ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ପାରାଦ୍ଵୀପ ଘନ ଗଳିଆ ବସ୍ତି : ଦୀର୍ଘ ୨୮ବର୍ଷ ଧରି ଉଦୟବଟ ବସ୍ତି ବାସିନ୍ଦା ସବ ଦାହ ପାଇଁ ପାଉନାହାନ୍ତି ଜାଗା – ସମୀକ୍ଷା ଖବର

ପାରାଦ୍ଵୀପ ଘନ ଗଳିଆ ବସ୍ତି : ଦୀର୍ଘ ୨୮ବର୍ଷ ଧରି ଉଦୟବଟ ବସ୍ତି ବାସିନ୍ଦା ସବ ଦାହ ପାଇଁ ପାଉନାହାନ୍ତି ଜାଗା

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦ୍ଵୀପ ପୂର୍ବର ଘନ ଗଳିଆ ବସ୍ତିରେ ରହୁଥିବା ଲୋକ ମାନଙ୍କୁ ସ୍ଥାନାନ୍ତରିତ କରାଯାଇ ଉଦୟବଟ୍ ରେ ଜାଗା ଦିଆ ଯିବା ପରେ ଦୀର୍ଘ ୨୮ବର୍ଷ ଧରି ସେଠାର ବସ୍ତି ବାସିନ୍ଦା ମାନେ ଘର୍ ଦ୍ୟାର କରି ଚଳି ଆସୁଥିବା ବେଳେ ସେମାନଙ୍କ ପିଲା ମାନଙ୍କ ପାଇଁ ଖେଳ ପଡିଆ ଇତ୍ୟାଦି ଦିଆ ଯାଇ ନ ଥିବା ବେଳେ ନିକଟରେ ଥିବା ପାରାଦୀପ ବନ୍ଦର ର ଖାଲି ଜାଗାରେ…

Read More
ଟିଟିଲାଗଡ଼ କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ଟିଟିଲାଗଡ଼ କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ: ଟିଟିଲାଗଡ: ଆସନ୍ତା ନଭେମ୍ବର ମାସ ୧୧ ତାରିଖ ବୁଧବାର ଦିନ ପବିତ୍ର ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାରାଜାଙ୍କ ପୂଜା ଅର୍ଚ୍ଚନାକୁ ସଫଳ କରିବା ପାଇଁ ଟିଟିଲାଗଡ଼ ସତିଘାଟ ନିକଟସ୍ଥ କରଣ ସମାଜ କଲ୍ୟାଣ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କରଣ ସମାଜର ସଭାପତି ଶ୍ରୀ ଦୟାସାଗର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମାଜର ଉନ୍ନତି, କଲ୍ୟାଣ ମଣ୍ଡପର ବିକାଶ ଏବଂ ଆଗାମୀ ପୂଜାକୁ କିପରି…

Read More
ଚାକିରି ଚାଲିଗଲେ ୭୫% ପିଏଫ୍‌ ଟଙ୍କା ଉଠାଇପାରିବେ – ସମୀକ୍ଷା ଖବର

ଚାକିରି ଚାଲିଗଲେ ୭୫% ପିଏଫ୍‌ ଟଙ୍କା ଉଠାଇପାରିବେ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର ବେତନ ସୀମା ୧୫ ହଜାରରୁ ୨୫ ହଜାର ଟଙ୍କା । ଇପିଏଫ୍‌ଓର ଅନିବାର୍ଯ୍ୟ ବେତନ ସୀମା ୧୫,୦୦୦ ଟଙ୍କାରୁ ବଢ଼ି ୨୫,୦୦୦ ଟଙ୍କା ହୋଇଛି। ଏହି ନୂଆ ନିୟମ ଗତ ମାସ ୧୭ ସେପ୍ଟେମ୍ବର ୨୦୨୬ରୁ ଲାଗୁ ହୋଇଥିବା ଅନୁଯାୟୀ, ଯେଉଁ କର୍ମଚାରୀଙ୍କ ମୂଳ ବେତନ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ, ସେମାନେ ପିଏଫ୍‌, ପେନସନ୍‌ ଓ ଇଡିଏଲ୍‌ଆଇ ବୀମା ସୁବିଧାର ଦାୟରାରେ ଆସିବେ। ବେତନ ସୀମା ବଢ଼ିବା ଯୋଗୁଁ ଭବିଷ୍ୟତରେ…

