ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଖଡ଼ିଖଡ଼ିଆଳରେ NISHTHA GLOBAL EDUCATION HUB ପକ୍ଷରୁ ଅନ୍ତର୍ଜାତୀୟ ହିନ୍ଦୀ ଅଲିମ୍ପିଆଡ୍ ଆୟୋଜିତ – ସମୀକ୍ଷା ଖବର

ଖଡ଼ିଖଡ଼ିଆଳରେ NISHTHA GLOBAL EDUCATION HUB ପକ୍ଷରୁ ଅନ୍ତର୍ଜାତୀୟ ହିନ୍ଦୀ ଅଲିମ୍ପିଆଡ୍ ଆୟୋଜିତ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ସମୀକ୍ଷା ନ୍ୟୁଜ : ନୂଆପଡା /ଖଡ଼ିଆଳ -30 ସେପ୍ଟେମ୍ବର 2026 ଆମ ଦେଶ ର ରାଷ୍ଟ୍ର ଭାଷା ହିନ୍ଦୀ। ଏହି ଭାଷା ର ଉତ୍ତମ ବ୍ୟବହାର ଓ ଯୋଗାଯୋଗ ର ମାଧ୍ୟମ ଉପଯୋଗୀ ପାଇଁ ସମସ୍ତଙ୍କ ପ୍ରୟାସ ରହିଛି। ଛାତ୍ରଛାତ୍ରୀଙ୍କ ଜ୍ଞାନ, ଦକ୍ଷତା, ଆତ୍ମବିଶ୍ୱାସ ଓ ଭବିଷ୍ୟତ ଦିଗକୁ ସୁଦୃଢ଼ କରିବା ମଧ୍ୟ ଶିକ୍ଷାର ଏକ ମୁଖ୍ୟ ଅଂଶ। ଏହି ଚିନ୍ତାଧାରା ସହିତ ହିନ୍ଦୀ ଭାଷାର ପ୍ରଚାର, ପ୍ରସାର ଓ ଛାତ୍ରଛାତ୍ରୀଙ୍କ…

Read More
ପାରାଦୀପ ଅବକାରୀ ବିଭାଗର ଚଢ଼ାଉ – ସମୀକ୍ଷା ଖବର

ପାରାଦୀପ ଅବକାରୀ ବିଭାଗର ଚଢ଼ାଉ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ଗଞ୍ଜେଇ ଓ ଅବକାରୀ ମାମଲାରେ ୪ ଜଣ ଗିରଫ: ପାରାଦୀପ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଓ ବେଆଇନ ମଦ କାରବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। (କ) ପାରାଦୀପ ଅବକାରୀ ରେଞ୍ଜ: ନିମିଢ଼ି ଗ୍ରାମ ରାସ୍ତା ନିକଟରେ ଚଢ଼ାଉ କରାଯାଇ ୧୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହୋଇଥିବାବେଳେ…

Read More
ଧାମନଗର ପୋଲିସର ବଡ଼ ସଫଳତା: କେନ୍ଦୁଝରରୁ ଉଦ୍ଧାର ହେଲେ ନିଖୋଜ ବୋହୂ – ସମୀକ୍ଷା ଖବର

