ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଆପଣ ଜାଣିଛନ୍ତି କି ଭୂସ୍ଖଳନ କାହିଁକି ହୁଏ ? – ସମୀକ୍ଷା ଖବର

ଆପଣ ଜାଣିଛନ୍ତି କି ଭୂସ୍ଖଳନ କାହିଁକି ହୁଏ ?

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ (Landslide) ହେଉଛି ମାଟି, ପଥର ଓ ଶିଳାଖଣ୍ଡ ଢାଲୁ ଭୂମିରୁ ତଳକୁ ଖସିଯିବାର ଏକ ପ୍ରାକୃତିକ ଘଟଣା। ଏହା ପ୍ରାକୃତିକ କାରଣ ସହିତ ମଣିଷର କାର୍ଯ୍ୟକଳାପ ଯୋଗୁଁ ମଧ୍ୟ ହୋଇଥାଏ।ଭୂସ୍ଖଳନର ପ୍ରମୁଖ କାରଣ୧. ଅତ୍ୟଧିକ ବର୍ଷା: ପାହାଡ଼ିଆ ଅଞ୍ଚଳରେ ଲଗାତାର କିମ୍ବା ଅତ୍ୟଧିକ ବର୍ଷା ହେଲେ ମାଟିରେ ପାଣି ପ୍ରବେଶ କରେ। ଫଳରେ ମାଟି ଭାରୀ ଓ ଦୁର୍ବଳ ହୋଇ ପାହାଡ଼ର ଢାଲରୁ ତଳକୁ ଖସିପାରେ।…

Read More
ଆସ ବୁଲିଯିବା କେନ୍ଦୁଝର ଜିଲ୍ଲା – ସମୀକ୍ଷା ଖବର

ଆସ ବୁଲିଯିବା କେନ୍ଦୁଝର ଜିଲ୍ଲା

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ: ଶୀତଋତୁ ଆଗମନ ସହିତ ଓଡ଼ିଶାରେ ପର୍ଯ୍ୟଟନ ଋତୁ (Tourism Season) ଆରମ୍ଭ ହେବାକୁ ଯାଉଛି। ସାଧାରଣତଃ ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟକୁ ଓଡ଼ିଶା ବୁଲିବା ପାଇଁ ସବୁଠାରୁ ଉତ୍ତମ ସମୟ ବୋଲି ଧରାଯାଏ। ଏହି ସମୟରେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୁଦ୍ରକୂଳ, ଜଳପ୍ରପାତ ଏବଂ ଐତିହାସିକ ସ୍ଥାନଗୁଡ଼ିକ ପର୍ଯ୍ୟଟକମାନଙ୍କୁ ବେଶ୍ ଆକର୍ଷିତ କରିଥାଏ। 🟦ଆଜି ଆସନ୍ତୁ ଜାଣିବା କେନ୍ଦୁଝର ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ…

Read More
କନ୍ଧମାଳ – ଭୋଟର ତାଲିକାରେ ନାମ ସାମିଲ ପାଇଁ ଆଉ ହେଲା ସରଳ ବ୍ୟବସ୍ଥା – ସମୀକ୍ଷା ଖବର

କନ୍ଧମାଳ – ଭୋଟର ତାଲିକାରେ ନାମ ସାମିଲ ପାଇଁ ଆଉ ହେଲା ସରଳ ବ୍ୟବସ୍ଥା

ମହେଶ୍ୱର ଡିଗାଲ /ସବଡ଼ିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ : କନ୍ଧମାଳ ,ତା, ୦୪/୧୦: :ଭୋଟର ତାଲିକାରେ ନାମ ସାମିଲ, ସଂଶୋଧନ ଓ ଆବେଦନ ପ୍ରକ୍ରିୟା ସମ୍ପର୍କରେ ଅତିରିକ୍ତ ଘୋଷଣା ଜାରି କରାଯାଇଛି.କନ୍ଧମାଳ ଜିଲ୍ଲାର ନୂତନ ଓ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ନାଗରିକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଭୋଟର ତାଲିକାରେ ନାମ ସାମିଲ ପ୍ରକ୍ରିୟାକୁ ଆହୁରି ସରଳ କରିଛନ୍ତି ଭାରତ ନିର୍ବାଚନ ଆୟୋଗ। ଏଣିକି ଫର୍ମ-୬ ଦାଖଲ ସମୟରେ ୨୦୦୨ ମସିହାର ଭୋଟର ତାଲିକା…

