ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ବରିଷ୍ଠ ନାଗରିକ ଦିବସ ପାଳନରେ ସୀମିତ ପରିମାଣକୁ ବରିଷ୍ଠ ସଂଘମାନଙ୍କର ନାପସନ୍ଦ – ସମୀକ୍ଷା ଖବର

ବରିଷ୍ଠ ନାଗରିକ ଦିବସ ପାଳନରେ ସୀମିତ ପରିମାଣକୁ ବରିଷ୍ଠ ସଂଘମାନଙ୍କର ନାପସନ୍ଦ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ୧/୧୦/୨୬ – ପ୍ରାୟ ୧୯୯୧ ମସିହା ପାଖରୁ ପ୍ରତ୍ୟେକ ବର୍ଷ ଅକ୍ଟୋବର ୧ ତାରିଖରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ସରକାରୀ ସ୍ତରରେ ବ୍ୟବସ୍ଥା ଗ୍ରହଣ କରାଯାଇ ପାଳନ ହୋଇଥାଏ । ଏଥିରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ବର୍ଗର ବରିଷ୍ଠ ନାଗରିକଗଣଙ୍କୁ ସମ୍ମାନିତ କର।ଯିବା ସହ ରାସ୍ତା ନିରାପତ୍ତା, ବାର୍ଦ୍ଧକ୍ୟ ଜନିତ ରୋଗ ବ୍ୟାଧି, ସାଇବର ଠକାମୀ, ସ୍ୱାସ୍ଥ୍ୟ ପରୀକ୍ଷା, ଚଷମା ପ୍ରଦାନ ସମ୍ବନ୍ଧୀୟ…

Read More
ରାମନାଗୁଡ଼ା ଠାରୁ ବିଷମକଟକ ଖାଲଖମାରେ ପରିପୂର୍ଣ୍ଣ ୩୨୬ ନମ୍ବର ଜାତୀୟ ରାଜପଥ ; ଦୁର୍ଘଟଣା ପାଇଁ ଦାୟୀ କିଏ – ସମୀକ୍ଷା ଖବର

ରାମନାଗୁଡ଼ା ଠାରୁ ବିଷମକଟକ ଖାଲଖମାରେ ପରିପୂର୍ଣ୍ଣ ୩୨୬ ନମ୍ବର ଜାତୀୟ ରାଜପଥ ; ଦୁର୍ଘଟଣା ପାଇଁ ଦାୟୀ କିଏ

ଅଭିଳାଷ ମହାନନ୍ଦିଆ / କଲ୍ୟାଣସିଂହପୁର / ସମୀକ୍ଷା ନିୟୁଜ୍:ରାୟଗଡ଼ା ରୁ ( ଅଭିଳାଷ ମହାନନ୍ଦିଆ ) ସମୀକ୍ଷା news liveରାୟଗଡା : ଜିଲ୍ଲାର ୩୦/୯ ଜୀବନରେଖା କୁହାଯାଉଥିବା ୪୬ ନମ୍ବର ରାଜ୍ୟ ରାଜପଥ ଏବେ ମରଣଯନ୍ତାରେ ପରିଣତ ହୋଇଛି । ରାୟଗଡା ଜିଲ୍ଲା ରାମନାଗୁଡ଼ା ଠାରୁ ବିଷମକଟକ ପର୍ଯ୍ୟନ୍ତ ପ୍ରାୟ ୫୦ କି.ମି ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ, ଗାଡି ଚାଲିବା ତ ଦୂରର କଥା, ଚାଲି ଚାଲି ଯିବା ବି କଷ୍ଟ। ସ୍ଥାନେ ସ୍ଥାନେ…

