ପାର୍ବଣ ପୂର୍ବରୁ ବାହାଡ଼ାଝୋଲା ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ ଜୋରଦାର
୬ ପଞ୍ଚାୟତର ୯୬ ରାଜସ୍ୱ ଗ୍ରାମ ଉପରେ ନଜର, ଗଞ୍ଜାମ ସୀମାନ୍ତରେ ସୁରକ୍ଷାକୁ ଗୁରୁତ୍ୱ ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:ନୂଆଗାଁ, ୩୦/୦୯: ଆଗକୁ ଦଶହରା ସହ ପାର୍ବଣ ଋତୁ ଆସୁଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣକୁ ନେଇ ତତ୍ପର ହୋଇଛି ବାହାଡ଼ାଝୋଲା ଫାଣ୍ଡି ପୁଲିସ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି ଅଧୀନ ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂକୁ ଜୋରଦାର କରାଯାଇଥିବା…