ଫେକ୍ ୟୁପିଆଇ ଆକାଉଣ୍ଟ ଖୋଲି ଟଙ୍କା ଆଦାୟ ଅଭିଯୋଗ
–– ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ଲୋକଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ ଏବଂ ନକଲି ୟୁପିଆଇ ଆକାଉଣ୍ଟ ବ୍ୟବହାର ସମ୍ପର୍କିତ ଅଭିଯୋଗକୁ ନେଇ ଜଗତସିଂହପୁର ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ଥାନାରେ ମାମଲା ରୁଜୁ ହୋଇଛି। ତିର୍ତ୍ତୋଲ ଥାନାରେ ପ୍ରଥମେ ରିତେଶ ଜେନା ଅଭିଯୋଗ କରିଥିବା ବେଳେ ପରବର୍ତ୍ତୀ ତଦନ୍ତରେ ସୌମ୍ୟରଞ୍ଜନ ଓଝା ଓରଫ ବୁବୁ (୨୮)ଙ୍କ ଭୂମିକା ସାମ୍ନାକୁ ଆସିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ସୌମ୍ୟଙ୍କ…