଲେଜ ଆଦି ପାଖରେ ଥିବା ବେଳେ ପ୍ରତ୍ୟେହ ଛାତ୍ରଛାତ୍ରୀ ଓ…

Read More
ଚଳଚ୍ଚିତ୍ର ‘Ranabaali’କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ – ସମୀକ୍ଷା ଖବର

ଚଳଚ୍ଚିତ୍ର ‘Ranabaali’କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ବାଙ୍ଗଲୋର: ରଶ୍ମିକା ମନ୍ଦାନା ଏବଂ ଭିଜୟ ଦେବେ୍ରକୋଣ୍ଡାଙ୍କ ଆଗାମୀ ଚଳଚ୍ଚିତ୍ର ‘Ranabaali’ ନେଇ ବର୍ତ୍ତମାନ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି। ‘Ranabaali’ ବିଷୟରେ‘Ranabaali’ ହେଉଛି ନିର୍ଦ୍ଦେଶକ ରାହୁଲ ସାଙ୍କୃତ୍ୟାନଙ୍କ ଏକ ପିରିଅଡ୍ ଆକ୍ସନ୍-ଡ୍ରାମା। ଏହି ଫିଲ୍ମଟି ପୂର୍ବରୁ VD14 ନାମରେ ପରିଚିତ ଥିଲା। କାହାଣୀ ୧୯ଶ ଶତାବ୍ଦୀର ଭାରତ ଏବଂ ଉପନିବେଶୀ ଶାସନର ପୃଷ୍ଠଭୂମିରେ ଗଢ଼ାଯାଇଛି। ବିଜୟଙ୍କ ଭୂମିକାବିଜୟ ଦେବରକୋଣ୍ଡା ରଣବାଲି ଚରିତ୍ରରେ ନଜର ଆସିବେ। ଫିଲ୍ମରେ ତାଙ୍କ ଚରିତ୍ରକୁ…

Read More
ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶଙ୍କୁ ଜେଡ୍ ପ୍ଲସ ସିକ୍ୟୁରିଟି – ସମୀକ୍ଷା ଖବର

ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶଙ୍କୁ ଜେଡ୍ ପ୍ଲସ ସିକ୍ୟୁରିଟି

ସମୀକ୍ଷା ବ୍ୟୁରୋ ନ୍ୟୁଜ / ନୂଆଦିଲ୍ଲୀ: ସମୀକ୍ଷା ବ୍ୟୁରୋ ନ୍ୟୁଜ / ନୂଆଦିଲ୍ଲୀ: ସିଇସି ଜ୍ଞାନେଶ କୁମାରଙ୍କୁ ମିଳିଲା ଜେଡ୍ ପ୍ଲସ ସୁରକ୍ଷା। ଏସଆଇଆର ଓ ମତଦାନ ପ୍ରକ୍ରିୟାରେ ଅନିୟମିତତାର ଆରୋପ ନେଇ ଜ୍ଞାନେଶଙ୍କ ଇସ୍ତଫା ଦାବିରେ ବିରୋଧୀ ଆନ୍ଦୋଳନ ଜାରି ରଖିବା ସମୟରେ ତାଙ୍କ ସୁରକ୍ଷା ବଢ଼ାଇଛନ୍ତି ସରକାର। ଦିଲ୍ଲୀ ପୁଲିସ ଅନୁସାରେ ଜ୍ଞାନେଶଙ୍କୁ ଧମକ ମିଳୁଛି। ତାଙ୍କ ଜୀବନକୁ ବିପଦ ଅଛି। ଗୁଇନ୍ଦା ସୂଚନା ଆଧାରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଜ୍ଞାନେଶଙ୍କ ସୁରକ୍ଷାରେ ପ୍ରାୟ…

Read More
ଅବିସ୍ମରଣୀୟ ହୋଇ ରହିବେ ନାନା ପାଟେକର – ସମୀକ୍ଷା ଖବର

ଅବିସ୍ମରଣୀୟ ହୋଇ ରହିବେ ନାନା ପାଟେକର

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକରେ ଭାରତୀୟ ସିନେମା ଜଗତରେ ଏକ ବଡ଼ ଶୂନ୍ୟତା ସୃଷ୍ଟି ହୋଇଛି। ୭୫ ବର୍ଷ ବୟସରେ ୮ ଅକ୍ଟୋବର ୨୦୨୬ରେ ଗୋଆସ୍ଥିତ ବାସଭବନରେ ହୃଦ୍‌ଘାତ ପରେ ତାଙ୍କର ଦେହାନ୍ତ ହୋଇଥିବା ହସ୍ପିଟାଲ ଓ ବିଭିନ୍ନ ସମ୍ବାଦ ସଂସ୍ଥା ଜଣାଇଛନ୍ତି। 🎬 ଅଭିନୟ ଜଗତରେ ଅମର ଛାପନାନା ପାଟେକର ପ୍ରାୟ ପାଞ୍ଚ ଦଶନ୍ଧି ଧରି ହିନ୍ଦୀ ଓ ମରାଠୀ ସିନେମାରେ ନିଜର ଅନନ୍ୟ ଅଭିନୟ ପ୍ରତିଭାର…

Read More