Read More
ଇରାନର ରେକର୍ଡ ଭାଙ୍ଗିଲେ କଳାହାଣ୍ଡିର ସତ୍ୟପୀର ପଧାନ – ସମୀକ୍ଷା ଖବର

ଇରାନର ରେକର୍ଡ ଭାଙ୍ଗିଲେ କଳାହାଣ୍ଡିର ସତ୍ୟପୀର ପଧାନ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ୧ କିଲୋଗ୍ରାମ୍ ଓଜନ ଧରି ଏକ ମିନିଟ୍‌ରେ ୧୮୩ ପଞ୍ଚ୍ ଷ୍ଟ୍ରାଇକ୍; ଗିନିଜ୍ ୱର୍ଲ୍ଡ ରେକର୍ଡସ୍‌ରେ ଭାରତର ନାମ ଭୁବନେଶ୍ୱର: କଳାହାଣ୍ଡି ମାଟିରୁ ଆନ୍ତର୍ଜାତୀୟ ମଞ୍ଚ ପର୍ଯ୍ୟନ୍ତ ଆଉ ଏକ ଗୌରବମୟ ଯାତ୍ରା। ଅସାଧାରଣ ଶାରୀରିକ ଦକ୍ଷତା, କଠୋର ପ୍ରଶିକ୍ଷଣ ଓ ଦୃଢ଼ ଅଧ୍ୟବସାୟର ବଳରେ କଳାହାଣ୍ଡି ଜିଲ୍ଲାର ସତ୍ୟପୀର ପଧାନ ପଞ୍ଚ୍ ଷ୍ଟ୍ରାଇକ୍ କ୍ଷେତ୍ରରେ ନୂଆ ଗିନିଜ୍ ୱର୍ଲ୍ଡ ରେକର୍ଡସ୍ ଅର୍ଜନ କରିଛନ୍ତି। ତାଙ୍କ ଏହି ସଫଳତା ଓଡ଼ିଶା…

Read More
ବଲାଙ୍ଗୀର: ଅଣ୍ଡାଲଦୋରୋ ସାପ୍ତାହିକ ବଜାରରେ ନିଶା କାରବାର ଅଭିଯୋଗ – ସମୀକ୍ଷା ଖବର

ବଲାଙ୍ଗୀର: ଅଣ୍ଡାଲଦୋରୋ ସାପ୍ତାହିକ ବଜାରରେ ନିଶା କାରବାର ଅଭିଯୋଗ

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା : “ଦେଶୀ-ବିଦେଶୀ ମଦ, କୋରେକ୍ସ ଓ ଗଞ୍ଜେଇ ବେଧଡ଼କ ବିକ୍ରି” “ନିଶାଡ଼ିଙ୍କ ଭିଡ଼ରେ ଅସୁରକ୍ଷିତ ମହିଳା; ପୋଲିସ-ଅବକାରୀ ବିଭାଗର ଭୂମିକା ନେଇ ପ୍ରଶ୍ନ” ବଲାଙ୍ଗୀର : ଗ୍ରାମାଞ୍ଚଳରେ ନିଶା କାରବାର ରୋକିବା ପାଇଁ ଆଇନ ଓ ପ୍ରଶାସନିକ ବ୍ୟବସ୍ଥା ଥିବା ସତ୍ତ୍ୱେ ଅଣ୍ଡାଲଦୋରୋ ସାପ୍ତାହିକ ବଜାରକୁ ନେଇ ଉଠିଛି ଗୁରୁତର ଅଭିଯୋଗ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସାପ୍ତାହିକ ବଜାର ଦିନରେ ଦେଶୀ ଓ ବିଦେଶୀ ମଦ ସହ କୋରେକ୍ସ…

Read More
କେନ୍ଦୁଝରଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ – ସମୀକ୍ଷା ଖବର

କେନ୍ଦୁଝରଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/ କେନ୍ଦୁଝର କେନ୍ଦୁଝର ୧/୧୦: ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ, ସମ୍ମାନ, କଲ୍ୟାଣ ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି କେନ୍ଦୁଝର ଅଡିଟୋରିୟମଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏକ ଯୋଗ ଅଧିବେଶନରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ପରବର୍ତ୍ତୀ କାଳରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଓ ଚିକିତ୍ସା ଶିବିର, ସେମାନଙ୍କ ଅଧିକାର, କଲ୍ୟାଣ ଏବଂ ସ୍ୱାସ୍ଥ୍ୟରକ୍ଷା ଉପରେ…

