ଉମରକୋଟରେ ଆୟୋଜିତ ହେବ ‘ସେବା ଜ୍ୟୋତି ଯାତ୍ରା’ର ମୁଖ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିସ୍ତୃତ ଆଲୋଚନା
ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର ନବରଙ୍ଗପୁର, ୦୩ ଅକ୍ଟୋବର ୨୦୨୬:ସେବା ସଂକଳ୍ପ ଅଭିଯାନ ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୭ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ସେବା ଜ୍ୟୋତି ଯାତ୍ରା’ର ମୁଖ୍ୟ କାର୍ଯ୍ୟକ୍ରମ ଉମରକୋଟ ବ୍ଲକ୍ରେ ଆୟୋଜନ କରାଯିବ। ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକ୍ ମୁଖ୍ୟାଳୟରୁ ଯୁବକ-ଯୁବତୀମାନେ ନିଜ ନିଜ ‘ସେବା ଜ୍ୟୋତି’ ଯାନ ଏବଂ ସାଂସ୍କୃତିକ ଦଳ ସହ ଯୋଗଦେଇ ମୁଖ୍ୟ କାର୍ଯ୍ୟକ୍ରମରେ ସାମିଲ…