ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଏମ୍‌ଡିଆର୍‌ଏଏଫ୍‌ଏମ୍‌ରେ ଇଣ୍ଡକ୍ସନ୍ ଟ୍ରେନିଂ ସମାପ୍ତ – ସମୀକ୍ଷା ଖବର

ଏମ୍‌ଡିଆର୍‌ଏଏଫ୍‌ଏମ୍‌ରେ ଇଣ୍ଡକ୍ସନ୍ ଟ୍ରେନିଂ ସମାପ୍ତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ମାଲକାନଗିରି, ୦୭/୧୯/୨୬: ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ (MDRAFM), ଭୁବନେଶ୍ୱରରେ ଅନୁଷ୍ଠିତ ଇଣ୍ଡକ୍ସନ୍ ଟ୍ରେନିଂ କାର୍ଯ୍ୟକ୍ରମର ଆଜି ସମାପନ ହୋଇଛି। ଏହି ପ୍ରଶିକ୍ଷଣ କେବଳ ବୃତ୍ତିଗତ ଜ୍ଞାନ ଓ କାର୍ଯ୍ୟଦକ୍ଷତା ବୃଦ୍ଧିରେ ସୀମିତ ନ ରହି, ପ୍ରଶିକ୍ଷାର୍ଥୀମାନଙ୍କୁ ପରସ୍ପରଠାରୁ ଶିଖିବା, ଅଭିଜ୍ଞତା ବାଣ୍ଟିବା ଏବଂ ନୂଆ ବନ୍ଧୁତ୍ୱ ଗଢ଼ିବାର ସୁଯୋଗ ଦେଇଥିଲା। ପ୍ରଶିକ୍ଷଣ ଅବଧିରେ ବିଭିନ୍ନ ବିଷୟ ଉପରେ ଅଧିବେଶନ, ଆଲୋଚନା, ବିଭିନ୍ନ କାର୍ଯ୍ୟକଳାପ ଓ…

Read More
ଖଇରପୁଟ ବ୍ଲକରେ ସେବା ସେତୁ ଅଭିଯାନ ସମ୍ପନ୍ନ: ଭିନ୍ନକ୍ଷମଙ୍କୁ ସହାୟତା ସହ ହିତାଧିକାରୀଙ୍କୁ ମିଳିଲା ତତ୍କାଳୀନ ସରକାରୀ ସୁବିଧା – ସମୀକ୍ଷା ଖବର

ଖଇରପୁଟ ବ୍ଲକରେ ସେବା ସେତୁ ଅଭିଯାନ ସମ୍ପନ୍ନ: ଭିନ୍ନକ୍ଷମଙ୍କୁ ସହାୟତା ସହ ହିତାଧିକାରୀଙ୍କୁ ମିଳିଲା ତତ୍କାଳୀନ ସରକାରୀ ସୁବିଧା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ଖଇରପୁଟ, ୦୭/୧୦/୨୬:ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପଞ୍ଚାୟତ ସମିତି ସ୍ତରରେ ସେବା ସେତୁ ଅଭିଯାନ ସହ ଏକ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ନରସିଂହ ମାଡ଼କାମୀ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଘ୍ନ କିର୍ଷାନି, ପୂର୍ବତନ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସୀସା ଏବଂ ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅର୍ପିତା…

Read More
ନୂଆପଡ଼ାରେ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ‘ନମୋ ସେବା ଗାଥା’ ପଥପ୍ରାନ୍ତ ନାଟକ ପରିବେଷିତ – ସମୀକ୍ଷା ଖବର

ନୂଆପଡ଼ାରେ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ‘ନମୋ ସେବା ଗାଥା’ ପଥପ୍ରାନ୍ତ ନାଟକ ପରିବେଷିତ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା ସମୀକ୍ଷା ନ୍ୟୁଜ: ନୂଆପଡ଼ା, ୦୬/୧୦: : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ପାଳନ ଅବସରରେ ଦେଶବ୍ୟାପୀ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ–୨୦୨୬’ ପରିପ୍ରେକ୍ଷୀରେ ନୂଆପଡ଼ାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନମୋ ସେବା ଗାଥା’ ଶୀର୍ଷକ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଏହି…

Read More
କୋମନା: ଗାଁର ଡ୍ରେନ ସଫା କରି ସ୍ୱଚ୍ଛତାର ବାର୍ତ୍ତା ଦେଲେ ସ୍ବେଛାସେବୀ – ସମୀକ୍ଷା ଖବର

