ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ନିଷ୍ଠା ପରିବାରର ରକ୍ତଦାନ ଉତ୍ସବ ୧୦୩ ୟୁନିଟ୍ ରକ୍ତ ସଂଗୃହୀତ – ସମୀକ୍ଷା ଖବର

ନିଷ୍ଠା ପରିବାରର ରକ୍ତଦାନ ଉତ୍ସବ ୧୦୩ ୟୁନିଟ୍ ରକ୍ତ ସଂଗୃହୀତ

ସାନନ୍ଦ ମହାପାତ୍ର / ସ୍ଵତନ୍ତ୍ର ପ୍ରତିନିଧି / ବରଗଡ / ସମୀକ୍ଷା ନ୍ୟୁଜ: ତା. ୦୧-୧୦-୨୦୨୬ (ଗୁରୁବାର)ବରଗଡ଼ ଜିଲ୍ଲାର ଖଣ୍ଡହଥା ଆନ୍ଧ୍ର କ୍ୟାମ୍ପଠାରେ ଦୀର୍ଘ ୧୬ ବର୍ଷ ଧରି ସମାଜସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରିଆସୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ଓ ଓଡିଶା ରକ୍ତ ଦାତା ମହାସଂଘ ର ମିଳିତ ଆନୁକୁଲ୍ୟରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହ ଡିଜିଟାଲ ଇନଫ୍ଲୁଏନ୍ସର ମିଟ୍ ଅନୁଷ୍ଠିତ ହୋଇଯାଇଛି। ଏହି…

Read More
ବରଗଡ଼ରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ – ସମୀକ୍ଷା ଖବର

ବରଗଡ଼ରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ: ବରଗଡ଼, ୧ ଅକ୍ଟୋବର: ବରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ତଥା ବରିଷ୍ଠ ନାଗରିକ ସଂଘର ସହାୟତାରେ ସ୍ଥାନୀୟ ଯଦୁମଣି ପ୍ରଧାନ ଅଡିଟୋରିୟମଠାରେ “ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ୨୦୨୬” ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଆନୁଷ୍ଠାନିକ ସଭାରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମାଜର ବିକାଶ ଓ…

Read More
ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ – ସମୀକ୍ଷା ଖବର

ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ମୁକେଶ କୁମାର ବେହେରା / ଭବାନୀପାଟଣା /ସମୀକ୍ଷା ନିୟୁଜ: ଭବାନୀପାଟଣା, ୦୧।୧୦: ଆଜି ସ୍ଥାନୀୟ ଟାଉନ ହଲ ଠାରେ ଅନ୍ତର୍ଜାତୀୟବରିଷ୍ଠ ନାଗରିକ ଦିବସ ୨୦୨୬ ମହା ଉତ୍ସାହ ଓ ଗରିମା ସହିତ ପାଳିତ ହୋଇଥିଲା । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ, ଗରିମା, କଲ୍ୟାଣ ଏବଂ ସାମାଜିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ।ଉତ୍ସବର ଅଂଶ ସ୍ୱରୂପ, ସକାଳେ ବରିଷ୍ଠ ନାଗରିକମାନଙ୍କୁ ସୁସ୍ଥ ଏବଂ ସକ୍ରିୟ ଜୀବନଶୈଳୀ ଅନୁସରଣ କରିବାକୁ ଉତ୍ସାହିତ କରିବା ପାଇଁ ଏକ…

Read More
ଦୁର୍ଗାପୂଜାକୁ ନେଇ ଶାନ୍ତି କମିଟି ବୈଠକ: ଦୁର୍ଗାପୂଜାରେ ଡିଜେ-ଲେଜର ଲାଇଟ୍‌କୁ ସମ୍ପୂର୍ଣ୍ଣ ବ୍ୟାନ, ସିସିଟିଭି ଓ ଡ୍ରୋନ୍‌ ନଜରରେ ପୂଜା ମଣ୍ଡପ – ସମୀକ୍ଷା ଖବର

