ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ନୂଆଗାଁ- ସମସ୍ୟା ଘେରରେ ବେତନଟୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ୯ଟି ଶ୍ରେଣୀକୁ ୩ ଶିକ୍ଷକ, ମାତ୍ର ୩ ଶ୍ରେଣୀଗୃହ – ସମୀକ୍ଷା ଖବର

ନୂଆଗାଁ- ସମସ୍ୟା ଘେରରେ ବେତନଟୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ୯ଟି ଶ୍ରେଣୀକୁ ୩ ଶିକ୍ଷକ, ମାତ୍ର ୩ ଶ୍ରେଣୀଗୃହ

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼: ନୂଆଗାଁ, ୦୫/୧୦: ଗୋଟିଏ ପଟେ ୯ଟି ଶ୍ରେଣୀ ପାଇଁ ମାତ୍ର ୩ଟି ଶ୍ରେଣୀଗୃହ ଓ ୩ ଜଣ ଶିକ୍ଷକ, ଅନ୍ୟପଟେ ରୋଷେଇ ଘର ନଥିବାରୁ ବିଦ୍ୟାଳୟ ପରିସରରେ କାଠ ଚୁଲିର ଧୂଆଁ ମଧ୍ୟରେ ପାଠପଢ଼ା। ଏହା ସହ ମଧ୍ୟାହ୍ନ ଭୋଜନ ପାଇଁ ଗଚ୍ଛିତ ଚାଉଳରେ ପୋକ ଓ ମୂଷା ଲାଗିଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ନୟାଗଡ଼ ଜିଲ୍ଲା ନୂଆଗାଁ…

Read More
ବରଗଡ଼: କଟାବାହାଲରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ – ସମୀକ୍ଷା ଖବର

ବରଗଡ଼: କଟାବାହାଲରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ଼ ୫/୧୦: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ନେତାଜୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ୭୨ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ପରିବେଶ ସୁରକ୍ଷା ନେଇ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ପଦ୍ମପୁର ବନାଞ୍ଚଳ ଅଧିକାରୀ ରମେଶ…

Read More
Buy One Get One : ଲାଭ ଯେତିକି କ୍ଷତି ଅଧିକ – ସମୀକ୍ଷା ଖବର

Buy One Get One : ଲାଭ ଯେତିକି କ୍ଷତି ଅଧିକ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ବର୍ତ୍ତମାନ ଯୁଗରେ ସମସ୍ତେ Buy One Get One ର ଲାଭନେବା ପାଇଁ ବେଶ ଆଗ୍ରହୀ, ହେଲେ ଆପଣମାନେ ଜାଣନ୍ତି କି Buy One Get One ଅଫରରେ ଆପଣ କେତେ ଲାଭ ପାଇଥାନ୍ତି ଏବଂ କେତେ କ୍ଷତି ସହିବାକୁ ପଡେ !! ଆସନ୍ତୁ ଜାଣିବା Buy One Get One ବିଷୟରେ ଅଧିକ କିଛି Buy One Get One (BOGO) ଅର୍ଥ ହେଉଛି—ଗୋଟିଏ ଜିନିଷ କିଣିଲେ ଆଉ…

Read More
ସବୁଠୁ ଅଧିକ ଧନୀ କଳାକାର – ସମୀକ୍ଷା ଖବର

ସବୁଠୁ ଅଧିକ ଧନୀ କଳାକାର

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ବର୍ତ୍ତମାନ 2026 ମସିହାର Hurun India Rich List ଅନୁସାରେ ଭାରତର ସବୁଠୁ ଧନୀ ଅଭିନେତା ହେଉଛନ୍ତି ଶାହରୁଖ ଖାନ (Shah Rukh Khan)। ତାଙ୍କ ଆନୁମାନିକ ସମ୍ପତ୍ତି 10,000 କୋଟି ବୋଲି ଆକଳନ କରାଯାଇଛି। ଶାହରୁଖ ଖାନଙ୍କ ବିଷୟରେ ଭାରତୀୟ ସିନେମାର ସବୁଠୁ ପ୍ରସିଦ୍ଧ ଅଭିନେତାମାନଙ୍କ ମଧ୍ୟରୁ ଜଣେ। ଦୀର୍ଘ ଅଭିନୟ ଜୀବନ ସହିତ ସେ ଚଳଚ୍ଚିତ୍ର ପ୍ରଯୋଜନା, ବ୍ୟବସାୟ, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଓ କ୍ରୀଡ଼ା ବ୍ୟବସାୟ ମାଧ୍ୟମରେ…