ଧାମନଗର ପୋଲିସର ବଡ଼ ସଫଳତା: କେନ୍ଦୁଝରରୁ ଉଦ୍ଧାର ହେଲେ ନିଖୋଜ ବୋହୂ

ରତିକାନ୍ତ ନାୟକ /ଧାମନଗର /ସମୀକ୍ଷା ନିୟୁଜ: ଧାମନଗର, ୨୯/୦୯:(ସମୀକ୍ଷା ନିୟୁଜ )ପରିବାର ପକ୍ଷରୁ ଅଭିଯୋଗ ହେବାର ଦିନକ ପରେ ନିଖୋଜ ବୋହୂଙ୍କୁ କେନ୍ଦୁଝର ଜିଲ୍ଲାରୁ ଉଦ୍ଧାର କରିଛି ଧାମନଗର ପୋଲିସ। ଧାମନଗର ଥାନା ଆଇଆଇସି ଶୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶରେ ପୋଲିସର ଏକ ଟିମ୍ ତୁରୁମୁଙ୍ଗା ଅଞ୍ଚଳରେ ଚଢ଼ାଉ କରି ନିଖୋଜ ବୋହୂ ଚନ୍ଦନାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଚନ୍ଦନାଙ୍କ ଶ୍ୱଶୁର ନିରଞ୍ଜନ ଜେନା ଗତ ୨୭ ତାରିଖରେ ବୋହୂ ନିଖୋଜ ଥିବା ନେଇ ଧାମନଗର…

Read More
ପୁରୀ_ବାଙ୍ଗିରିପୋଷି ଏକ୍ସପ୍ରେସ୍‌ ଟ୍ରେନର ନିୟମିତ ବିଳମ୍ୱ, ଅସୁରକ୍ଷିତ ଯାତ୍ରା ଓ ବିପଦ ଆଶଙ୍କା – ସମୀକ୍ଷା ଖବର

ପୁରୀ_ବାଙ୍ଗିରିପୋଷି ଏକ୍ସପ୍ରେସ୍‌ ଟ୍ରେନର ନିୟମିତ ବିଳମ୍ୱ, ଅସୁରକ୍ଷିତ ଯାତ୍ରା ଓ ବିପଦ ଆଶଙ୍କା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି /ସମୀକ୍ଷା ନ୍ୟୁଜ : ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍ (୧୨୮୯୧/୯୨)ନମ୍ବର ଟ୍ରେନ ମୟୂରଭଞ୍ଜ ସମେତ ବାଲେଶ୍ଵର ବାସୀଙ୍କ ପାଇଁ ଭୁବନେଶ୍ଵର ଓ ପୁରୀ ମଧ୍ୟରେ ଯାତାୟାତ ଓ ଯୋଗାଯୋଗର ଏକ ପ୍ରମୁଖ ରେଳସେବା ଭାବେ ପରିଚିତ । ଅନେକ ଯାତ୍ରୀ ଏହି ଟ୍ରେନକୁ ଭରସା ଓ ନିର୍ଭର କରୁଥିବା ସମୟରେ ପୁରୀରୁ ଫେରିବା ସମୟରେ ନିୟମିତ ବିଳମ୍ବକୁ ନେଇ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ବିଳମ୍ବ…

Read More
ଶିମିଳିପାଳ ପାଦଦେଶରେ ବେଆଇନ ପଥରଖାଦାନ ତଦନ୍ତ ନେଇ ଏନଏଚଆରସି ର ଜିଲ୍ଲାପାଳଙ୍କୁ ଚିଠି – ସମୀକ୍ଷା ଖବର

ଶିମିଳିପାଳ ପାଦଦେଶରେ ବେଆଇନ ପଥରଖାଦାନ ତଦନ୍ତ ନେଇ ଏନଏଚଆରସି ର ଜିଲ୍ଲାପାଳଙ୍କୁ ଚିଠି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି /ସମୀକ୍ଷା ନ୍ୟୁଜ: ୨୯/୯/୨୬ – ଖଣି ଲୁଟକୁ ବନ୍ଦ ନେଇ ତୀବ୍ର ବିରୋଧ ଚାଲିଥିବା ସମୟରେ ମୟୂରଭଞ୍ଜ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଚାଲିଥିବା ବେଆଇନ ପଥର ଖାଦାନକୁ ନେଇ ଜାତୀୟ ମାନବାଧିକାର କମିଶନ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ତଦନ୍ତ ପୂର୍ବକ ଦୁଇ ସପ୍ତାହ ମଧ୍ୟରେ ଏ ଟି ଆର ( ଆକ୍ସନ ଟେକେନ୍ ରିପୋର୍ଟ) ଦାଖଲ କରିବାକୁ ମଧ୍ୟ କମିଶନ ତରଫରୁ ମୟୂରଭଞ୍ଜ…