Read More
ନବରଙ୍ଗପୁର-ପୁଣି ଆରମ୍ଭ ହେଲାଣି ବାଲିମାଫିଆଙ୍କ ରାଜତ୍ୱ – ସମୀକ୍ଷା ଖବର

ନବରଙ୍ଗପୁର-ପୁଣି ଆରମ୍ଭ ହେଲାଣି ବାଲିମାଫିଆଙ୍କ ରାଜତ୍ୱ

ବସନ୍ତ ପେଗଡ଼/ବରିଷ୍ଠ ସାମ୍ବାଦିକ /କୋରାପୁଟ/ସମୀକ୍ଷା ନ୍ୟୁଜ:ନବରଙ୍ଗପୁର ଜ଼ିଲ୍ଲା କୋଷାଗୁମୁଡା ବ୍ଲକ ଏବଂ କୋଡୀଙ୍ଗା ତହସିଲ ଅଞ୍ଚଳରେ ଅବାଧରେ ଚାଲିଛି ବେଆଇନ ବାଲି ଚାଲାଣ l କିଛି ସମୟ ପୂର୍ବରୁ ପ୍ରଶାସନ କେତେକ ବେଆଇନ ବାଲିଚାଲାଣ କାରୀଙ୍କ ଟିପ୍ପର, ହାଇୱା ଇତ୍ୟାଦି ଜବତ କରିଥିଲେ, ପରବର୍ତ୍ତୀ ସମୟରେ ଜୋରିମାନା ଆଦାୟ କରି ଛାଡିଦିଆଯାଇଥିଲା l ଅଳ୍ପ କେଇଦିନ ଚୁପ ରହିବା ପରେ ପୂଣି ଆରମ୍ଭ ହୋଇଛି ମାଫିଆଙ୍କ ଦ୍ୱାରା ଦିନ ରାତି ଛତିଶଗଡକୁ ଚୋରା ବାଲିଚାଲାଣ l କୋଡୀଙ୍ଗା…

Read More
କ୍ୟାପଟେନ୍ ଙ୍କ ସ୍ମିତ୍ ମଚ୍ଛରଙ୍କ ସାହସ ବିଶ୍ୱରେ ଭାରତୀୟ ପାଇଲଟଙ୍କ ସମ୍ମାନ ବଢ଼େଇ ଦେଇଛି – ସମୀକ୍ଷା ଖବର

କ୍ୟାପଟେନ୍ ଙ୍କ ସ୍ମିତ୍ ମଚ୍ଛରଙ୍କ ସାହସ ବିଶ୍ୱରେ ଭାରତୀୟ ପାଇଲଟଙ୍କ ସମ୍ମାନ ବଢ଼େଇ ଦେଇଛି

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଭାରତ ବାହାରେ ରହୁଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ #କନୁପ୍ରିୟା_ଅଗ୍ରୱାଲ୍ ଏକ ଅନୁଭୂତି ବାଣ୍ଟିଛନ୍ତି। ସେ କହିଛନ୍ତି ଯେ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ବହୁଚର୍ଚ୍ଚିତ ଘଟଣା ପରେ ଭାରତୀୟ ପାଇଲଟ୍‌ମାନେ ଯେଉଁ ସ୍ୱୀକୃତି ଓ ସମ୍ମାନ ପାଉଛନ୍ତି, ତାହା ଏହି ଅନୁଭୂତି ସହ ଜଡ଼ିତ। 🩵ବିମାନବନ୍ଦରରେ ଲୋକଙ୍କ ଉତ୍ସାହ: ଅଗ୍ରୱାଲ୍‌ଙ୍କ କହିବାନୁସାରେ, ସେ ନିକଟରେ ଏକ ବିମାନବନ୍ଦରକୁ ଯାଇଥିଲେ। ସେଠାରେ ସେ ଜଣେ ଭାରତୀୟ ପାଇଲଟ୍ ବୋଲି ଜାଣିବା ପରେ ଲୋକମାନେ…

Read More
ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ଦାସଙ୍କୁ ଆକ୍ରମଣ ଘଟଣାକୁ ଆଇଜେୟୁର ନିନ୍ଦା: ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି – ସମୀକ୍ଷା ଖବର

ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ଦାସଙ୍କୁ ଆକ୍ରମଣ ଘଟଣାକୁ ଆଇଜେୟୁର ନିନ୍ଦା: ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଖଗେନ୍ଦ୍ର କୁମାର ନାୟକ /ଜିଲ୍ଲା ପ୍ରତିନିଧି /ମୟୁରଭଞ୍ଜ /ସମୀକ୍ଷା ନ୍ୟୁଜ: ବାରିପଦା ତା 5/10: ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ସାମ୍ବାଦିକ ତଥା ଓଡ଼ିଶା ଜର୍ଣ୍ଣାଲିଷ୍ଟସ ୟୁନିୟନ (ଓଜେୟୁ)ର ସଦସ୍ୟ କ୍ଷୀରୋଦ ଚନ୍ଦ୍ର ଦାସଙ୍କ ଉପରେ ହୋଇଥିବା ଆକ୍ରମଣକୁ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟସ ୟୁନିୟନ (ଆଇଜେୟୁ) ତୀବ୍ର ନିନ୍ଦା କରିଛି। ଘଟଣାର ନିରପେକ୍ଷ ଓ ସମୟବଦ୍ଧ ତଦନ୍ତ କରି ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ଆଇଜେୟୁ ଦାବି କରିଛି। ଆଇଜେୟୁ ପକ୍ଷରୁ ଜାରି ପ୍ରେସ…

Read More
​ ଧାମନଗର-ଉଜୁଡିଗଲା ଧାନ ବିଲ, ଚରୁଛନ୍ତି ଗୋରୁ: ବନ୍ୟା ଦାଉରୁ ଚାଷୀ ସର୍ବସ୍ୱାନ୍ତ – ସମୀକ୍ଷା ଖବର

​ ଧାମନଗର-ଉଜୁଡିଗଲା ଧାନ ବିଲ, ଚରୁଛନ୍ତି ଗୋରୁ: ବନ୍ୟା ଦାଉରୁ ଚାଷୀ ସର୍ବସ୍ୱାନ୍ତ

​ ରତିକାନ୍ତ ନାୟକ /ଧାମନଗର /ସମୀକ୍ଷା ନିୟୁଜ: ଧାମନଗର ତା ୫/୧୦: ବୈତରଣୀ ନଦୀ ସହିତ ଅନ୍ୟାନ୍ୟ ନଦୀରେ କ୍ରମାଗତ ବନ୍ୟା ଓ ଜଳବନ୍ଦୀ ସ୍ଥିତି ଯୋଗୁଁ ଚଳିତ ଧୂଷୁରୀ ଅଞ୍ଚଳରେ ଅଞ୍ଚଳର ଚାଷୀମାନେ ଅତ୍ୟନ୍ତ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ପବିତ୍ର ଆଶ୍ୱିନ ମାସରେ ଯେଉଁ ସମୟରେ ବିଲରେ ଧାନ ଫସଲ ହସୁଥିବା କଥା, ସେହି ସମୟରେ ଜମିଗୁଡ଼ିକ ସମ୍ପୂର୍ଣ୍ଣ ଧାନଶୂନ୍ୟ ହୋଇ ପଡ଼ିରହିଛି। ଫସଲ ନଷ୍ଟ ହୋଇଯିବା ପରେ ଏବେ ସେହି ଶୂନ୍ୟ ବିଲରେ ଗୋରୁ…

Read More
ସବୁଜ ପରିବେଶ ଗଠନ ସହ ପ୍ରକୃତି ସୁରକ୍ଷାର ମହତ୍ତ୍ୱ ବୁଝାଇଲେ ସେଵା, ଚାଙ୍ଗୁରୁବାଲି ବିଦ୍ୟାଳୟରେ ଲାଗିଲା ବିଭିନ୍ନ ପ୍ରକାର ଚାରା – ସମୀକ୍ଷା ଖବର

ସବୁଜ ପରିବେଶ ଗଠନ ସହ ପ୍ରକୃତି ସୁରକ୍ଷାର ମହତ୍ତ୍ୱ ବୁଝାଇଲେ ସେଵା, ଚାଙ୍ଗୁରୁବାଲି ବିଦ୍ୟାଳୟରେ ଲାଗିଲା ବିଭିନ୍ନ ପ୍ରକାର ଚାରା

