ଧଉଳି ଚାରୁକଳା ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ
ଆଦର୍ଶ ମହାନ୍ତି / ଭୁବନେଶ୍ୱର ସାମ୍ବାଦିକ / ସମୀକ୍ଷା ନ୍ୟୁଜ: ଭୁବନେଶ୍ୱର, ତା ୧/୧୦/୨୦୨୬ ରିଖ – ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଥିବା ଧଉଳି ଚାରୁକଳା ମହାବିଦ୍ୟାଳୟର ଏନ ଏସ ଏସ ପ୍ରଗ୍ରାମ ଅଫିସର ଚନ୍ଦନ କୁମାର ସାମଲଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ଏନ ଏସ ଏସ ସ୍ୱେଚ୍ଛାସେବୀ ମାନେ ଏକ ନିଆରା ଗାନ୍ଧୀଜୟନ୍ତୀ ପାଳନ କରିଛନ୍ତି। ଏହିଅବସରରେ ୭ ଫୁଟ ଉଚ୍ଚତା ଓ ୪ ଫୁଟ ଚଉଡା କାନଭାସ ଉପରେ…