ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
କାରଖାନା ନାହିଁ ତ ଖଣି ନାହିଁ: ଥୁଆମୂଳ ରାମପୁରରେ ତୀବ୍ର ହେଲା ଖଣି ବିରୋଧୀ ଆନ୍ଦୋଳନ। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୮ ସଂଗଠନର ସାମୂହିକ ଗଣଧାରଣା ଖଣିଜ ସମ୍ପଦ ଅନ୍ୟତ୍ର ଚାଲାଣକୁ ବିରୋଧ – ସମୀକ୍ଷା ଖବର

କାରଖାନା ନାହିଁ ତ ଖଣି ନାହିଁ: ଥୁଆମୂଳ ରାମପୁରରେ ତୀବ୍ର ହେଲା ଖଣି ବିରୋଧୀ ଆନ୍ଦୋଳନ। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୮ ସଂଗଠନର ସାମୂହିକ ଗଣଧାରଣା ଖଣିଜ ସମ୍ପଦ ଅନ୍ୟତ୍ର ଚାଲାଣକୁ ବିରୋଧ

ମୁକେଶ କୁମାର ବେହେରା / ଭବାନୀପାଟଣା /ସମୀକ୍ଷା ନ୍ୟୁଜ: ଥୁଆମୂଳ ରାମପୁର, କଳାହାଣ୍ଡି, ୦୭।୧୦: “ଖଣି ଅଞ୍ଚଳରେ କାରଖାନା ନାହିଁ ତ ଖଣି ନାହିଁ” ଏହି ଦାବିକୁ ନେଇ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ ଖଣି ବିରୋଧୀ ଆନ୍ଦୋଳନ ତୀବ୍ର ହୋଇଛି। ଅଞ୍ଚଳର ଜଳ, ଜଙ୍ଗଲ ଓ ଜମି ଉପରେ ଖଣି କାର୍ଯ୍ୟର ପ୍ରଭାବ ସହ ଖଣିଜ ସମ୍ପଦ ଅନ୍ୟତ୍ର ଚାଲାଣ ଏବଂ ସ୍ଥାନୀୟ ଲୋକଙ୍କୁ ପର୍ଯ୍ୟାପ୍ତ ନିଯୁକ୍ତି ନମିଳିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ…

Read More
ଆଜି କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଇ ଗ୍ରାମ ର ବିଶିଷ୍ଟ ଶିକ୍ଷାବିତ ତଥା କରତୁ୍ଠା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ପ୍ରତିଷ୍ଠାତା – ସମୀକ୍ଷା ଖବର

ଆଜି କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଇ ଗ୍ରାମ ର ବିଶିଷ୍ଟ ଶିକ୍ଷାବିତ ତଥା କରତୁ୍ଠା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ପ୍ରତିଷ୍ଠାତା

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ଡ଼ କେଶବ ଚନ୍ଦ୍ର ଦଳାଇ ଙ୍କ ମାତୃଦେବୀ ଦିବଂଗତ କମଳା ଦଳାଇ ଙ୍କ ଏକାଦଶାହ ରେ ଶିକ୍ଷକ ନେତା ସୁବାଷ ଚନ୍ଦ୍ର ସେନାପତି ଙ୍କ ସଭାପତିତ୍ବ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ମାନ୍ୟବର ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଶିଷ୍ଟ କବି ପିତାମ୍ବର ତରାଇ, ଶିକ୍ଷକନେତା ବିନୋଦ ବିହାରୀ ମୁଦୁଲି ,ଡାକ୍ତର ଦେବଦତ୍ତ ସାମନ୍ତରାୟ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କ ସହ ଯୋଗଦାନ କରି ସ୍ମୃତି…

Read More
ଖୋରଧା ରେ ସେବା ସଂକଳ୍ପ ପଦଯାତ୍ରା: ତୃଣମୂଳସ୍ତରରେ ଲୋକଙ୍କ ସହ ଯୋଡ଼ି ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ – ସମୀକ୍ଷା ଖବର

ଖୋରଧା ରେ ସେବା ସଂକଳ୍ପ ପଦଯାତ୍ରା: ତୃଣମୂଳସ୍ତରରେ ଲୋକଙ୍କ ସହ ଯୋଡ଼ି ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ଅକ୍ଟୋବର ୭: ଜନସାଧାରଣଙ୍କ ନିକଟକୁ ସରକାରକୁ ନେଇଯିବା ସହ ତୃଣମୂଳସ୍ତରରେ ଲୋକଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରି ସେମାନଙ୍କ ସମସ୍ୟା, ଆଶା ଓ ଆକାଂକ୍ଷାକୁ ବୁଝିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶାସନ ବ୍ୟବସ୍ଥା କେବଳ ସରକାରୀ କାର୍ଯ୍ୟାଳୟ ଓ ଫାଇଲ୍‌ ମଧ୍ୟରେ ସୀମିତ ନ ରହି ଲୋକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। ଲୋକଙ୍କ ସମସ୍ୟାକୁ ନିକଟରୁ…