ଦୁର୍ଗାପୂଜାକୁ ନେଇ ଶାନ୍ତି କମିଟି ବୈଠକ: ଦୁର୍ଗାପୂଜାରେ ଡିଜେ-ଲେଜର ଲାଇଟ୍‌କୁ ସମ୍ପୂର୍ଣ୍ଣ ବ୍ୟାନ, ସିସିଟିଭି ଓ ଡ୍ରୋନ୍‌ ନଜରରେ ପୂଜା ମଣ୍ଡପ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା: ଝାରସୁଗୁଡ଼ା, ୩୦/୯ : ଆଗାମୀ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ଓ ନିରାପଦ ଭାବେ ପାଳନ ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି l ଏଥର ପୂଜାରେ ଡିଜେ ଓ ଲେଜର ଲାଇଟ୍‌ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି l ନିର୍ଦ୍ଧାରିତ ମାନଦଣ୍ଡ ଓ ଅନୁମତି ଅନୁଯାୟୀ କେବଳ ମାଇକ୍‌ ବ୍ୟବହାର କରାଯାଇପାରିବ ବୋଲି ପୂଜା କମିଟି ଗୁଡ଼ିକୁ…

Read More
ଗାନ୍ଧୀ ଜୟନ୍ତୀରେ ‘ସେବା ସଙ୍କଳ୍ପ ଅଭିଯାନ’: ଖଡ଼ିଆଳ ଉପକାରାଗାରରେ କୃଷକ ମୋର୍ଚ୍ଚା ପକ୍ଷରୁ ସେବା କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଗାନ୍ଧୀ ଜୟନ୍ତୀରେ ‘ସେବା ସଙ୍କଳ୍ପ ଅଭିଯାନ’: ଖଡ଼ିଆଳ ଉପକାରାଗାରରେ କୃଷକ ମୋର୍ଚ୍ଚା ପକ୍ଷରୁ ସେବା କାର୍ଯ୍ୟକ୍ରମ

ନୂଆପଡ଼ାରୁ କେଦାର ଜଗତଙ୍କ ରିପୋର୍ଟ ସମୀକ୍ଷା ନିୟୁଜ ଖଡ଼ିଆଳ/ନୂଆପଡ଼ା ୨ ଅକ୍ଟୋବର :ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ‘ସେବା ସଙ୍କଳ୍ପ ଅଭିଯାନ’ କାର୍ଯ୍ୟକ୍ରମ ଖଡ଼ିଆଳ ଉପକାରାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ତଥା କୃଷକ ମୋର୍ଚ୍ଚାର ନେତା ଯୁବରାଜ ଜଗତଙ୍କ ନେତୃତ୍ୱରେ ଆୟୋଜିତ ଏହି ସେବା କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ସେବା, ସତ୍ୟ ଓ ଅହିଂସାର ଆଦର୍ଶକୁ ସ୍ମରଣ କରାଯାଇଥିଲା। ସମାଜରେ…

Read More
ବରଗଡ଼: ନିଶା ମୁକ୍ତ କାରବାର ପାଇଁ ସଦୁଢ ପଦକ୍ଷେପ – ସମୀକ୍ଷା ଖବର

ବରଗଡ଼: ନିଶା ମୁକ୍ତ କାରବାର ପାଇଁ ସଦୁଢ ପଦକ୍ଷେପ

ଅବିନାଶ ଗଡତିଆ/ବରଗଡ଼/ସମୀକ୍ଷା ନିୟୁଜ: ବରଗଡ଼/ସମୀକ୍ଷା ନିୟୁଜ ନିଶା ମୁକ୍ତ କାରବାର ପାଇଁ ସଦୁଢ ପଦକ୍ଷେପ ନେଲା ପରେ ମଧ୍ୟ ଠିକ ନିଶା କରବାରରେ କୌଣସି ରୋକ ଠୋକ ଲାଗି ପାରୁ ନାହିଁ। ଆଖ ପାଖ ସୀମାନ୍ତରୁ ଗଞ୍ଜେଇ ଚାଲାଣ ଜୋର ସୋର ରେ ଚାଲୁଛି। ବରଗଡ଼ ଜିଲ୍ଲାର ବରପାଲି ପୋଲିସ ଷ୍ଟେସନ ଅଧୀନରେ ଥିବା ତୁଳଣ୍ଡି ଗ୍ରାମରେ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ପ୍ରଶାନ୍ତ ସାହୁ ଘରୁ ୩୫କିଗ୍ରା ଗଞ୍ଜେଇ ଜବତ…