Read More
ଅଵ୍ୟବସ୍ଥା ଘେର ରେ ଅଙ୍ଗନବାଡି କେନ୍ଦ୍ର : ଜମାରୁ ଆସୁ ନାହାନ୍ତି ଦିଦି ଅଭିଯୋଗ କରିଛନ୍ତି ଗ୍ରାମ ବାସୀ – ସମୀକ୍ଷା ଖବର

ଅଵ୍ୟବସ୍ଥା ଘେର ରେ ଅଙ୍ଗନବାଡି କେନ୍ଦ୍ର : ଜମାରୁ ଆସୁ ନାହାନ୍ତି ଦିଦି ଅଭିଯୋଗ କରିଛନ୍ତି ଗ୍ରାମ ବାସୀ

ଅଭିଳାଷ ମହାନନ୍ଦିଆ / କଲ୍ୟାଣସିଂହପୁର / ସମୀକ୍ଷା ନ୍ୟୁଜ: କାଶିପୁର ୦୫/୧୦/୨୦୨୬- ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଗଡିବାଲି ପଞ୍ଚାୟତ ଜେରକା ମହକୁମାର ର ଆମ ଅଙ୍ଗନବାଡି କେନ୍ଦ୍ର ଅବେବସ୍ଥା ଘେରରେ ରହିଥିବା ବେଳେ ଜମାରୁ ଦିଦି କେନ୍ଦ୍ର କୁ ଆସୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମ ବାସୀ। ଯୋଉଟି କି ଶିଶୁଙ୍କ ଶିକ୍ଷା ଦାନ ପାଇଁ ଅଭିଭାବକ ମାନେ ପିଲାଙ୍କ ପାରମ୍ବ ଶିକ୍ଷା ଦାନ ପାଇଁ ଆମ ଅଙ୍ଗନବାଡ଼ି କେନ୍ଦ୍ର କୁ ପଟେଇ ତାହାନ୍ତି…

Read More
ମାର୍କଣ୍ଡେଶ୍ୱର ଉଚ୍ଚ ବିଦ୍ୟାଳୟ କକ୍ଷରେ ନାଗ ଦେବ – ସମୀକ୍ଷା ଖବର

ମାର୍କଣ୍ଡେଶ୍ୱର ଉଚ୍ଚ ବିଦ୍ୟାଳୟ କକ୍ଷରେ ନାଗ ଦେବ

ଭଗବାନ ମହାନ୍ତି/ବରିଷ୍ଠ ସାମ୍ବାଦିକ/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଂଚାୟତର ମାର୍କଣ୍ଡେଶ୍ୱର ଉଚ୍ଚ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଗୃହରେ ଏକ ନାଗ ଦେବତା ଦର୍ଶନ ଦେଇଛନ୍ତି |ଏ ଅଞ୍ଚଳର ପ୍ରଥା ଅନୁଯାଇ କିଛି ଲୋକଙ୍କର ଗୋତ୍ର ହୁଅନ୍ତି ନାଗ ଦେବ | ପ୍ରକାଶ ଥାଉକି ଯେତେବେଳେ କିଛି ଲୋକ ପୂର୍ବ ପୁରୁଷଙ୍କୁ ପ୍ରତି କିଛି ନୀତି ବିରୁଧ ଆଚରଣ କରିଥାନ୍ତି ନାଗ ଦେବ ଦର୍ଶନ ଦେଇଥାନ୍ତି |ତାଙ୍କୁ ଦେଖିଲେ ହଳଦୀ…

Read More
ସାଲେପୁର ମାଟିରେ ସଦ୍‌ଭାବନା ପଦଯାତ୍ରା – ସମୀକ୍ଷା ଖବର

ସାଲେପୁର ମାଟିରେ ସଦ୍‌ଭାବନା ପଦଯାତ୍ରା

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ : ସତ୍ୟ, ଅହିଂସା ଓ ଭାଇଚାରାର ବାର୍ତ୍ତା ନେଇ ଆଗେଇ ଚାଲିଛି ସାଲେପୁର ୨ ଅକ୍ଟୋବର, ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବୋଦାମୁଣ୍ଡାଇରୁ ଶିଶୁଆଁ ଛକ ପର୍ଯ୍ୟନ୍ତ ଆୟୋଜିତ ସଦ୍‌ଭାବନା ପଦଯାତ୍ରା ମାଧ୍ୟମରେ ସତ୍ୟ, ଅହିଂସା, ଏକତା ଓ ଭାଇଚାରାର ବାର୍ତ୍ତା ପ୍ରସାର କରାଗଲା। ଜାତି, ଧର୍ମ ଓ ବର୍ଣ୍ଣର ଭେଦଭାବ ଭୁଲି ସମସ୍ତେ ଏକାଠି ହୋଇ ଏକ ସୁନ୍ଦର, ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ସମାଜ ଗଠନ କରିବା ହେଉଛି…