Read More
ଦାରିଦ୍ର୍ୟ ଛଡ଼ାଇ ନେଲା ପାଠପଢ଼ାର ସ୍ୱପ୍ନ – ସମୀକ୍ଷା ଖବର

ଦାରିଦ୍ର୍ୟ ଛଡ଼ାଇ ନେଲା ପାଠପଢ଼ାର ସ୍ୱପ୍ନ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ ଦାରିଦ୍ର୍ୟ ଛଡ଼ାଇ ନେଲା ପାଠପଢ଼ାର ସ୍ୱପ୍ନ । ଦିନେ ମେଧାବୀର ଚମକରେ ଉଜ୍ଜ୍ୱଳ ହୋଇଥିଲା ଯାହାଙ୍କ ନାଁ… ଆଜି ସେହି ମେଧାବୀ ଛାତ୍ରୀଙ୍କ ଜୀବନରେ ଅନ୍ଧାର।ପାଠ ପଢ଼ି ବଡ଼ ମଣିଷ ହେବାର ସ୍ୱପ୍ନ ଦେଖିଥିଲେ। ହେଲେ ବାପାଙ୍କ ମୃତ୍ୟୁ ପରେ ପରିବାରର ବୋଝ ତାଙ୍କ କାନ୍ଧରେ। ଟ୍ୟୁସନ କରି ଚଳାଉଛନ୍ତି ଘର, ରୋଗୀଣା ମାଆଙ୍କ ଔଷଧ ଓ ଭାଇଙ୍କ ପାଠପଢ଼ା।ଦିନେ ଡି ଡି ୟୁନିଭର୍ସିଟି ଟପର୍ ହୋଇଥିବା…

Read More
ଭୁବନେଶ୍ୱର ହେବ ଦେଶର ୧ ନମ୍ବର ସ୍ୱଚ୍ଛ ସହର: ମୁଖ୍ୟମନ୍ତ୍ରୀ – ସମୀକ୍ଷା ଖବର

ଭୁବନେଶ୍ୱର ହେବ ଦେଶର ୧ ନମ୍ବର ସ୍ୱଚ୍ଛ ସହର: ମୁଖ୍ୟମନ୍ତ୍ରୀ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର: ଭୁବନେଶ୍ୱରକୁ ଦେଶର ସବୁଠାରୁ ସ୍ୱଚ୍ଛ ଓ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ଆହ୍ୱାନ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ୱଚ୍ଛତା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ସହରର ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ସେ କହିଛନ୍ତି। ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ ଅଧୀନରେ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ଖଣ୍ଡଗିରି ଅଞ୍ଚଳରେ…

Read More
ଭାରତୀୟ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାର ଏବଂ ୪ ଜଣ ଇସ୍ରାଏଲୀ ନାଗରିକ ନିଜ ଜୀବନକୁ ବାଜିରେ ଲଗାଇ ୧୭୪ ଜଣ ଯାତ୍ରୀଙ୍କୁ ରକ୍ଷା କଲେ – ସମୀକ୍ଷା ଖବର

ଭାରତୀୟ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାର ଏବଂ ୪ ଜଣ ଇସ୍ରାଏଲୀ ନାଗରିକ ନିଜ ଜୀବନକୁ ବାଜିରେ ଲଗାଇ ୧୭୪ ଜଣ ଯାତ୍ରୀଙ୍କୁ ରକ୍ଷା କଲେ