Read More
ହୋଲି ହୋମ୍ ବୃଦ୍ଧାଶ୍ରମରେ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳନ – ସମୀକ୍ଷା ଖବର

ହୋଲି ହୋମ୍ ବୃଦ୍ଧାଶ୍ରମରେ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳନ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ସମୀକ୍ଷା ନ୍ୟୁଜ: ତା: ୦୧/୧୦/୨୦୨୬ ରିଖ ନୂଆପଡା ଜିଲ୍ଲା କୋମନା ବ୍ଲକ କୁରୁମପୁରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିନାପାଲି ସ୍ଥିତ ହୋଲି ହୋମ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବୃଦ୍ଧାଶ୍ରମର କର୍ମଚାରୀଗଣ ଓ ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ନାଲ୍ସା (ବରିଷ୍ଠ ନାଗରିକଙ୍କୁ ଆଇନ ସହାୟତା) ଯୋଜନା,…

Read More
ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଲକ୍ଷ୍ୟରେ ନୂଆପଡାରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ – ସମୀକ୍ଷା ଖବର

ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଲକ୍ଷ୍ୟରେ ନୂଆପଡାରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା ସମୀକ୍ଷା ନ୍ୟୁଜ : ନୂଆପଡ଼ା, ତା.02/10/2026 ନୂଆପଡା ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଭାବେ ଗଢ଼ି ତୋଳିବା ସହ ଜିଲ୍ଲାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମମୁକ୍ତ ଜିଲ୍ଲାରେ ପରିଣତ କରିବା ଲକ୍ଷ୍ୟରେ ଏକ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ୦୨ ଅକ୍ଟୋବର, ଗାନ୍ଧୀ ଜୟନ୍ତୀ ଓ ସ୍ୱତନ୍ତ୍ର ଗ୍ରାମସଭା ଠାରୁ…

Read More
ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ – ସମୀକ୍ଷା ଖବର

ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର ପାଟଣା:୨/୧୦,ବିଦ୍ୟାଳୟ ପରିସରରେ ମହାସମାରୋହରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମାଳତୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନ, ଆଦର୍ଶ ଓ ଦେଶ ପ୍ରତି ଅବଦାନକୁ ସ୍ମରଣ କରାଯାଇଥିଲା।ଏହି ଅବସରରେ କ୍ଲଷ୍ଟର ସଂଯୋଜକ ଜ୍ୟୋତିର୍ମୟ ତ୍ରିପାଠୀ, ତୁରୁମୁଙ୍ଗା କ୍ଲଷ୍ଟର ସଂଯୋଜକ ଲିପ୍ଟନ ସାହୁ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କମଳାକାନ୍ତ ପତି,…

Read More
ବିଳମ୍ବ ନକରି ବଡ଼ସାହିରେ ଜେ ଏମ ଏଫ ସି କୋର୍ଟ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ବ୍ଲକବାସୀଙ୍କ ଦାବି – ସମୀକ୍ଷା ଖବର

ବିଳମ୍ବ ନକରି ବଡ଼ସାହିରେ ଜେ ଏମ ଏଫ ସି କୋର୍ଟ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ବ୍ଲକବାସୀଙ୍କ ଦାବି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି , ୨/୧୦/୨୬ – ୩୦ଟି ପଞ୍ଚାୟତକୁ ନେଇ ସର୍ବବୃହତ ବଡ଼ସାହି ବ୍ଲକରେ ଏକ ଜେ ଏମ ଏଫ ସି କୋର୍ଟର ଆବଶ୍ୟକତା ନେଇ ବହୁବାର ଦାବି କରାଯାଇଛି । ବିଭିନ୍ନ ମହଲରୁ ବିଭିନ୍ନ ସ୍ତରରେ ବହୁବାର ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । ମାତ୍ର ବଡ଼ସାହି ପ୍ରତି ସରକାରୀ ଉଦାସୀନତା କାରଣରୁ କୋର୍ଟ କାର୍ଯ୍ୟକ୍ଷମ ନହେବା ନେଇ ପୁଣି ଅଣ୍ଟା ଭିଡୁଛନ୍ତି ବ୍ଲକ ବାସୀ । ଘଟଣା ଅନୁଯାୟୀ…

Read More