Read More
ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ; କ୍ରୀଡ଼ା ଶିକ୍ଷକ ନିଲମ୍ବିତ – ସମୀକ୍ଷା ଖବର

ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ; କ୍ରୀଡ଼ା ଶିକ୍ଷକ ନିଲମ୍ବିତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୨୯ ସେପ୍ଟେମ୍ବର: ଖୋରଧା ଜିଲ୍ଲାର ନରଣଗଡ଼ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଆଥଲେଟିକ୍‌ ମିଟ୍‌ରେ ଯୋଗଦେବାକୁ ଆସିଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି। ମୃତ ଛାତ୍ର ହେଉଛନ୍ତି ବାଲିପାଟଣା ଆଦର୍ଶ ବିଦ୍ୟାଳୟର ଛାତ୍ର ଅର୍ଣ୍ଣବ ସାହୁ। ଛାତ୍ରଙ୍କ ମୃତ୍ୟୁକୁ ନେଇ ପରିବାରବର୍ଗ ଓ ସମ୍ପର୍କୀୟମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ତଦାରଖ ଏବଂ ଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥା…

Read More
ଶ୍ମଶାନ ଜମି ଚିହ୍ନଟରେ ବିଳମ୍ବ, ବଢ଼ୁଛି ଗ୍ରାମବାସୀଙ୍କ ଦୁର୍ଦ୍ଦଶା – ସମୀକ୍ଷା ଖବର

ଶ୍ମଶାନ ଜମି ଚିହ୍ନଟରେ ବିଳମ୍ବ, ବଢ଼ୁଛି ଗ୍ରାମବାସୀଙ୍କ ଦୁର୍ଦ୍ଦଶା

ସରକାରୀ ରେକର୍ଡରେ ୩ ଏକରରୁ ଊର୍ଦ୍ଧ୍ୱ ଜମି, ତଥାପି ଶବ ସତ୍କାର ପାଇଁ ନାନା ସମସ୍ୟା ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୨୯ ସେପ୍ଟେମ୍ବର: ସରକାରୀ ରାଜସ୍ୱ ରେକର୍ଡରେ ଶ୍ମଶାନ ପାଇଁ ଜମି ରହିଛି। ହେଲେ ଉକ୍ତ ଜମିର ସମ୍ପୂର୍ଣ୍ଣ ମାପଚୁପ ଓ ସୀମା ନିର୍ଦ୍ଧାରଣ ହୋଇପାରୁନାହିଁ। ଅନ୍ୟପକ୍ଷରେ ଶ୍ମଶାନକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ କି ଶବ ସତ୍କାର ସମୟରେ ଆଶ୍ରୟ ନେବା ପାଇଁ ପ୍ରତୀକ୍ଷା…

Read More
ବୁଢ଼ାଲିଙ୍ଗ (କେଦାରେଶ୍ୱର) ଠାରେ ବିଶାଳ ବୃକ୍ଷରୋପଣ ଅଭିଯାନ – ସମୀକ୍ଷା ଖବର

ବୁଢ଼ାଲିଙ୍ଗ (କେଦାରେଶ୍ୱର) ଠାରେ ବିଶାଳ ବୃକ୍ଷରୋପଣ ଅଭିଯାନ

“ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ — ସବୁଜ ଚୌଦ୍ୱାର, ସୁନ୍ଦର ଚୌଦ୍ୱାର।” ୭୦୦ ଚାରାରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ଅନୁଷ୍ଠାନ ଗେଲ୍ଲାନନ୍ଦ ସାହୁ / ଚୌଦ୍ୱାର / ସମୀକ୍ଷା ନ୍ୟୁଜ: ଚୌଦ୍ୱାର: ଚୌଦ୍ୱାରସ୍ଥିତ ବୁଢ଼ାଲିଙ୍ଗ (କେଦାରେଶ୍ୱର) ଠାରେ ବାବା ବୁଢ଼ାଲିଙ୍ଗ ୟୁଥ୍ କ୍ଲବ୍, Glorious India Foundation Trust (GIFT), ଚୌଦ୍ୱାର ପୌରପାଳିକା ଓ ଚୌଦ୍ୱାର ବନ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ବୃକ୍ଷରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ମୋଟ…