ଭୁବନେଶ୍ୱର ବ୍ୟୁରୋ / ସମୀକ୍ଷା ନ୍ୟୁଜ : ଦୁବାଇରୁ ତେଲ ଅଭି ଅଭିମୁଖେ ଯାଉଥିବା ‘ଫ୍ଲାଇଦୁବାଇ’ ର ଫ୍ଲାଇଟ୍ FZ1073 ଯେତେବେଳେ ହଜାର ହଜାର ଫୁଟ୍ ଉଚ୍ଚତାରେ ଉଡ଼ୁଥିଲା, ସେତେବେଳେ କକପିଟ୍ ଭିତରେ ରକ୍ତମୁଖା ସାଜିଥିଲେ କୋ-ପାଇଲଟ। ବିମାନର ଓମାନୀ କୋ-ପାଇଲଟ୍ ହଠାତ୍ ନିଜର ସହକର୍ମୀ ତଥା ଭାରତୀୟ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କୁ ଆକ୍ରମଣ କରି ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଚାହିଁଥିଲେ। ମାତ୍ର କିଛି ମିନିଟ୍ ମଧ୍ୟରେ ବିମାନଟି ୧୪ ହଜାର ଫୁଟ ତଳକୁ ଖସିବାକୁ ଲାଗିଥିବାବେଳେ,…

Read More
ବୟସ ବାଧକ ସାଜିପାରିଲାନି, ୮୦ ବର୍ଷ ବୟସରେ ପାଠ ପଢୁଛନ୍ତି ଖାମିନ – ସମୀକ୍ଷା ଖବର

ବୟସ ବାଧକ ସାଜିପାରିଲାନି, ୮୦ ବର୍ଷ ବୟସରେ ପାଠ ପଢୁଛନ୍ତି ଖାମିନ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତୁପାଉଡ଼ା ପଞ୍ଚାୟତ ବଡ଼ଉଡ଼ା ଗ୍ରାମର ୮୦ ବର୍ଷୀୟ ଖାମିନ ମହାନନ୍ଦ।ଶିକ୍ଷା ଗ୍ରହଣ ପାଇଁ ବୟସ କେବେ ବାଧକ ନୁହେଁ, ଏହାର ଜ୍ୱଳନ୍ତ ଉଦାହରଣ ପାଲିଟିଇଛନ୍ତି। ଗାଁରେ ଚାଲିଥିବା ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ରେ ସାମିଲ ହୋଇ ସେ ପୁଣିଥରେ ହାତରେ ଖଡ଼ି ଧରିଛନ୍ତି। ନାତୁଣୀ ଗୁଞ୍ଜନ ଓ ତ୍ରିଶାଙ୍କ ସହଯୋଗରେ ଖାମିନ ଅକ୍ଷର ଚିହ୍ନିବା, ପଢ଼ିବା ଓ ଲେଖିବା ଶିଖୁଛନ୍ତି। ଛୋଟବେଳେ…

Read More
ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୨୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ସ୍ୱଚ୍ଛତା ଅଭିଯାନ ଓ ସ୍ୱାସ୍ଥ୍ୟ ଶିବିର – ସମୀକ୍ଷା ଖବର

ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୨୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ସ୍ୱଚ୍ଛତା ଅଭିଯାନ ଓ ସ୍ୱାସ୍ଥ୍ୟ ଶିବିର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା,୧ ଅକ୍ଟୋବର :- ଖୋରଧା ସ୍ଥିତ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୨୫ତମ ପ୍ରତିଷ୍ଠା ବର୍ଷ ପୂର୍ତ୍ତି ଉପଲକ୍ଷେ ଗୁରୁବାର ଏକ ସ୍ୱଚ୍ଛତା ଅଭିଯାନ ଓ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଉତ୍ସବ କମିଟିର ଗଣମାଧ୍ୟମ ସଂଯୋଜକ ଉମାଶଙ୍କର ପ୍ରସାଦଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗୁରୁବାର ସକାଳ ୭ଟାରୁ ବିଦ୍ୟାଳୟର ଏନ.ସି.ସି, ସ୍କାଉଟ୍‌…

Read More