ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ନିଜସ୍ୱ ବେପାର ଆରମ୍ଭ କରିବାକୁ ଚାହୁଁଛନ୍ତି କି..?? – ସମୀକ୍ଷା ଖବର

ନିଜସ୍ୱ ବେପାର ଆରମ୍ଭ କରିବାକୁ ଚାହୁଁଛନ୍ତି କି..??

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ନିଜସ୍ୱ ବେପାର ଆରମ୍ଭ କରିବାକୁ କେବଳ ଟଙ୍କା ନୁହେଁ, ଠିକ୍ ଯୋଜନା, ବଜାର ବିଷୟରେ ଜ୍ଞାନ ଏବଂ ଧୈର୍ଯ୍ୟ ଆବଶ୍ୟକ। ଛୋଟ ଭାବରେ ଆରମ୍ଭ କରି ଧୀରେ ଧୀରେ ବ୍ୟବସାୟ ବଢ଼ାଇବା ଅଧିକ ସୁରକ୍ଷିତ ପଦ୍ଧତି।୧. ନିଜର ବ୍ୟବସାୟ ଧାରଣା ବାଛନ୍ତୁପ୍ରଥମେ ଭାବନ୍ତୁ—ଆପଣ କେଉଁ କାମ ଭଲ ଭାବରେ କରିପାରନ୍ତି?ଆପଣଙ୍କ ଅଞ୍ଚଳରେ ଲୋକଙ୍କର କେଉଁ ଜିନିଷର ଚାହିଦା ଅଧିକ?କେତେ ଟଙ୍କାରେ ଆରମ୍ଭ କରିପାରିବେ?ଆପଣଙ୍କ ପାଖରେ ସମୟ ଓ ଆବଶ୍ୟକ କୌଶଳ…

Read More
ଓଡ଼ିଶା କର୍ମଜିବୀ ସାମ୍ବାଦିକ ସଂଘ ର ୧୫ ତମ ପ୍ରତିଷ୍ଠା ଦିବସ ଓ ନୁଆଖାଇ ଭେଟ ଘାଟ ଅନୁଷ୍ଟିତ – ସମୀକ୍ଷା ଖବର

ଓଡ଼ିଶା କର୍ମଜିବୀ ସାମ୍ବାଦିକ ସଂଘ ର ୧୫ ତମ ପ୍ରତିଷ୍ଠା ଦିବସ ଓ ନୁଆଖାଇ ଭେଟ ଘାଟ ଅନୁଷ୍ଟିତ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ବରଗଡ଼ ୫। ୧୦: ବରଗଡ଼ ରେଲୱେ ଷ୍ଟେସନ ରୋଡ ନିକଟସ୍ଥ ଆପ୍ରାଇଜ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପରିସରରେ ଓଡ଼ିଶା କର୍ମଜିବୀ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସଂଘ ର ୧୫ତମ ପ୍ରତିଷ୍ଠା ଦିବସ ଓ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି ।ସଂଘ ର ସଭାପତି ଆଶୁତୋଷ ରଥଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ…

Read More
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ – ସମୀକ୍ଷା ଖବର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ମୟୂରଭଞ୍ଜ, ୫/୧୦/୨୬ – ବେତନଟୀ ସବଡିଭିଜନ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର (ଏସ୍ଡ଼ିଓ) ଅରବିନ୍ଦ ମହାନ୍ତିଙ୍କ ଘରେ ଓ ଅଫିସରେ ସୋମବାର ସକାଳୁ ରେଡ୍ କରିଛି ଭିଜିଲାନ୍ସ ଟିମ । ମୟୂରଭଞ୍ଜ ବେତନଟୀ ଆର୍ ଆଣ୍ଡ୍ ବି ସବ୍ ଡିଭିଜନ୍ ର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ହେଉଛନ୍ତି ଅରବିନ୍ଦ ମହାନ୍ତି । ଆୟ ତୁଳନାରେ ମାତ୍ରାଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଏହି ତଲାସୀ ଚାଲିଛି । ଖବର…

Read More
ନୀତି ଆୟୋଗର ଉପାଧ୍ଯକ୍ଷ ଡ. ଅଶୋକ କୁମାର ଲାହିରୀଙ୍କ ପାରାଦୀପ ବନ୍ଦର ପ୍ରାଧୂକରଣ ପରିଦର୍ଶନ – ସମୀକ୍ଷା ଖବର