କୋମନା: ଗାଁର ଡ୍ରେନ ସଫା କରି ସ୍ୱଚ୍ଛତାର ବାର୍ତ୍ତା ଦେଲେ ସ୍ବେଛାସେବୀ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା ସମୀକ୍ଷା ନ୍ୟୁଜ: କୋମନା/ନୂଆପଡା-07-10-2026 : ନୂଆପଡା ଜିଲ୍ଲା କୋମନା ବ୍ଲକ ଲଖନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁରଲୀବାହାଳୀ ଗ୍ରାମଠାରେ ସମାଜସେବୀ ଶାବିର ହୁସେନଙ୍କ ନେତୃତ୍ୱ ରେ ଡ୍ରେନ ଓ ଗାଁ ରାସ୍ତା ସଫେଇ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଗାଁ ର ଯୁବ ସାଥୀ ସୁରେନ୍ଦ୍ର ସୁନାନୀ, କୃଷ୍ଣ ସୁନା, ସାନ ସୁନା, ରାଜେଶ ସୁନା ସହଯୋଗ କରିଥିଲେ।”ସ୍ବଚ୍ଛତା ହ ସେବା” ହେଉଛ ଏକ ଜାତୀୟ ସ୍ବଚ୍ଛତା ଅଭିଯାନ, ଯାହା ଦେଶରେ…

Read More
ଅଦ୍ଭୁତ ଦୃଶ୍ୟ: ବାଲିକୁଦାରେ ଗଛ ଗଣ୍ଡିଟି ଫାଟି ଦିଫାଳ – ସମୀକ୍ଷା ଖବର

ଅଦ୍ଭୁତ ଦୃଶ୍ୟ: ବାଲିକୁଦାରେ ଗଛ ଗଣ୍ଡିଟି ଫାଟି ଦିଫାଳ

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର, 07/10/2026(ନି. ପ୍ର ):ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଶୋଭା ଗ୍ରାମ ରାସ୍ତା କଡରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି | ଗୋଟିଏ ଚାକୁଣ୍ଡା ଗଛଗଣ୍ଡି ଫାଟି ଦିଫାଳ ହୋଇଯାଇଛି |l ସଖାଳ ଚାଲିବା ସମୟରେ କେହି ଜଣେ ଭଦ୍ର ମହିଳା କହିବାର ଶୁଣିବାକୁ ମିଳିଲା ଗଛ ଗଣ୍ଡିଟି ଫାଟି ଯାଇଛି | ଖବର ନେଲାରୁ ଜଣାପଡିଲା ପଡୋଶୀ ଭଦ୍ରମହିଳା ଜଣକ ଥିଲେ ମିନତୀ…

Read More
୮୪ ବର୍ଷୀୟ ବୃଦ୍ଧାଙ୍କ ୯ ମାସର ଭତ୍ତା ଟଙ୍କା ଆତ୍ମସାତ ଅଭିଯୋଗ – ସମୀକ୍ଷା ଖବର

୮୪ ବର୍ଷୀୟ ବୃଦ୍ଧାଙ୍କ ୯ ମାସର ଭତ୍ତା ଟଙ୍କା ଆତ୍ମସାତ ଅଭିଯୋଗ

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ: ବଲାଙ୍ଗୀର, ୦୭.୧୦.୨୦୨୬ସରକାର ବୃଦ୍ଧ, ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ନିୟମିତ ଭତ୍ତା ପ୍ରଦାନ କରୁଛନ୍ତି। କିନ୍ତୁ ତୃଣମୂଳ ସ୍ତରରେ ଏହି ଯୋଜନାର ଟଙ୍କା ବଣ୍ଟନରେ ଅନିୟମିତତା ହେଉଥିବା ଅଭିଯୋଗ ପୁଣିଥରେ ସାମ୍ନାକୁ ଆସିଛି। ତୁରେକେଲା ବ୍ଲକ ଅନ୍ତର୍ଗତ କୁଇବାହାଲ ଗ୍ରାମପଞ୍ଚାୟତର ବାଞ୍ଜିପାଲି ଗାଁର ୮୪ ବର୍ଷୀୟ ବୃଦ୍ଧା ଫଗୁନି ଧାରୁଆଙ୍କ ନଅ ମାସର ଭତ୍ତା ଟଙ୍କା ପ୍ରଦାନ ନକରି ଆତ୍ମସାତ କରାଯାଇଥିବା ନେଇ…