Read More
ଭୁବନେଶ୍ୱରରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ୨୪ତମ ଜାତୀୟ ସାମୁଦ୍ରିକ ସର୍ଚ୍ଚ ଏବଂ ରେସକ୍ୟୁ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଛି – ସମୀକ୍ଷା ଖବର

ଭୁବନେଶ୍ୱରରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ୨୪ତମ ଜାତୀୟ ସାମୁଦ୍ରିକ ସର୍ଚ୍ଚ ଏବଂ ରେସକ୍ୟୁ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଛି

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଭୁବନେଶ୍ୱରରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ୨୪ତମ ଜାତୀୟ ସାମୁଦ୍ରିକ ସର୍ଚ୍ଚ ଏବଂ ରେସକ୍ୟୁ (NMSAR) ବୋର୍ଡ ବୈଠକ ଆଜି ଅନୁଷ୍ଠିତ ହୋଇଛି। ବୈଠକର ଅଧ୍ୟକ୍ଷତା ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ପରମେଶ ଶିବମଣି କରିଥିଲେ। ବୈଠକର ମୁଖ୍ୟ ଉଦ୍ଦେଶ୍ୟବୈଠକରେ ଭାରତର ବିଶାଳ ୪.୬ ନିୟୁତ ବର୍ଗ କିଲୋମିଟର Indian Search & Rescue Region ମଧ୍ୟରେ ସାମୁଦ୍ରିକ ଉଦ୍ଧାର ବ୍ୟବସ୍ଥାର ପ୍ରସ୍ତୁତି ଓ କାର୍ଯ୍ୟକ୍ଷମତା ସମୀକ୍ଷା କରାଯାଇଥିଲା। ସମୁଦ୍ରରେ…

Read More
ମୁରିବାହାଲ ମହାବିଦ୍ୟାଳୟରେ ସେବା ପକ୍ଷ ଓ ସେବା ଶପଥ ଗ୍ରହଣ, ଶତାଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନ – ସମୀକ୍ଷା ଖବର

ମୁରିବାହାଲ ମହାବିଦ୍ୟାଳୟରେ ସେବା ପକ୍ଷ ଓ ସେବା ଶପଥ ଗ୍ରହଣ, ଶତାଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:ମୁରିବାହାଲ, ତା ୭/୧୦/୨୬ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟଠାରେ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ସେବା ପକ୍ଷ ଅଭିଯାନ ପାଳନ ସହ ସେବା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ସେବା ଓ ସାମାଜିକ ଦାୟିତ୍ୱ ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ମଞ୍ଚାସୀନ ଅତିଥି ଭାବେ ଯୁବ ରେଡକ୍ରସ…

Read More
ଏବିଭିପି ପୋଷ୍ଟର ଚିରାକୁ ନେଇ ଭବାନୀପାଟଣାରେ ଉତ୍ତେଜନା: ବିଜେଡି କାଉନସିଲରଙ୍କ ଭୂମିକା ନେଇ ଅଭିଯୋଗ – ସମୀକ୍ଷା ଖବର

ଏବିଭିପି ପୋଷ୍ଟର ଚିରାକୁ ନେଇ ଭବାନୀପାଟଣାରେ ଉତ୍ତେଜନା: ବିଜେଡି କାଉନସିଲରଙ୍କ ଭୂମିକା ନେଇ ଅଭିଯୋଗ

ସମୀକ୍ଷା ନ୍ୟୁଜ ବ୍ୟୁରୋ /କଳାହାଣ୍ଡି ଜିଲ୍ଲା: ଭବାନୀପାଟଣା, ୦୭।୧୦: କଲେଜ ନିର୍ବାଚନ ତାରିଖ ନିକଟତର ହେବା ସହ କଳାହାଣ୍ଡି ଜିଲ୍ଲାରେ କ୍ୟାମ୍ପସ ରାଜନୀତି ସରଗରମ ହୋଇଛି। ବୁଧବାର ସନ୍ଧ୍ୟାରେ ଭବାନୀପାଟଣା କଲେଜ ଛକ ନିକଟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ବ୍ୟାନର ଓ ପୋଷ୍ଟର ଚିରାଯିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏବିଭିପି ପକ୍ଷରୁ ଏହି ଘଟଣାରେ ଭବାନୀପାଟଣା ପୌରପାଳିକାର ୭ ନମ୍ବର ୱାର୍ଡର ବିଜେଡି କାଉନସିଲର ଶିବା ସାହୁଙ୍କ ଭୂମିକା ଥିବା ଅଭିଯୋଗ…

Read More
ଆସନ୍ତାକାଲି ଚାଲିବ ବସ୍, ବନ୍ଦ ରହିବ ଅଟୋ: ଓଡ଼ିଶା ବନ୍ଦକୁ ବସ୍ ମାଲିକ ସଂଘର ନା, ଅଟୋ ଚାଳକ ସଂଘର ସମର୍ଥନ – ସମୀକ୍ଷା ଖବର

