ବଡ଼ସାହି: ନିର୍ବାଚନ -ବଡ଼ସାହି କଲେଜ, ପ୍ରେସିଡେଣ୍ଟ, ଆସିଷ୍ଟାଣ୍ଡ ସେକ୍ରେଟାରୀ ଅପ୍ରତିଦ୍ୱନ୍ଦୀ
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୦/୧୦/୨୬ – ଦୀର୍ଘ ୮ବର୍ଷ ପରେ କଲେଜ ନିର୍ବାଚନ ନେଇ ଏବେ କଲେଜ ଓ ବିଭିନ୍ନ ରାଜନୈତିକ ଦଳ ସମୂହଙ୍କୁ ନେଇ ଏବେ ବଜାର ସରଗରମ । ସେଇ କ୍ରମରେ ବଡସାହି କଲେଜ ଛାତ୍ର ସଂସଦ ନିର୍ବାଚନ ନେଇ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ ପାଇଁ ବିଭିନ୍ନ ସ୍ଥାନରେ ପିଲାଙ୍କ ଉତ୍ସାହ ଓ ଗହଳି ଦେଖିବାକୁ ମିଳିଥିଲା । ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ପରେ ଶନିବାର…