ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
AIIMS ବିଳାସପୁରର ପ୍ରଥମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ – ସମୀକ୍ଷା ଖବର

AIIMS ବିଳାସପୁରର ପ୍ରଥମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହିମାଚଳ ପ୍ରଦେଶର AIIMS ବିଳାସପୁରର ପ୍ରଥମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡାକ୍ତର ଓ ଅନ୍ୟ ସ୍ନାତକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହା AIIMS ବିଳାସପୁର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ୍। ସମାବର୍ତ୍ତନର ମୁଖ୍ୟ ଦିଗ- ସମାରୋହରେ ପ୍ରଥମ ବ୍ୟାଚ୍‌ର ସ୍ନାତକମାନଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ରିପୋର୍ଟ ଅନୁସାରେ ୯୨ ଜଣ ପ୍ରଶିକ୍ଷାର୍ଥୀ ଡିଗ୍ରୀ ପାଇଥିବାବେଳେ ୫ ଜଣଙ୍କୁ ସ୍ୱର୍ଣ୍ଣପଦକରେ ସମ୍ମାନିତ କରାଯାଇଥିଲା।…

Read More
ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ପଦରୁ ଓହରିଲେ ହରମନପ୍ରୀତ କୌର – ସମୀକ୍ଷା ଖବର

ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ପଦରୁ ଓହରିଲେ ହରମନପ୍ରୀତ କୌର

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର:ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ୍ ଦଳର ସମସ୍ତ ଫର୍ମାଟ୍‌ର ଅଧିନାୟକ ପଦରୁ ଆଜି (୬ ଅକ୍ଟୋବର ୨୦୨୬)ରେ ଓହରିଯାଇଛନ୍ତି। ICC ମଧ୍ୟ ଏହି ନିଷ୍ପତ୍ତିକୁ ନିଶ୍ଚିତ କରିଛି। ହରମନପ୍ରୀତଙ୍କ ନିଷ୍ପତ୍ତିର ମୁଖ୍ୟ କଥା- ସେ T20I ଦଳର ନେତୃତ୍ୱ ୨୦୧୬ରୁ କରୁଥିଲେ। ପରେ ୨୦୨୨ରେ ODI ଓ ଟେଷ୍ଟ ଦଳର ନେତୃତ୍ୱ ନେଇଥିଲେ।ଅଧିନାୟକ ଭାବେ ସେ ୫ଟି ଟେଷ୍ଟ, ୫୧ଟି ODI ଏବଂ ୧୫୫ଟି T20Iରେ ଭାରତକୁ ନେତୃତ୍ୱ ଦେଇଛନ୍ତି।…

Read More
KIIT ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ୧୦ ହଜାରରୁ ଅଧିକ ସ୍ନାତକଙ୍କୁ ଡିଗ୍ରୀ ପ୍ରଦାନ – ସମୀକ୍ଷା ଖବର

KIIT ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ୧୦ ହଜାରରୁ ଅଧିକ ସ୍ନାତକଙ୍କୁ ଡିଗ୍ରୀ ପ୍ରଦାନ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: KIIT ବିଶ୍ୱବିଦ୍ୟାଳୟର ୨୨ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ୧୦ ହଜାରରୁ ଅଧିକ ସ୍ନାତକଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି। ତିନିଦିନିଆ ଏହି ସମାରୋହ ସୋମବାର ଏଠାରେ ଉଦଯାପିତ ହୋଇଛି। ଛାତ୍ରଛାତ୍ରୀଙ୍କ ବିଭିନ୍ନ କ୍ଷେତ୍ରର ଉତ୍କୃଷ୍ଟ ସଫଳତା ପାଇଁ ଫାଉଣ୍ଡର୍ସ ଗୋଲ୍ଡ ମେଡାଲ, ଚାନ୍ସେଲର୍ସ ଗୋଲ୍ଡ ମେଡାଲ, ପି.କେ. ବାଲ ମେମୋରିଆଲ ଗୋଲ୍ଡ ମେଡାଲ, ପାରାଦୀପ ଫସଫେଟ୍ସ ଲିମିଟେଡ୍ (PPL) ଗୋଲ୍ଡ ମେଡାଲ, ନାନୀବାଲା ମେମୋରିଆଲ ଗୋଲ୍ଡ ମେଡାଲ, ଶ୍ରୀକୃଷ୍ଣ ଚନ୍ଦ୍ର ପଣ୍ଡା…

Read More
ପୀତାବାସ ପଣ୍ଡା ହତ୍ୟା ମାମଲା: ଜେଲ୍‌ରୁ ଫୋନ୍‌ କଲ୍ ଅଭିଯୋଗ ପରେ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା – ସମୀକ୍ଷା ଖବର