Read More
ମଝି ଆକାଶରେ ଲଢେଇ-କ୍ୟାପଟେନ ସ୍ମିତଙ୍କୁ ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର – ସମୀକ୍ଷା ଖବର

ମଝି ଆକାଶରେ ଲଢେଇ-କ୍ୟାପଟେନ ସ୍ମିତଙ୍କୁ ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର

ମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର ମଝି ଆକାଶରେ ଚରମ ସଙ୍କଟ ବେଳେ ଅଦମ୍ୟ ସାହସ ଦେଖାଇ ୧୭୪ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ବୀର ପାଇଲଟ୍‌ଙ୍କୁ ସରକାରୀ ସମ୍ମାନ ମିଳିବା କ’ଣ ପ୍ରତ୍ୟେକ ନାଗରିକଙ୍କ ପାଇଁ ଗର୍ବର ବିଷୟ । ଫ୍ଲାଏଦୁବାଇର ସାହସୀ ପାଇଲଟ୍ କ୍ୟାପ୍‌ଟେନ୍ ସ୍ମିତ୍ ମଚ୍ଛାରଙ୍କ ଅସାଧାରଣ ବୀରତ୍ୱ ଓ କର୍ତ୍ତବ୍ୟନିଷ୍ଠାକୁ ସମ୍ମାନ ଜଣାଇ ଗୁଜରାଟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ତାଙ୍କୁ ରାଜ୍ୟର ସମ୍ମାନଜନକ ‘ବିଶିଷ୍ଟ ଗୁଜରାଟ ଗରିମା…

Read More
ଅଜୟ ଦେବଗନ୍‌ଙ୍କ ଦୃଶ୍ୟମ୍ ୩’ -ଜବରଦସ୍ତ ରେକର୍ଡ – ସମୀକ୍ଷା ଖବର

ଅଜୟ ଦେବଗନ୍‌ଙ୍କ ଦୃଶ୍ୟମ୍ ୩’ -ଜବରଦସ୍ତ ରେକର୍ଡ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଅଜୟ ଦେବଗନ୍‌ଙ୍କ ‘ଦୃଶ୍ୟମ୍ ୩: ଦ କନକ୍ଲୁଜନ୍’ ସିନେମା ହଲ୍‌ରେ ଏକ ଦମଦାର୍ ଆରମ୍ଭ କରିଛି । ଲୋକପ୍ରିୟ ‘ଦୃଶ୍ୟମ୍’ ଫ୍ରାଞ୍ଚାଇଜ୍‌ର ଶେଷ ଭାଗ ବା ଅଧ୍ୟାୟ ଭାବେ ବିବେଚିତ ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୨ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଆଡଭାନ୍ସ ବୁକିଂରେ ଦମଦାର ପ୍ରତିକ୍ରିୟା ପାଇବା ପରେ, ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଏକ ବମ୍ପର ଓପନିଂ (ଆରମ୍ଭ) କରିଛି । ଏହି ଫିଲ୍ମ ପ୍ରଥମ…

Read More
ଖତ ଖାଉଛି ପଞ୍ଚାୟତ କାର୍ଯ୍ୟାଳୟର ପାଣି ଫ୍ରିଜର, ପାଣି ପାଇଁ ହନ୍ତସନ୍ତ ଲୋକେ – ସମୀକ୍ଷା ଖବର

ଖତ ଖାଉଛି ପଞ୍ଚାୟତ କାର୍ଯ୍ୟାଳୟର ପାଣି ଫ୍ରିଜର, ପାଣି ପାଇଁ ହନ୍ତସନ୍ତ ଲୋକେ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ୩|୧୦|୨୬ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି। କାର୍ଯ୍ୟାଳୟରେ ଲୋକଙ୍କ ସୁବିଧା ପାଇଁ ରହିଥିବା ପାଣି ଫ୍ରିଜର ପ୍ରାୟ ୪ ବର୍ଷ ହେଲା ଅଚଳ ହୋଇ ପଡ଼ିଛି। ମରାମତି ଅଭାବରୁ ଫ୍ରିଜରଟି ଖତ ଖାଉଥିବା ବେଳେ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଗୋଇମୁଣ୍ଡ ପଞ୍ଚାୟତ…