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ : ବାଲିଗୁଡ଼ା, ତା, ୦୩/୧୦: ସେବା ପକ୍ଷ ପାଳନ ଅବସରରେ ବାଲିଗୁଡା ବ୍ଲକ ଚାଙ୍ଗୁରୁବାଲି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପରିବେଶ ସୁରକ୍ଷା ସହ ସବୁଜିମା ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ବିଦ୍ୟାଳୟ ପରିସରରେ ବିଭିନ୍ନ ଚାରାରୋପଣ କରାଯାଇଥିଲା l ଏହି ଅବସରରେ କଳ୍ପନା କହଁର, ଶକ୍ତିକେନ୍ଦ୍ର ପ୍ରମୁଖ ସୀତାରାମ ବିଶୋୟୀ, ବୁଥ୍ ସଭାପତି ଦାମ…

Read More
ଝାରସୁଗୁଡ଼ା- ବୁରୋମାଲ ଶ୍ମଶାନରେ ରକ୍ଷଣାବେକ୍ଷଣ ଅଭାବ: ଭାଙ୍ଗିଲାଣି ପାଚେରୀ, ନାହିଁ ସ୍ଥାୟୀ ଜଗୁଆଳୀ – ସମୀକ୍ଷା ଖବର

ଝାରସୁଗୁଡ଼ା- ବୁରୋମାଲ ଶ୍ମଶାନରେ ରକ୍ଷଣାବେକ୍ଷଣ ଅଭାବ: ଭାଙ୍ଗିଲାଣି ପାଚେରୀ, ନାହିଁ ସ୍ଥାୟୀ ଜଗୁଆଳୀ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା: ଝାରସୁଗୁଡ଼ା, ୫/୧୦ : ମୃତ୍ୟୁ ପରେ ମଣିଷର ଶେଷ ଠିକଣା ଶ୍ମଶାନ। ଏଠାରେ ମଣିଷ ନିଜ ପରିଜନଙ୍କୁ ଶେଷ ବିଦାୟ ଦେଇଥାଏ l ତେଣୁ ଶ୍ମଶାନ କେବଳ ଏକ ଦାହସ୍ଥଳ ନୁହେଁ, ଏହା ମାନବିକ ସମ୍ବେଦନା ଓ ଶେଷ ସମ୍ମାନ ସହ ଜଡ଼ିତ ଏକ ପବିତ୍ର ସ୍ଥାନ l କିନ୍ତୁ ଏହି ସ୍ଥାନଟି ଯଦି ଅପରିଚ୍ଛନ୍ନତା, ଅବ୍ୟବସ୍ଥା ଓ ଅବହେଳାର ଶିକାର ହୁଏ, ତେବେ ଏହା କେବଳ ପ୍ରଶାସନିକ…

Read More
୧.୬୧ ଲକ୍ଷ ଟଙ୍କାର ବିବାଦୀୟ ବିଦ୍ୟୁତ୍ ବିଲ୍ ଖାରଜ : ଟିପିଏସ୍ଓଡିଏଲ୍‌କୁ ୨୦ ହଜାର ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ – ସମୀକ୍ଷା ଖବର

୧.୬୧ ଲକ୍ଷ ଟଙ୍କାର ବିବାଦୀୟ ବିଦ୍ୟୁତ୍ ବିଲ୍ ଖାରଜ : ଟିପିଏସ୍ଓଡିଏଲ୍‌କୁ ୨୦ ହଜାର ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ: ରାୟଗଡ଼ା/ପଦ୍ମପୁର, ୫/୧୦: ବିଦ୍ୟୁତ୍ ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ରାୟଗଡ଼ା ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ। ଟିପି ସାଉଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିଏସ୍ଓଡିଏଲ୍) ପକ୍ଷରୁ ଜଣେ ଉପଭୋକ୍ତାଙ୍କ ଉପରେ ଲଗାଯାଇଥିବା ୧ ଲକ୍ଷ ୬୧ ହଜାର ୭୯୯ ଟଙ୍କାର ବକେୟା ବିଦ୍ୟୁତ୍ ବିଲ୍‌କୁ ଆୟୋଗ ଖାରଜ କରିଛନ୍ତି। ଏଥିସହ ସେବାରେ ଅବହେଳା ଓ ମାନସିକ ନିର୍ଯାତନା ପାଇଁ ୧୫…

Read More