ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଦେଶର ବିକାଶ ଓ ଗଣତନ୍ତ୍ରକୁ ଅସ୍ଥିର କରିବା ପାଇଁ ରାହୁଲ ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲଙ୍କ ଗୋଷ୍ଠୀ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ – ସମୀକ୍ଷା ଖବର

ଦେଶର ବିକାଶ ଓ ଗଣତନ୍ତ୍ରକୁ ଅସ୍ଥିର କରିବା ପାଇଁ ରାହୁଲ ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲଙ୍କ ଗୋଷ୍ଠୀ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ୧୦ ଅକ୍ଟୋବର ୨୦୨୬ରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ଏବଂ ଆମ୍ ଆଦମୀ ପାର୍ଟି ସହ ଜଡ଼ିତ କିଛି ଗୋଷ୍ଠୀକୁ ଟାର୍ଗେଟ କରି ଏପରି ମନ୍ତବ୍ୟ ଦେଇଛନ୍ତି। ବିରୋଧୀ ଦଳ ବିରୋଧରେ କ’ଣ କହିଲେ ନୀତିନ ନବୀନ? ନୀତିନ ନବୀନଙ୍କ ଅଭିଯୋଗ ଅନୁସାରେ, ଦେଶରେ ଅସ୍ଥିରତା ସୃଷ୍ଟି କରିବା ଲାଗି ଦୁଇଟି ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି। ତାଙ୍କ ମତରେ,…

Read More
ପାରାଦୀପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳିତ – ସମୀକ୍ଷା ଖବର

ପାରାଦୀପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳିତ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ଉତ୍କଳ ସମ୍ମିଳନୀ, ପାରାଦୀପ ଶାଖା ତରଫରୁ ସଭାପତି ଧ୍ରୁବଚରଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାରାଦୀପର ୧୭ ନମ୍ବର ୱାର୍ଡରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରେମଲତା ବାରିକ ସଭା ପରିଚାଳନା କରିଥିଲେ ଉପସ୍ଥିତ ସମସ୍ତ ଅତିଥି ଓ ସଦସ୍ୟମାନେ ସମବେତ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିବା ବେଳେ ସଭାପତି ଧ୍ରୁବଚରଣ ମହାପାତ୍ର, ନଗେନ୍ଦ୍ରନାଥ ସ୍ୱାଇଁ, ସନ୍ତୋଷ କୁମାର ସାମଲ, ସମ୍ପାଦକ ଡ….

Read More
ପାରାଦୀପ ଫସଫେଟ୍ସ ମଜଦୁର ୟୁନିୟନ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ପାରାଦୀପ ଫସଫେଟ୍ସ ମଜଦୁର ୟୁନିୟନ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦୀପ ହିନ୍ଦ ମଜଦୁର ସଭା ଅନୁବନ୍ଧିତ ଶ୍ରମିକ ସଂଗଠନ ପାରାଦୀପ ଫସଫେଟ୍ସ ମଜଦୁର ୟୁନିୟନ ର ଏକ ସାଧାରଣ ପରିଷଦ ବୈଠକ ସଂଘର ବରିଷ୍ଠ ଉପସଭାପତି ତଥା ଆଇନଜୀବୀ ଅମୃତ ଦାସଙ୍କ ଅଧ୍ୟକ୍ଷତା ରେ ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପାରାଦୀପ ଫସଫେଟ୍ସ ମଜଦୁର ୟୁନିୟନ ର ସଭାପତି ତଥା ବିଜେପି ଜିଲ୍ଲା ସଭାପତି ଏବଂ ପାରାଦୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ପ୍ରତାପ…

