ଯକ୍ଷ୍ମା ମୁକ୍ତ ଭାରତ ପାଇଁ କଟକରେ ଜିଲ୍ଲାସ୍ତରୀୟ JOSH ଅଭିଯାନ ଉଦ୍ଘାଟିତ
ବିଜ୍ଞାନ କୁମାର ବିଶ୍ୱାଳ/ କଟକ ସିଟି ରିପୋର୍ଟର/ ସମୀକ୍ଷା ନ୍ୟୂଜ : କଟକ, ୮/୧୦/୨୦୨୬: ଯକ୍ଷ୍ମା ମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ‘Whole of Government’ ଓ ‘Whole of Society’ ଆଭିମୁଖ୍ୟ ସହିତ ଜନଭାଗିଦାରୀକୁ ଅଧିକ ସୁଦୃଢ଼ କରାଯାଉଛି। ଏହି କ୍ରମରେ ଯୁବପିଢ଼ିଙ୍କୁ ଯକ୍ଷ୍ମା ବିରୋଧୀ ଅଭିଯାନ ସହ ଯୋଡ଼ିବା ଏବଂ ତୃଣମୂଳ ସ୍ତରରେ ସମୁଦାୟ ସଂପୃକ୍ତି ବଢ଼ାଇବା ଉଦ୍ଦେଶ୍ୟରେ JOSH (Joint Squad…