Read More
ବଡସାହି: ପୋଖରୀରେ ବୁଡି ଯୁବକ ମୃତ – ସମୀକ୍ଷା ଖବର

ବଡସାହି: ପୋଖରୀରେ ବୁଡି ଯୁବକ ମୃତ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ ବଡ଼ସାହି, ୩/୧୦/୨୬ – ବଡସାହି ଥାନା ଅନ୍ତର୍ଗତ କଇଁଫୁଲିଆରେ ପୋଖରୀରେ ବୁଡି ଜଣେ ଯୁବକର ଦୁଃଖଦ ମୃତ୍ୟୁ ହୋଇଛି । ଯୁବକ ଜଣକ କଇଁଫୁଲିଆ ଗ୍ରାମର ଗଜେନ୍ଦ୍ର ନାଏକଙ୍କ ପୁଅ ହେମନ୍ତ ନାଏକ (୪୨) ବୋଲି ଜଣାପଡିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଶନିବାର ସନ୍ଧ୍ୟାରେ ହେମନ୍ତଙ୍କୁ ସ୍ଥାନୀୟ ପୋଖରୀ ପାଣିରେ ଭାସିବାର ଦେଖାଯାଇଥିଲା । ପରେ ବେତନଟୀ ଦମକଳ କେନ୍ଦ୍ରକୁ ଖବର କ୍ରମେ ଅଗ୍ନିଶମ ବାହିନୀ ଘଟଣା…

Read More
ପାବୁରିଆରେ କଳାକାର ସଂଘର ବାର୍ଷିକ ନୂଆଁଖାଇ ପର୍ବ – ସମୀକ୍ଷା ଖବର

ପାବୁରିଆରେ କଳାକାର ସଂଘର ବାର୍ଷିକ ନୂଆଁଖାଇ ପର୍ବ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ ସମୀକ୍ଷା ନ୍ୟୁଜ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଗାଁଗାଁରେ କଳାକାର ସମାବେଶ ମାଧ୍ୟମରେ ପାରମ୍ପରିକ କଳା ଓ ସଂସ୍କୃତିର ପ୍ରଚାର-ପ୍ରସାର ସହ କଳାକାରମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ ଜାରି ରହିଛି। ଏହି କ୍ରମରେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ପଞ୍ଚାୟତର ବରସାହିଠାରେ କଳାକାର ସମାବେଶ ତଥା ବାର୍ଷିକ ନୂଆଁଖାଇ ପରବ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ପାବୁରିଆସ୍ଥିତ ମା’…

Read More
ଗୁଡ୍ରିଗାଁ ବିଦ୍ୟାଳୟରେ ସୁରଭି-୨୦୨୬ ଅନୁଷ୍ଠିତ – ସମୀକ୍ଷା ଖବର

ଗୁଡ୍ରିଗାଁ ବିଦ୍ୟାଳୟରେ ସୁରଭି-୨୦୨୬ ଅନୁଷ୍ଠିତ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/ କନ୍ଧମାଳ/ସମୀକ୍ଷା ନ୍ୟୁଜ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ସେମାନଙ୍କ ସୃଜନଶୀଳତାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଚକାପାଦ ବ୍ଲକ କାମ୍ବ୍ରିକିଆ କ୍ଲଷ୍ଟର ଅନ୍ତର୍ଗତ ଗୁଡ୍ରିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଚକାପାଦ ଏବିଓ ଶ୍ରୀ ଶେଷଦେବ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶରେ ଏଭଳି ମଞ୍ଚର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ…

Read More
ଜନସେବାର ୨୫ ବର୍ଷ ପୂର୍ତ୍ତି: ମାଲକାନଗିରିରେ ସେବା ଜ୍ୟୋତି ଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି – ସମୀକ୍ଷା ଖବର

ଜନସେବାର ୨୫ ବର୍ଷ ପୂର୍ତ୍ତି: ମାଲକାନଗିରିରେ ସେବା ଜ୍ୟୋତି ଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ମାଲକାନଗିରି/୦୩/୧୦/୨୬ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନ ଓ ଜନସେବାର ସଫଳ ୨୫ ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଅକ୍ଟୋବର ୭ ତାରିଖରେ ଏକ ବିଶାଳ ସେବା ଜ୍ୟୋତି ଯାତ୍ରା ଏବଂ ବିକଶିତ ଭାରତ ସଂକଳ୍ପ ସଭା ଆୟୋଜିତ ହେବାକୁ ଯାଉଛି। ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ସଫଳତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ସମାଜର ପ୍ରତ୍ୟେକ ବର୍ଗଙ୍କୁ ବିକଶିତ ଭାରତ…

Read More