Read More
କୋଟପାଡ଼: ମଦ ବନ୍ଦ ଦାବିକରି ଥାନାରେ ପହଁଞ୍ଚିଲେ ମହିଳା – ସମୀକ୍ଷା ଖବର

କୋଟପାଡ଼: ମଦ ବନ୍ଦ ଦାବିକରି ଥାନାରେ ପହଁଞ୍ଚିଲେ ମହିଳା

ବସନ୍ତ ପେଗଡ଼/ବରିଷ୍ଠ ସାମ୍ବାଦିକ /କୋରାପୁଟ/ସମୀକ୍ଷା ନ୍ୟୁଜ: କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହିଳାଙ୍କ ମଦବିକ୍ରି ବନ୍ଦଦାବୀ ତେଜିବାରେ ଲାଗିଛି l ଆଜି ଢlମନାହାଣ୍ଡି ପଞ୍ଚାୟତରୁ ଶହଶହ ମହିଳା କୋଟପାଡ଼ ଥାନାରେ ପହଂଚି ଦାବିପତ୍ର ଦେଇଛନ୍ତି l ମହିଳାମାନଙ୍କ ଅଭିଯୋଗ ହେଲା, ଅଞ୍ଚଳରେ ମଦ ମାଫିଆ ବେଆଇନ ଭାବେ ବ୍ୟାପକ ମାତ୍ରାରେ ଦେଶୀ, ବିଦେଶୀ ମଦ ବିକ୍ରି କରୁଥିବା ଯୋଗୁଁ ଯୁବଗୋଷ୍ଠୀ ନିଶlଗ୍ରସ୍ତ ହେବାରେ ଲାଗିଛନ୍ତି l ଯାହାଫଳରେ ପାରିବାରିକ ଅଶାନ୍ତି, ସାମାଜିକ ବିଶୃଙ୍ଖଳା, ଗଣ୍ଡଗୋଳ,ଚୋରି,ସଡ଼କ…

Read More
ଜେକେପୁରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳିତ – ସମୀକ୍ଷା ଖବର

ଜେକେପୁରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳିତ

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ଜେକେପୁର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଜେକେପୁରଠାରେ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଜେକେ ପେପର ମିଲ୍ସର ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମହାନ ଜନନାୟକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଜୟନ୍ତୀ ସମାରୋହରେ ଜେକେପୁର ବଣିକ ସଂଘର ସଭାପତି…

Read More
ପ୍ରବଳ ମଲ୍ଲିକଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ – ସମୀକ୍ଷା ଖବର

ପ୍ରବଳ ମଲ୍ଲିକଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଶିଳ୍ପୀଙ୍କ ସୁନ୍ଦର ଭୁଦୃଷ୍ୟ ଚିତ୍ର ଓ କାନଭାସ ଚିତ୍ରକଳା ଦର୍ଶକଙ୍କ ମନକୁ ମୋହିଲା ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର: ଭୁବନେଶ୍ୱର,୦୯/୧୦/୨୬- ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ର ଆର୍ଟ ଗ୍ୟାଲେରୀରେ ଉଦ୍ଘାଟିତ ହୋଇଯାଇଛି ଶିଳ୍ପୀ ପ୍ରବଳ ମଲ୍ଲିକଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ।ପ୍ରଦର୍ଶନୀକୁ ଶିଳ୍ପୀଙ୍କ ବାପା ତଥା ପ୍ରେରଣା ଦାତା ଗୋଲକ ବିହାରୀ ମଲ୍ଲିକ ଓ ମା ପ୍ରଭାସିନୀ ମଲ୍ଲିକ, ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ,ଶିଶିର କୁମାର ଦାସ,ଲଳିତ…

Read More
ଟାଟା ପାୱାର ଠିକା କର୍ମଚାରୀଙ୍କ ଛଟେଇକୁ ବିରୋଧ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା, ସି.ଇ.ଓ.ଙ୍କ କୁଶପୁତ୍ତଳିକା ଦାହ – ସମୀକ୍ଷା ଖବର

ଟାଟା ପାୱାର ଠିକା କର୍ମଚାରୀଙ୍କ ଛଟେଇକୁ ବିରୋଧ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା, ସି.ଇ.ଓ.ଙ୍କ କୁଶପୁତ୍ତଳିକା ଦାହ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋର୍ଦ୍ଧା, ୯/୧୦:ଦୀର୍ଘ ୧୫ରୁ ୨୦ ବର୍ଷ ଧରି ବିଦ୍ୟୁତ ବିଭାଗରେ କାର୍ଯ୍ୟ କରି ଆସୁଥିବା ଠିକା କର୍ମଚାରୀଙ୍କୁ ବାରମ୍ବାର ଛଟେଇ କରାଯାଉଥିବା ଅଭିଯୋଗରେ ଶୁକ୍ରବାର ଖୋର୍ଦ୍ଧାରେ ପ୍ରତିବାଦ ଦେଖିବାକୁ ମିଳିଛି। ଛଟେଇ ବନ୍ଦ କରିବା ସହ ନିଯୁକ୍ତିର ସୁରକ୍ଷା ଓ ଦୀର୍ଘବର୍ଷର ସେବାକୁ ଗୁରୁତ୍ୱ ଦେବା ଦାବିରେ ଠିକା କର୍ମଚାରୀମାନେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି…

