ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
କାଉନସିଲରକୁ ମାଡ଼ ଦିଆଯିବା ଅଭିଯୋଗରେ ବରଗଡ଼ ଏସ୍. ପି ଙ୍କ ଦ୍ବାରସ୍ଥ ହେଲା ବିଜେଡି – ସମୀକ୍ଷା ଖବର

କାଉନସିଲରକୁ ମାଡ଼ ଦିଆଯିବା ଅଭିଯୋଗରେ ବରଗଡ଼ ଏସ୍. ପି ଙ୍କ ଦ୍ବାରସ୍ଥ ହେଲା ବିଜେଡି

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ବରଗଡ଼ ୦୫/୧୦ ଅତାବିରା ଏନ୍ ଏ ସି ର ୱାର୍ଡ଼ ନମ୍ବର ୯ ର କାଉନସିଲର ନାରାୟଣ ସାହୁଙ୍କୁ , ବିଧାୟକ ଙ୍କ ଉପସ୍ଥିତି ରେ ତାଙ୍କ ଡ୍ରାଇଭର ମାଡ ମାରିଥିବା ଅଭିଯୋଗ ନେଇ ପ୍ରଥମେ ଅତାବିରା ଥାନା ଦ୍ବାରସ୍ଥ ହେବା ପରେ ଏଫ୍ ଆଇ ଆର୍ ରେଜିଷ୍ଟ୍ରି ହୋଇନଥିବା ଅଭିଯୋଗ ନେଇ ଅତାବିରା ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା…

Read More
ଆପଡା ଦର୍ଲିମୁଣ୍ଡା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ଆପଡା ଦର୍ଲିମୁଣ୍ଡା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ:ନୂଆପଡ଼ା, ତା. ୦୫/୧୦: ନୂଆପଡ଼ା ବ୍ଲକ ଅନ୍ତର୍ଗତ ଦର୍ଲିମୁଣ୍ଡା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଗ୍ରାମ ପଞ୍ଚାୟତସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଇଶାଣୀ ମିତ୍ର, ନୂଆପଡ଼ା ବିଡିଓ ରୋହିତ ଭୋଇ, ତହସିଲଦାର ଲଲାଟେନ୍ଦୁ ଦଣ୍ଡସେନା, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ…

Read More
ନୂଆପଡ଼ାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ନୂଆପଡ଼ାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ:ନୂଆପଡ଼ା, ୦୫/୧୦: ନୂଆପଡ଼ା ସଦର ମହକୁମାସ୍ଥିତ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଳ ସିଂଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଦାଶ ସାଇକେଲ୍‌ରେ ଶିବିରସ୍ଥଳରେ ପହଞ୍ଚି ଉପସ୍ଥିତ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଶିବିରରେ ମୋଟ ୯୨ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏଥିମଧ୍ୟରୁ ୮୩ଟି ବ୍ୟକ୍ତିଗତ, ୮ଟି…

Read More
କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା–୨୦୨୬ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା–୨୦୨୬ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ

ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା, ୦୫ ଅକ୍ଟୋବର:ଆସନ୍ତା ଗଜଲକ୍ଷ୍ମୀ ପୂଜା–୨୦୨୬କୁ ଶୃଙ୍ଖଳିତ, ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ ନିମନ୍ତେ ଆଜି ସନ୍ଧ୍ୟା ୫ଟା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଜଲକ୍ଷ୍ମୀ ପୂଜା ପାଇଁ ସମନ୍ୱୟ କମିଟି ଗଠନ, ପୂଜା କମିଟିଗୁଡ଼ିକୁ ଅନୁମତି ପତ୍ର ପ୍ରଦାନ, ଆଇନଶୃଙ୍ଖଳା, ସୂଚନା କେନ୍ଦ୍ର, ରାସ୍ତାଘାଟ ମରାମତି, ସ୍ୱାସ୍ଥ୍ୟସେବା,…

Read More
ମାଲକାନଗିରିରେ ୧୭ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ – ସମୀକ୍ଷା ଖବର

ମାଲକାନଗିରିରେ ୧୭ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୦୬/୧୦/୨୬ମାଲକାନଗିରି ଜିଲ୍ଲାର ଯୁବକ-ଯୁବତୀମାନଙ୍କୁ ଦକ୍ଷତା ବିକାଶ ସହ ନିଯୁକ୍ତିର ସୁଯୋଗ ପ୍ରଦାନ ଲକ୍ଷ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନଙ୍କ ପ୍ରକୋଷ୍ଠରେ ଏକ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ୧୭ ଜଣ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଯୁବକ-ଯୁବତୀମାନେ ମାଲକାନଗିରିସ୍ଥିତ ଡାଟାପ୍ରୋ ଟ୍ରେନିଂ ସେଣ୍ଟରରୁ ସଫଳତାର ସହ ଦକ୍ଷତା ବିକାଶ ପ୍ରଶିକ୍ଷଣ…

Read More
ଛତୁ ଚାଷରୁ କୋଟିପତି ! – ସମୀକ୍ଷା ଖବର

ଛତୁ ଚାଷରୁ କୋଟିପତି !