ନୀତି ଆୟୋଗର ଉପାଧ୍ଯକ୍ଷ ଡ. ଅଶୋକ କୁମାର ଲାହିରୀଙ୍କ ପାରାଦୀପ ବନ୍ଦର ପ୍ରାଧୂକରଣ ପରିଦର୍ଶନ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ନୀତି ଆୟୋଗର ଉପାଧ୍ଯକ୍ଷ ଡ. ଅଶୋକ କୁମାର ଲାହିରୀଙ୍କ ପାରାଦୀପ ବନ୍ଦର ପ୍ରାଧୂକରଣ ପରିଦର୍ଶନ,ଭୁବନେଶ୍ବର ବିମାନବନ୍ଦରରେ ପାରାଦୀପ ବନ୍ଦର ପ୍ରାଧୂକରଣର ଅର୍ଥ ପରାମର୍ଶଦାତା ଓ ମୁଖ୍ୟ ହିସାବ ଅଧୂକାରୀ ଶ୍ରୀ ଅଶୋକ କୁମାର ସାହୁ ଡ. ଲାହିରୀଙ୍କୁ ସ୍ବାଗତ କରିଥିଲେ। ପରବର୍ତ୍ତୀ ସମୟରେ ଡ. ଲାହିରୀ ହେଲିକପ୍ଟର ଯୋଗେ ପାରାଦୀପର ଗୋପବନ୍ଧୁ ଷ୍ଟାଡିୟମ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରେ ପାରାଦୀପ ବନ୍ଦର ପ୍ରାଧୂକରଣର ଉପାଧ୍ୟକ୍ଷ ଶ୍ରୀ ଟି. ଭେନୁ…

Read More
ଆଜି ବିଶ୍ୱ ପ୍ରସିଦ୍ଧ ବାଘୁଣୀ ଖଇରୀ ଜନ୍ମଦିନ – ସମୀକ୍ଷା ଖବର

ଆଜି ବିଶ୍ୱ ପ୍ରସିଦ୍ଧ ବାଘୁଣୀ ଖଇରୀ ଜନ୍ମଦିନ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ : ମୟୂରଭଞ୍ଜ/ ସମୀକ୍ଷା ନ୍ୟୁଜ: ୫/୧୦/୨୬ – ଯଶୀପୁରର କୁମ୍ଭୀର ପ୍ରକଳ୍ପ ଓ ପୋଷାବାଘୁଣୀ ‘ଖଇରୀ’ ମୟୂରଭଞ୍ଜ ଓ ଶିମିଳିପାଳକୁ ଦେଶ-ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଶୀତୁଆ ସକାଳ ଅକ୍ଟୋବର ୫, ୧୯୭୪ରେ ଖଡ଼ିଆ ସମ୍ପ୍ରଦାୟର ଲୋକମାନେ ଜେନାବିଲ ରେଞ୍ଜର ଖଇରୀ-ଭଣ୍ଡନ ନଦୀକୂଳରୁ ଏହି ବାଘ ଶାବକକୁ ଉଦ୍ଧାର କରି ଯଶୀପୁର ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ତା’ପରେ ଖଇରୀ ହୋଇଥିଲା ଶିମିଳିପାଳର ଏକ ନିଆରା…

Read More
ବରଗଡ଼ରେ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ୨୦୨୬-୨୭’ର ଶୁଭାରମ୍ଭ: ପ୍ରଥମ ପର୍ଯ୍ୟାୟରେ ମୋଟ ୭୦୦ ଜଣ ବରିଷ୍ଠ ନାଗରିକ କଲେ ଯାତ୍ରା – ସମୀକ୍ଷା ଖବର

ବରଗଡ଼ରେ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ୨୦୨୬-୨୭’ର ଶୁଭାରମ୍ଭ: ପ୍ରଥମ ପର୍ଯ୍ୟାୟରେ ମୋଟ ୭୦୦ ଜଣ ବରିଷ୍ଠ ନାଗରିକ କଲେ ଯାତ୍ରା

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନ୍ୟୁଜ: ବରଗଡ଼, ୪ ଅକ୍ଟୋବର: ବରଗଡ଼ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍‌ହଲ୍ ପରିସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୭୦୦…

Read More
ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ – ସମୀକ୍ଷା ଖବର

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନ୍ୟୁଜ: ଭୁବନେଶ୍ୱର/ବରଗଡ଼, ୪ ଅକ୍ଟୋବର ୨୦୨୬: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଧନୁଯାତ୍ରାର ୭୯ ବର୍ଷର ସମୃଦ୍ଧ ପରମ୍ପରା ଓ ଏହା ସହ ଜଡ଼ିତ ଲୋକଙ୍କ ଭାବନା ଓ ଅନନ୍ୟ କଳାକୁ ନେଇ ପ୍ରସ୍ତୁତ ହୋଇଛି ଏକ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର – ‘ମାମୁ ଘରକୁ ଯାତ୍ରା’। ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଚଳଚ୍ଚିତ୍ରର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ…