Read More
ପାରାଦୀପ ମହାବିଦ୍ୟାଳୟରରେ ବିଭିନ୍ନ ଦଳ ତରଫରୁ ପ୍ରାର୍ଥୀପତ୍ର ଦାଖଲ – ସମୀକ୍ଷା ଖବର

ପାରାଦୀପ ମହାବିଦ୍ୟାଳୟରରେ ବିଭିନ୍ନ ଦଳ ତରଫରୁ ପ୍ରାର୍ଥୀପତ୍ର ଦାଖଲ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦୀପ ଓଡିଶା ସରକାର ଙ୍କ ତରଫରୁ ଦୀର୍ଘ ଆଠ ବର୍ଷ ପରେ ମହାବିଦ୍ୟାଳୟ ଗୁଡ଼ିକରେ ଇଲେକ୍ ସନ୍ ପାଇଁ ଘୋଷଣା କରାଯାଇ ଥିବା ବେଳେ ଆଜି ପାରାଦୀପ ମହା ବିଦ୍ୟାଳୟର ରେ ପ୍ରଥମ ଭାରତୀୟ ଜନତା ପାର୍ଟି ତରଫରୁ ବିଧିବଦ୍ଧ ଭାବେ ସୁସଜ୍ଜିତ ଗାଡ଼ିରେ ପ୍ରାଥି ବାଜା ବଜାଇ ପ୍ରସେଶନ କରି ନିକଟ ହନୁମାନ ମନ୍ଦୀର ରେ ପୂଜା ଅର୍ଚ୍ଚନା ସାରି ବିରାଟ ଶୋଭାଯାତ୍ରାରେ କଲେଜ ଛାତ୍ର ଛାତ୍ରୀ…

Read More
ଶ୍ରୀ ବିଦ୍ୟା ବାଟିକା ବିଦ୍ୟାଳୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ – ସମୀକ୍ଷା ଖବର

ଶ୍ରୀ ବିଦ୍ୟା ବାଟିକା ବିଦ୍ୟାଳୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ: ୯/୧୦ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗା ପଞ୍ଚାୟତ ସ୍ଥିତ ‘ଶ୍ରୀ ବିଦ୍ୟା ବାଟିକା’ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ଛୋଟ ଛୋଟ କୋମଳମତି ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏକତ୍ରିତ ହୋଇ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଉତ୍କଳମଣିଙ୍କ ତ୍ୟାଗ, ସମାଜସେବା,…

Read More
କଲମରେ ଜନସ୍ୱର ହୃଦୟରେ ପକ୍ଷୀ ପ୍ରେମ: ସାମ୍ବାଦିକ ବିଜୟଙ୍କ ନିଆରା ପରିଚୟ – ସମୀକ୍ଷା ଖବର

କଲମରେ ଜନସ୍ୱର ହୃଦୟରେ ପକ୍ଷୀ ପ୍ରେମ: ସାମ୍ବାଦିକ ବିଜୟଙ୍କ ନିଆରା ପରିଚୟ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: କଲମ ତାଙ୍କର ଅସ୍ତ୍ର, ଜନସ୍ୱାର୍ଥ ତାଙ୍କର ଲକ୍ଷ୍ୟ। ଅବହେଳିତ ଓ ଅସହାୟ ଲୋକଙ୍କ ସ୍ୱରକୁ ଶାଣିତ କଲମ ମାଧ୍ୟମରେ ଜନସାମ୍ନାକୁ ଆଣିବା ତାଙ୍କର ଧର୍ମ। ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା ଓ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ତାଙ୍କ ସାମ୍ବାଦିକତାର ମୂଳମନ୍ତ୍ର। ହେଲେ ଏହି କର୍ତ୍ତବ୍ୟନିଷ୍ଠ ସାମ୍ବାଦିକଙ୍କ ହୃଦୟର ଆଉ ଏକ କୋଣରେ ବସା ବାନ୍ଧିଛନ୍ତି ପ୍ରକୃତିର…

Read More