Read More
ବ୍ୟାଙ୍କ ଅଫ୍ ଇଣ୍ଡିଆର ୮୮ତମ ଶାଖା ସାଲେପୁରରେ ଉଦଘାଟିତ – ସମୀକ୍ଷା ଖବର

ବ୍ୟାଙ୍କ ଅଫ୍ ଇଣ୍ଡିଆର ୮୮ତମ ଶାଖା ସାଲେପୁରରେ ଉଦଘାଟିତ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ: ସାଲେପୁର, ୫/୧୦: ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ୮୮ତମ ଶାଖା ସାଲେପୁରରେ ଉଦଘାଟିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ଭୁବନେଶ୍ଵର ମହାପ୍ରବନ୍ଧକ ମୁତା ବିରା ଭେଙ୍କଟ ବାଙ୍ଗାରାଜୁ ଓ ଭୁବନେଶ୍ଵର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲ୍ଲିକଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଲେପୁର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଯଥା ନବକିଶୋର କର, ରାଜେନ୍ଦ୍ର କୁମାର ମଲ୍ଲ, ପ୍ରଦୀପ୍ତ କୁମାର…

Read More
ସୁରଭି ମଞ୍ଚରେ ଫୁଟିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା:କ. ନୂଆଗାଁ ଉତ୍ସବମୁଖର – ସମୀକ୍ଷା ଖବର

ସୁରଭି ମଞ୍ଚରେ ଫୁଟିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା:କ. ନୂଆଗାଁ ଉତ୍ସବମୁଖର

.ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ: ନୂଆଗାଁ – କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସୁରଭି କାର୍ଯ୍ୟକ୍ରମକୁ ସିଆରସିସି ସୁଶାନ୍ତ କୁମାର ସାହୁ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋଜ କୁମାର ରଥ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ…

Read More
ଝାରସୁଗୁଡ଼ା- ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ: ସାଟେଲାଇଟ୍ ହସ୍ପିଟାଲକୁ ନେଇ ଗର୍ଜିଲା ବିଜେଡି’ – ସମୀକ୍ଷା ଖବର

ଝାରସୁଗୁଡ଼ା- ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ: ସାଟେଲାଇଟ୍ ହସ୍ପିଟାଲକୁ ନେଇ ଗର୍ଜିଲା ବିଜେଡି’

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ: ଝାରସୁଗୁଡ଼ା,୭/୯ : ଝାରସୁଗୁଡ଼ା ମଙ୍ଗଳବଜାରସ୍ଥିତ ସାଟେଲାଇଟ୍ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଦୁର୍ବ୍ୟବହାର, ଜରୁରୀକାଳୀନ ଚିକିତ୍ସାରେ ଅବହେଳା ଏବଂ ଡାକ୍ତର ଓ କର୍ମଚାରୀଙ୍କ ଦାୟିତ୍ୱହୀନତା ନେଇ ଅଭିଯୋଗ ତୀବ୍ର ହୋଇଛି l ଏହାକୁ ନେଇ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦାବିପତ୍ର ପ୍ରଦାନ କରିଛି l ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଦାବିପତ୍ର…

Read More
ସୁନ୍ଦରଗଡ: ପାଞ୍ଚ ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ। ବନ୍ଧମୁଣ୍ଡା ଫୁଟବଲ ଦଳ ଚମ୍ପିୟାନ – ସମୀକ୍ଷା ଖବର

ସୁନ୍ଦରଗଡ: ପାଞ୍ଚ ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ। ବନ୍ଧମୁଣ୍ଡା ଫୁଟବଲ ଦଳ ଚମ୍ପିୟାନ

ପ୍ରଦୀପ ଜିତ /ସମୀକ୍ଷା ନ୍ୟୁଜ /ବଣାଇ -୬/୧୦ :ସୁନ୍ଦରଗଡ ଜିଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଗୋପନା ପଞ୍ଚାୟତ ଛିଡା କୁଦର ଶେବାଶ୍ରମ ମିନି ଷ୍ଟାଡିୟମଗ୍ରାମ ଠାରେ ହଂସନନ୍ଦନ କ୍ଲବ ପଟାସାହି ପକ୍ଷରୁ ଚାଲିଥିବା ଚତୁର୍ଦଶ(୧୪) ତମ ପାଞ୍ଚ ଦିନିଆ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି।ଏହି ପାଞ୍ଚ ଦିନିଆ ଫୁଟବଲ ପ୍ରତିଯୋଗିତାରେ ୩୨ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଏହାର ଫାଇନାଲ ଖେଳ ରେ ବଡ଼ ବାଗାନ ନନ୍ଦାପଡା ଦଳ କୁ…

Read More