ପୀତାବାସ ପଣ୍ଡା ହତ୍ୟା ମାମଲା: ଜେଲ୍‌ରୁ ଫୋନ୍‌ କଲ୍ ଅଭିଯୋଗ ପରେ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା

ଅନନ୍ତ ନାରାୟଣ ମହାନ୍ତି /ଜିଲ୍ଲା ପ୍ରତିନିଧି /ଗଞ୍ଜାମ/ସମୀକ୍ଷା ନ୍ୟୁଜ: ବ୍ରହ୍ମପୁର, 6/10/2026: ଥାନାରେ ହଜାର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ସୂଚନା ମୁତାବକ ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ନାମରେ ଗୋଶାଣୀ ନୂଆଗାଁ ଥାନାରେ ଜଣେ ସାକ୍ଷୀଙ୍କୁ ଧମକ ଦେବା ଓ ସାକ୍ଷ୍ୟ ବଦଳାଇବାକୁ ପ୍ରଭାବିତ କରିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିବା ଖବର ପ୍ରକାଶ ପାଇଛି। ଏହି ମାମଲାର ସମ୍ପର୍କ ବିଜେପି ନେତା ତଥା ଆଇନଜୀବୀ ପିତାବାସ ପଣ୍ଡା ହତ୍ୟା ମାମଲା…

Read More
ବାଲିଗୁଡ଼ା: ବାରଖମାରେ କବାଡିର ମହାସମର, ବିଜୟ ମୁକୁଟ ପିନ୍ଧିଲା ବାରଖମା ସ୍ପୋର୍ଟ୍ସ କ୍ଳବ – ସମୀକ୍ଷା ଖବର

ବାଲିଗୁଡ଼ା: ବାରଖମାରେ କବାଡିର ମହାସମର, ବିଜୟ ମୁକୁଟ ପିନ୍ଧିଲା ବାରଖମା ସ୍ପୋର୍ଟ୍ସ କ୍ଳବ

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ : ବାଲିଗୁଡା :ତା5/10/26 : କ୍ରୀଡ଼ା ପ୍ରତିଭାର ବିକାଶ ସହ ଯୁବପିଢ଼ି ଙ୍କ ମଧ୍ୟରେ କବାଡି ପ୍ରତି ଆଗ୍ରହ ବଢ଼ାଇବା ଲକ୍ଷ୍ୟରେ ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଏକଦିବସୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ରବିବାର ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳର ୧୨ଟି କବାଡି ଦଳ ଉତ୍ସାହର ସହ…

Read More
ବସୁଧା ଟାଙ୍କି ଅଛି, ହେଲେ ପାଣି ନାହିଁ, ତିନି ମାସ ହେଲା ପିଇବା ଲୋକେ ହନ୍ତସନ୍ତ – ସମୀକ୍ଷା ଖବର

ବସୁଧା ଟାଙ୍କି ଅଛି, ହେଲେ ପାଣି ନାହିଁ, ତିନି ମାସ ହେଲା ପିଇବା ଲୋକେ ହନ୍ତସନ୍ତ

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ: କ. ନୂଆଗାଁ :ତା 5/10/26: ବସୁଧା ସାଧାରଣ ଟାଙ୍କି ଅଛି, ବିଦ୍ୟୁତ ଯୋଗାଣ ନ ଥିବାରୁ ଦୀର୍ଘ ତିନି ମାସ ହେଲା ଲୋକଙ୍କୁ ମିଳୁପାରୁନି ପାଣି.ଲୋକଙ୍କ ପାଇଁ ପାନୀୟଜଳର ସୁବ୍ୟବସ୍ଥା ପାଈଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ ଯେଉଁ ବସୁଧା ଯୋଜନାରେ କାମ ହେଉଛି ତାହା ସଠିକ୍ ଭାବରେ କାମ ହେଉନଥିବାରୁ ଜନ ସାଧାରଣ ପାଣି ଟାଙ୍କି ଥିଲେ ସୁଦ୍ଧା ପାଣି ପାଈ…

Read More
କାଗଜ କଲମରେ ସୀମିତ ସଡ଼କ ସୁରକ୍ଷା ଯୋଜନା: ଓଭରଲୋଡିଂ ଗାଡ଼ିଙ୍କ ଦୌରାତ୍ମ୍ୟ – ସମୀକ୍ଷା ଖବର