ଆସନ୍ତାକାଲି ଚାଲିବ ବସ୍, ବନ୍ଦ ରହିବ ଅଟୋ: ଓଡ଼ିଶା ବନ୍ଦକୁ ବସ୍ ମାଲିକ ସଂଘର ନା, ଅଟୋ ଚାଳକ ସଂଘର ସମର୍ଥନ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ବନ୍ଦ ପାଳନ ହେବାକୁ ଥିବା ବେଳେ ବସ୍ ଚଳାଚଳକୁ ନେଇ ଆସିଛି ବଡ଼ ଖବର। ଓଡ଼ିଶା ବନ୍ଦକୁ ସମର୍ଥନ କରୁନାହିଁ ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ। ତେଣୁ ଆସନ୍ତାକାଲି ରାଜ୍ୟରେ ବସ୍ ସେବା ସ୍ୱାଭାବିକ ଭାବେ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘର ମତରେ, ଦିନକ ପାଇଁ ବସ୍ ଚଳାଚଳ ବନ୍ଦ ରହିଲେ ସାଧାରଣ ଲୋକେ ଯାତାୟାତ କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ…

Read More
ଦଳିତ ସାହିତ୍ୟ ସମାଜ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ: ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ବର୍ଦ୍ଧନା – ସମୀକ୍ଷା ଖବର

ଦଳିତ ସାହିତ୍ୟ ସମାଜ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ: ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ ସମ୍ବଲପୁର, ୦୭/୧୦/୨୦୨୬: ସମ୍ବଲପୁରସ୍ଥିତ ଓଡ଼ିଶା ସାଂସ୍କୃତିକ ସମାଜ ପରିସରରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ, ଓଡ଼ିଶା ଶାଖା ପକ୍ଷରୁ ଗତ ୦୬/୧୦/୨୦୨୬ ତାରିଖରେ ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ତଥା ସମ୍ବର୍ଦ୍ଧନା ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଏକାଡେମୀର ଜାତୀୟ ସଭାପତି ପ୍ରଫେସର ଡ. ଏସ୍. ପି. ସୁମନକ୍ଷରଙ୍କ ୮୭ତମ ଜନ୍ମଦିନ ମଧ୍ୟ ଉତ୍ସାହର ସହ ପାଳନ କରାଯାଇଥିଲା। ରାଜ୍ୟ ସଭାପତି ପ୍ରେମରାଜ ନିଆଲ (ନିହାଲ…

Read More
ଆଡ଼ଭାନୀଙ୍କୁ ଭେଟିଲେ ମୋଦୀ – ସମୀକ୍ଷା ଖବର

ଆଡ଼ଭାନୀଙ୍କୁ ଭେଟିଲେ ମୋଦୀ

ସମୀକ୍ଷା ନ୍ୟୁଜ ବ୍ୟୁରୋ /ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ Lal Krishna Advaniଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ମୋଦୀଙ୍କ ସରକାରୀ ନେତୃତ୍ୱରେ ୨୫ ବର୍ଷ ପୂରଣ ହେବାର ଦିନରେ ହୋଇଥିବାରୁ ଏହାର ବିଶେଷ ଗୁରୁତ୍ୱ ରହିଛି। ଆଡ଼ଭାନୀଙ୍କୁ ଭେଟିଲେ ମୋଦୀରିପୋର୍ଟ ଅନୁସାରେ, ମୋଦୀ ଆଡ଼ଭାନୀଙ୍କ ଘରକୁ ଯାଇ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ଏବଂ ତାଙ୍କର ଖବର ନେଇଥିଲେ। ଦୁଇ ନେତାଙ୍କ ଏହି ସାକ୍ଷାତ ଭାଜପାର ପୁରୁଣା…

Read More
ବରଗଡ଼ ଧନୁଯାତ୍ରାରେ କଂସ ପରିବର୍ତନ ତାତି ଜୋର ଧରିଲା – ସମୀକ୍ଷା ଖବର

ବରଗଡ଼ ଧନୁଯାତ୍ରାରେ କଂସ ପରିବର୍ତନ ତାତି ଜୋର ଧରିଲା

ଅବିନାଶ ଗଡତିଆ /ବରଗଡ଼ /ସମୀକ୍ଷା : ଧନୁଯାତ୍ରା ରେ କଂସ କୁ ନେଇ ଲୋକ ମାନଙ୍କ ତୀବ୍ର ଆସନ୍ତୋଷ ଦେଖା ଦେଇଛି। ବରଗଡ ଜିଲ୍ଲା ରେ ଗୌରଭ ପତି ଆଚାର୍ଯ୍ୟ ଓ ତାଙ୍କ ଟିମ ଏ ନେଇ ଜିଲ୍ଲାପାଳ ଆଗରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଲୋକ ମାନଙ୍କ କହିବା ଅନୁସାରେ ବର୍ତମାନ ପରିଚାଳିତ କଂସ ସୁଶୀଳ କୁମାର ମେହେରଙ୍କ ଅଭିନୟ ଭଲ ହଉନି। ତାଙ୍କ ଅଭିନୟ ବିଶ୍ୱ ପ୍ରସିଧ ଧନୁଯାତ୍ରା ପାଇଁ ଉପଯୁକ୍ତ ନୁହଁ। ସେ…

Read More