Read More
ଯାତ୍ରାର ଡିମାଣ୍ଡ ସିନେମାଠୁ ଢେର ଅଧିକ – ସମୀକ୍ଷା ଖବର

ଯାତ୍ରାର ଡିମାଣ୍ଡ ସିନେମାଠୁ ଢେର ଅଧିକ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାରେ ଯାତ୍ରା ପ୍ରତି ଲୋକଙ୍କ ଭଲପାଇବା ବର୍ତ୍ତମାନ ସମୟରେ ପୁଣିଥରେ ବଢ଼ୁଥିବା ଦେଖାଯାଉଛି। ଗାଁଠାରୁ ସହର ପର୍ଯ୍ୟନ୍ତ ଯାତ୍ରା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଓଡ଼ିଆ ସାଂସ୍କୃତିକ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।ଓଡ଼ିଶାରେ ଯାତ୍ରା ପ୍ରତି ଆକର୍ଷଣ ବଢ଼ିବାର କାରଣ୧. ମନୋରଞ୍ଜନର ଦେଶୀ ମାଧ୍ୟମଯାତ୍ରାରେ ନାଟକ, ଗୀତ, ନୃତ୍ୟ, ହାସ୍ୟ ଓ ସାମାଜିକ ବାର୍ତ୍ତା ଏକାଠି ମିଳିଥାଏ। ତେଣୁ ଦର୍ଶକମାନେ ଦୀର୍ଘ ସମୟ ଧରି ଏହା ସହିତ ଯୋଡ଼ି…

Read More
ଖଡ଼ିଆଳ ବସଷ୍ଟାଣ୍ଡରେ ଆନ୍ଧ୍ର ଯିବା ପୂର୍ବରୁ ୧୮ ଦାଦନ ଶ୍ରମିକଙ୍କ ସହ ୮ ଶିଶୁ ଙ୍କୁ ଖଡ଼ିଆଳ ପୋଲିସ ଦ୍ୱାରା ଉଦ୍ଧାର. – ସମୀକ୍ଷା ଖବର

ଖଡ଼ିଆଳ ବସଷ୍ଟାଣ୍ଡରେ ଆନ୍ଧ୍ର ଯିବା ପୂର୍ବରୁ ୧୮ ଦାଦନ ଶ୍ରମିକଙ୍କ ସହ ୮ ଶିଶୁ ଙ୍କୁ ଖଡ଼ିଆଳ ପୋଲିସ ଦ୍ୱାରା ଉଦ୍ଧାର.

ଦେବେଶ ହୋତା/ ସମୀକ୍ଷା ନ୍ୟୁଜ/ଖଡ଼ିଆଳ: ନୂଆପଡା ଜ଼ିଲ୍ଲା/ତା :୦୪-୧୦-୨୬: ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶ ଯିବାକୁ ବାହାରିଥିବା ୧୮ ଜଣ ଶ୍ରମିକଙ୍କ ସହ ୮ ଜଣ ଶିଶୁଙ୍କୁ ଖଡ଼ିଆଳ ପୋଲିସ ଉଦ୍ଧାର କରିଛି। ଶନିବାର ସକାଳ ପ୍ରାୟ ୧୧ଟା ସମୟରେ ଖଡ଼ିଆଳ ବସଷ୍ଟାଣ୍ଡରେ ପୁଲିସ ଚଢ଼ାଉ କରି ସେମାନଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ସମସ୍ତଙ୍କୁ ଥାନାକୁ ନେଇ ସଚେତନ କରାଯିବା ସହ ନିଜ ନିଜ ଘରକୁ ପଠାଇ ଦିଆଯାଇଛି। ପୋଲିସ ସୂତ୍ରରୁ…

Read More
ବର୍ଷେ ପୂରିନି, ଝଡ଼ୁଛି ପଲସ୍ତରା; ୧.୭୦ କୋଟିର ନିର୍ମାଣ କାମର ମାନକୁ ନେଇ ପ୍ରଶ୍ନ – ସମୀକ୍ଷା ଖବର

ବର୍ଷେ ପୂରିନି, ଝଡ଼ୁଛି ପଲସ୍ତରା; ୧.୭୦ କୋଟିର ନିର୍ମାଣ କାମର ମାନକୁ ନେଇ ପ୍ରଶ୍ନ

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼ନୂଆଗାଁ, ୦୪/୧୦: ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେ ନପୂରୁଣୁ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର କୋଠାର ରଙ୍ଗ ଛାଡ଼ିବା ସହ ବିଭିନ୍ନ ସ୍ଥାନରୁ ପଲସ୍ତରା ଝଡ଼ୁଥିବା ଅଭିଯୋଗ ହୋଇଛି। ଘଟଣାଟି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା କଷ୍ଟି ଡାକୁଆ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ସମ୍ପର୍କିତ। କୋଟିଏରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ କୋଠାର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନିର୍ମାଣ…

Read More