Read More
ଟୁପାଉଡ଼ର ଖେଳପଡ଼ିଆରେ ଜଳ ନିରାପତ୍ତା ଓ ସରକାରୀ ଯୋଜନା ରୂପାୟନ ନେଇ ଗ୍ରା.ପ. ସ୍ତରୀୟ ସମନ୍ୱୟ ମେଳା – ସମୀକ୍ଷା ଖବର

ଟୁପାଉଡ଼ର ଖେଳପଡ଼ିଆରେ ଜଳ ନିରାପତ୍ତା ଓ ସରକାରୀ ଯୋଜନା ରୂପାୟନ ନେଇ ଗ୍ରା.ପ. ସ୍ତରୀୟ ସମନ୍ୱୟ ମେଳା

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା. ୨୯.୦୯.୨୦୨୬ (ଭଗବାନ ମହାନ୍ତି)ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଟୁପାଉଡ଼ାର ଗ୍ରାମ ଖେଳପଡିଆ ଠାରେ “ଜଳ ନିରାପତ୍ତା ଓ ସରକାରୀ ଯୋଜନା ଗୁଡିକର ସଫଳ ରୂପାୟନ” ନିମନ୍ତେ ଟୁପାଉଡ଼ାର ଗ୍ରାମ ପଞ୍ଚାୟତ ସ୍ତରୀୟ ଏକ ସମନ୍ୱୟ ମେଳା ଜନମୁକ୍ତି ଅନୁଷ୍ଠାନ ଓ ଗ୍ରାମ ବିକାଶ ସଂସ୍ଥାଙ୍କ ସହଯୋଗରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅର୍ଣ୍ଣ ବାଗ ସଭାପତିତ୍ୱ କରିଥିବା ବେଳେ…

Read More
ସଂସୁଦ ପ୍ରାଇଭେଟ୍ ଲିମିଟେଡେ ନାରେ ବଡ ଘୋଟାଲା ଠକି ନେଲେ ୩କୋଟି ୧୦ଲକ୍ଷ – ସମୀକ୍ଷା ଖବର

ସଂସୁଦ ପ୍ରାଇଭେଟ୍ ଲିମିଟେଡେ ନାରେ ବଡ ଘୋଟାଲା ଠକି ନେଲେ ୩କୋଟି ୧୦ଲକ୍ଷ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ସସ୍ନୁଦ ଇଣ୍ଟରୀୟର ଆଣ୍ଡ କଷ୍ଟ୍ରସନ ପ୍ରାଇଭେଟ ଲିମିଟେଡ ନାମରେ ଏକ କମ୍ପାନୀ ରଙ୍ଗୀୟା ଗଡ଼ ଗ୍ରାମରେ ଅଫିସ ଖୋଲି ଜମି ପ୍ଲଟୀଙ୍ଗ କାମ କରୁଥିବା ବେଳେ ଭୂତୁମୁଣ୍ଡାଇ ର ରାଜେନ୍ଦ୍ର ଦାସ୍ ନାମକ ଜଣେ ବ୍ୟକ୍ତି ସେମାନଙ୍କର ଚିହ୍ନା ଜଣା ଥିବା ରୁ ତାଙ୍କୁ ଡ଼ାକି ସେମାନଙ୍କ ସହିତ ସାମିଲ ହୋଇ ଜମି ପ୍ଳଟିଙ୍ଗ କାମରେ ସାମିଲ ହୋଇ କାମ କରିବାକୁ ପ୍ରବାତାଇ ଥିଲେ l ଉକ୍ତ…

Read More