Read More
ଅନଲାଇନ ଆପ୍ସରୁ ଋଣ ନେଉଛନ୍ତି କି – ସମୀକ୍ଷା ଖବର

ଅନଲାଇନ ଆପ୍ସରୁ ଋଣ ନେଉଛନ୍ତି କି

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଅନଲାଇନ୍ ଆପ୍‌ ମାଧ୍ୟମରେ ଋଣ ନେବା ସବୁବେଳେ ଭଲ କିମ୍ବା ସବୁବେଳେ ଖରାପ ନୁହେଁ। ଆପ୍‌ଟି ବିଶ୍ୱସନୀୟ କି, ଋଣର ସୁଧ ଓ ଅନ୍ୟ ଚାର୍ଜ କେତେ, ଏବଂ ଆପଣ ନିର୍ଦ୍ଧାରିତ ସମୟରେ ଟଙ୍କା ଫେରାଇପାରିବେ କି—ଏହା ଉପରେ ନିର୍ଭର କରେ। ଅନଲାଇନ୍ ଋଣର କିଛି ସୁବିଧାତୁରନ୍ତ ଆବେଦନ – ଘରେ ବସି ଋଣ ପାଇଁ ଆବେଦନ କରିପାରିବେ।କମ୍ କାଗଜପତ୍ର – କିଛି ବୈଧ ଡିଜିଟାଲ୍ ଲେଣ୍ଡର୍‌ରେ ପ୍ରକ୍ରିୟା ସରଳ…

Read More
ଛାତ୍ର ସଂସଦ ନିର୍ବାଚନ କାହିଁକି ହୁଏ – ସମୀକ୍ଷା ଖବର

ଛାତ୍ର ସଂସଦ ନିର୍ବାଚନ କାହିଁକି ହୁଏ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ହେଉଛି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ବାଛିବାର ଏକ ଗଣତାନ୍ତ୍ରିକ ପ୍ରକ୍ରିୟା। ଏହା ମାଧ୍ୟମରେ ଛାତ୍ରମାନେ ନିଜର ସମସ୍ୟା, ମତାମତ ଓ ଆବଶ୍ୟକତାକୁ ପ୍ରତିନିଧିଙ୍କ ମାଧ୍ୟମରେ କଲେଜ୍‌/ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ନିକଟରେ ରଖିପାରନ୍ତି।ଛାତ୍ର ସଂସଦ ନିର୍ବାଚନର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକଗଣତାନ୍ତ୍ରିକ ମୂଲ୍ୟବୋଧ ଶିଖାଇବା: ଭୋଟଦାନ, ପ୍ରତିନିଧି ଚୟନ ଓ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ଛାତ୍ରମାନେ ଗଣତନ୍ତ୍ରର ପ୍ରାୟୋଗିକ ଅନୁଭବ ପାଆନ୍ତି।ଛାତ୍ରଙ୍କ ସ୍ୱର ପହଞ୍ଚାଇବା: ଶିକ୍ଷା, ଲାଇବ୍ରେରୀ, ଖେଳ, କ୍ୟାଣ୍ଟିନ୍‌, ପରିବହନ…

Read More
ମାଲକାନଗିରି ଜିଲ୍ଲାରେ ମାଲେରିଆ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନର ଶୁଭାରମ୍ଭ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ – ସମୀକ୍ଷା ଖବର

ମାଲକାନଗିରି ଜିଲ୍ଲାରେ ମାଲେରିଆ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନର ଶୁଭାରମ୍ଭ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନ୍ୟୁଜ: ୦୫/୧୦/୨୬ ମାଲକାନଗିରି ଜିଲ୍ଲାକୁ ୨୦୩୦ ସୁଦ୍ଧା ମାଲେରିଆ ମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ପିରାମଲ ଫାଉଣ୍ଡେସନର ମିଳିତ ଉଦ୍ୟମରେ ‘ମାଲେରିଆ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ, ସିଡିଏମଓ ଡା. ଏମ୍.ଡି. ହୁସେନ, ଜିଲ୍ଲା…

Read More