କାଗଜ କଲମରେ ସୀମିତ ସଡ଼କ ସୁରକ୍ଷା ଯୋଜନା: ଓଭରଲୋଡିଂ ଗାଡ଼ିଙ୍କ ଦୌରାତ୍ମ୍ୟ

ବିଜୟ ଶଙ୍କର ଦାଶ, ସ୍ଵତନ୍ତ୍ର ପ୍ରତିନିଧି, ଝାରସୁଗୁଡ଼ା: ଝାରସୁଗୁଡ଼ା,୬/୧୦ : ସଡ଼କ ଦୁର୍ଘଟଣା ରୋକିବା ପାଇଁ ସରକାରୀ ସ୍ତରରେ ଯୋଜନା ପରେ ଯୋଜନା ପ୍ରସ୍ତୁତ ହେଉଛି l ସଡ଼କ ସୁରକ୍ଷା ନାମରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି l ଆଧୁନିକ ଇଞ୍ଜିନିୟରିଂ ବ୍ୟବସ୍ଥା, ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ଭଳି ପଦକ୍ଷେପ ନିଆଯାଉଥିବା ଦାବି ହେଉଛି l କିନ୍ତୁ ଝାରସୁଗୁଡ଼ା ସହରର ରାସ୍ତାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି, ତାହା ସଡ଼କ ସୁରକ୍ଷା…

Read More
ସଫଳ ପ୍ରସିକ୍ୟୁସନ ପାଇଁ ଏପିପି ପ୍ରଶାନ୍ତ ରଥଙ୍କୁ ଡିଜିପି ସମ୍ମାନ: ପୋଲିସ ମୁଖ୍ୟାଳୟରେ ସମ୍ବର୍ଦ୍ଧିତ କଲେ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ – ସମୀକ୍ଷା ଖବର

ସଫଳ ପ୍ରସିକ୍ୟୁସନ ପାଇଁ ଏପିପି ପ୍ରଶାନ୍ତ ରଥଙ୍କୁ ଡିଜିପି ସମ୍ମାନ: ପୋଲିସ ମୁଖ୍ୟାଳୟରେ ସମ୍ବର୍ଦ୍ଧିତ କଲେ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡା/ବିଷମକଟକ:୦୫/୧୦: ରାୟଗଡ଼ା ଜିଲ୍ଲା ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଷମକଟକର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର (ଏପିପି) ପ୍ରଶାନ୍ତ କୁମାର ରଥଙ୍କୁ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ତରଫରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି Iସମ୍ବର୍ଦ୍ଧନା ଜ୍ଞାପନ ଅବସରରେ ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ୍ ପ୍ରସାଦ (ଆଇ.ପି.ଏସ୍) ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଉପସ୍ଥିତ ରହି ଏହି ପ୍ରଶଂସାପତ୍ର ଶ୍ରୀ ରଥଙ୍କୁ ପ୍ରଦାନ କରିବା…

Read More
କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ ଆଜିଠାରୁ ଆରମ୍ଭ – ସମୀକ୍ଷା ଖବର

କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ ଆଜିଠାରୁ ଆରମ୍ଭ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ ଆଜିଠାରୁ ଆରମ୍ଭ ହେବ। ପବିତ୍ର କାର୍ତ୍ତିକ ମାସରେ ମାଗଣା ରହଣି ସହ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ମହିଳାମାନେ ଅନଲାଇନ୍‌ରେ ଆବେଦନ କରିପାରିବେ। ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବ। ସୂଚନା ଅନୁସାରେ, ଏହି ଯୋଜନା ଅଧୀନରେ ଓଡ଼ିଶା ସରକାର ପୁରୀରେ ୨,୫୦୦ ଜଣ ହବିଷ୍ୟାଳିଙ୍କୁ ମାଗଣା…

Read More
ଛାତ୍ର ସଂସଦ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ହେବ: ଡିଜିପି – ସମୀକ୍ଷା ଖବର

ଛାତ୍ର ସଂସଦ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ହେବ: ଡିଜିପି

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:ଓଡ଼ିଶାର ଡିଜିପି ବିନୟତୋଷ ମିଶ୍ର ମଙ୍ଗଳବାର କହିଛନ୍ତି ଯେ, ଆଗାମୀ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ପୁଲିସ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ଭାଇଚାରା ଓ ସୌହାର୍ଦ୍ଦ୍ୟର ପରିବେଶ ମଧ୍ୟରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ବକ୍ସି ବଜାରସ୍ଥିତ ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ୭୧ତମ ରାଜ୍ୟ ପୁଲିସ ଡ୍ୟୁଟି ମିଟ୍‌ର ଉଦ୍‌ଘାଟନ ଅବସରରେ ଡିଜିପି କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାରେ ବାହାର ଲୋକଙ୍କ…

Read More