ସମୀକ୍ଷା/ ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଆଜ୍ଞା ହଁ, ଛତୁ ଚାଷ ଏକ ଭଲ ଆୟକାରୀ କୃଷି-ବ୍ୟବସାୟ ହୋଇପାରେ, କିନ୍ତୁ କେବଳ ଛତୁ ଚାଷ କଲେ ନିଶ୍ଚିତ ଭାବେ କୋଟିପତି ହୋଇଯିବେ—ଏହା କହିବା ଠିକ୍ ନୁହେଁ। ବଡ଼ ସ୍ତରରେ ଉତ୍ପାଦନ, ବଜାର, ପ୍ରସେସିଂ ଓ ଭଲ ବ୍ୟବସାୟ ପରିଚାଳନା ଦରକାର। କାହିଁକି ଛତୁ ଚାଷରେ ସୁଯୋଗ ଅଛି?ଓଡ଼ିଶାର ପରିବେଶରେ Paddy straw, Oyster/Dhingri ଏବଂ Milky mushroom ଚାଷ କରାଯାଇପାରେ। ICAR-CIWA, ଭୁବନେଶ୍ୱର ଅନୁସାରେ ଓଡ଼ିଶାରେ ପ୍ୟାଡି-ଷ୍ଟ୍ର,…

Read More
ଶ୍ୱାସ ରୋଗରେ ପୀଡିତ ଥିଲେ ବିପଦ – ସମୀକ୍ଷା ଖବର

ଶ୍ୱାସ ରୋଗରେ ପୀଡିତ ଥିଲେ ବିପଦ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଶ୍ୱାସ ନଳିରେ ସମସ୍ୟା ଥାଇ ବ୍ୟବହାର କରୁଛନ୍ତି କି ପରଫ୍ୟୁମ..ଶ୍ୱାସ ରୋଗରେ ପୀଡିତ ଥାଇ ମଧ୍ୟ ପରଫି୍ୟୁମ ବ୍ୟବହାର କରୁଥିଲେ ସାବଧାନ..! ପ୍ରତିଦିନ ପରଫ୍ୟୁମ୍ ବ୍ୟବହାର କରିବା ସାଧାରଣତଃ ଠିକ୍, କିନ୍ତୁ ଅଧିକ ପରିମାଣରେ କିମ୍ବା ଭୁଲ ଭାବରେ ବ୍ୟବହାର କଲେ କିଛି ସମସ୍ୟା ହୋଇପାରେ।✅ ପରଫ୍ୟୁମ୍ ବ୍ୟବହାରର ସୁବିଧାଶରୀରରେ ସୁଗନ୍ଧ ରହିଥାଏ ଏବଂ ତାଜା ଲାଗେ।ଘାମର ଗନ୍ଧକୁ କିଛି ସମୟ ପାଇଁ ଢାଙ୍କିପାରେ।ନିଜକୁ ଅଧିକ ସୁବିଧାଜନକ ଓ ଆତ୍ମବିଶ୍ୱାସୀ…

Read More
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ସାଲେପୁରରେ ଅନୁଷ୍ଠିତ – ସମୀକ୍ଷା ଖବର

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ସାଲେପୁରରେ ଅନୁଷ୍ଠିତ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ:କଟକ, ତା୦୫.୧୦.୨୦୨୬ ରିଖ –ସାଲେପୁର ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ଟି ଅଭିଯୋଗ ହସ୍ତଗତ ୧୦୬ ହୋଇଥିବାବେଳେ ତନ୍ମଧ୍ୟରେ ୮୮ ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୮ ଟି ସାମୁହିକ ଅଭିଯୋଗ ରହିଥିଲା । ଅଭିଯୋଗ ଶୁଣାଣି ଶିବିରରେ ୨୮…

Read More
ବରିଷ୍ଠ ଆଇନଜୀବୀ ଜୟଦୀପ ପୁରୋହିତଙ୍କ ପରଲୋକ, ଅଞ୍ଚଳରେ ଶୋକ – ସମୀକ୍ଷା ଖବର

ବରିଷ୍ଠ ଆଇନଜୀବୀ ଜୟଦୀପ ପୁରୋହିତଙ୍କ ପରଲୋକ, ଅଞ୍ଚଳରେ ଶୋକ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ୫/୧୦/୨୬ (ଭଗବାନ ମହାନ୍ତି )ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ଷ୍ଟେସନପଡ଼ାର ବରିଷ୍ଠ ଆଇନଜୀବୀ ଜୟଦୀପ ପୁରୋହିତ (୬୫) ସୋମବାର ଭୋର ସକାଳେ ପରଲୋକ ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଅସୁସ୍ଥତା ହେତୁ ମୁରିବାହାଲରୁ ଟିଟିଲାଗଡ଼ ବହିଦାରପଡ଼ାରେ ରହୁଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ ଇନାକ୍ଷୀ ମିଶ୍ର, ଦୁଇ ପୁଅ ଅଭିଷେକ ଓ ଅନୁରାଗ ଏବଂ ଆତ୍ମୀୟସ୍ୱଜନ…

Read More