ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ପାଟଣା ରେ ବେଧଡ଼କ ଚୋରା ବାଲି ଚାଲାଣ: ମାଡ଼ି ବସିଲା ପାଟଣା ବନ ବିଭାଗ, ୨ ଟ୍ରାକ୍ଟର ଜବତ – ସମୀକ୍ଷା ଖବର

ପାଟଣା ରେ ବେଧଡ଼କ ଚୋରା ବାଲି ଚାଲାଣ: ମାଡ଼ି ବସିଲା ପାଟଣା ବନ ବିଭାଗ, ୨ ଟ୍ରାକ୍ଟର ଜବତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର ପାଟଣା, ୧୯/୯: କେନ୍ଦୁଝର ଜିଲ୍ଲା ପାଟଣା ବୈତରଣୀ ର ଗ୍ରାମରୁ ବେଧଡ଼କ ଭାବେ ଚାଲିଥିବା ଚୋରା ବାଲି ଚାଲାଣ ଉପରେ ପାଟଣା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ଟି ଟ୍ରାକ୍ଟର ଜବତ କରାଯାଇଛି। ବନ ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ପରେ ବାଲି ଚୋରା ଚାଲାଣକାରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଜବତ ହୋଇଥିବା ଟ୍ରାକ୍ଟର ମଧ୍ୟରୁ ଗୋଟିଏର ନମ୍ବର OD-09-AH-8601 ବୋଲି ଜଣାପଡ଼ିଛି। ଏହି ଗାଡ଼ିରେ ପ୍ରାଇଭେଟ୍ ନମ୍ବର…

Read More
ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡରୁ ଟିଏଲ୍‌ସି ରାସ୍ତାର ପୁନର୍ନିର୍ମାଣ ଦାବି – ସମୀକ୍ଷା ଖବର

ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡରୁ ଟିଏଲ୍‌ସି ରାସ୍ତାର ପୁନର୍ନିର୍ମାଣ ଦାବି

ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦିକା ସୋନାଲି ସାହୁ; ଆମ୍ବୁଲାନ୍ସ ସମେତ ଦୈନିକ ଯାତାୟାତ କରୁଥିବା ଲୋକଙ୍କ ସୁରକ୍ଷା ନେଇ ଉଠାଇଲେ ପ୍ରଶ୍ନ ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋର୍ଦ୍ଧା, ୧୯ା୯: ଖୋର୍ଦ୍ଧା ସହରର ନୂଆ ବସ୍‌ଷ୍ଟାଣ୍ଡ ଅଞ୍ଚଳରୁ ଟିଏଲ୍‌ସି ରାସ୍ତାର ଦୀର୍ଘଦିନର ଦୁରବସ୍ଥାକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦିକା ସୋନାଲି ସାହୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ…

Read More
ଆଦିବାସୀ ବହୁଳ ଅଞ୍ଚଳରେ ମଦ ବିରୋଧରେ ମହିଳାଙ୍କ ରଣହୁଙ୍କାର!ହାତରେ ଠେଙ୍ଗା, ମୁହଁରେ ନାରା—‘ବନ୍ଦ ହେଉ ମଦ ଭାଟି’କୋରାପୁଟରେ ମଦ ବିରୋଧୀ ମହିଳାଙ୍କ ମହାରାଲିଅବକାରୀ ବିଭାଗ ଓ ଥାନାରେ ଦେଲେ ଅଭିଯୋଗ; ବନ୍ଦ ନହେଲେ ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ – ସମୀକ୍ଷା ଖବର

ଆଦିବାସୀ ବହୁଳ ଅଞ୍ଚଳରେ ମଦ ବିରୋଧରେ ମହିଳାଙ୍କ ରଣହୁଙ୍କାର!ହାତରେ ଠେଙ୍ଗା, ମୁହଁରେ ନାରା—‘ବନ୍ଦ ହେଉ ମଦ ଭାଟି’କୋରାପୁଟରେ ମଦ ବିରୋଧୀ ମହିଳାଙ୍କ ମହାରାଲିଅବକାରୀ ବିଭାଗ ଓ ଥାନାରେ ଦେଲେ ଅଭିଯୋଗ; ବନ୍ଦ ନହେଲେ ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ କୋରାପୁଟ, ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସାନପରିଆ ପଞ୍ଚାୟତରେ ମଦ ବିକ୍ରିକୁ ବିରୋଧ କରି ଶହ ଶହ ମହିଳା ଏକଜୁଟ ହୋଇ ପ୍ରତିବାଦ କରିଛନ୍ତି। ହାତରେ ଠେଙ୍ଗା ଧରି ମହିଳାମାନେ “ଗାଁ ଗାଁରେ ଉଠିବ ଲାଠି, ଯଦି ବନ୍ଦ ନହେବ ମଦ ଭାଟି” ନାରା ଦେଇ ବୋରିଗୁମ୍ମା ଡାକବଙ୍ଗଳାରୁ ଏକ ବିଶାଳ ରାଲିରେ ବାହାରିଥିଲେ।ମଦ୍ୟପାନ ଯୋଗୁଁ ଯୁବକମାନଙ୍କ ମଧ୍ୟରେ ନିଶାସକ୍ତି ବଢ଼ିବା ସହ ଦୁର୍ଘଟଣା, ପାରିବାରିକ ବିଶୃଙ୍ଖଳା…

Read More
କଲରାପତରିଆ ଛାଲ ଚାଲାଣ ଯୋଜନା ପଣ୍ଡ: ଜଣେ ଗିରଫ୨ଟି କଲରାପତରିଆ ଛାଲ ଜବତ, ଚାଲାଣ ଚେର ଖୋଜୁଛି ବନ ବିଭାଗ – ସମୀକ୍ଷା ଖବର

କଲରାପତରିଆ ଛାଲ ଚାଲାଣ ଯୋଜନା ପଣ୍ଡ: ଜଣେ ଗିରଫ୨ଟି କଲରାପତରିଆ ଛାଲ ଜବତ, ଚାଲାଣ ଚେର ଖୋଜୁଛି ବନ ବିଭାଗ

ମହେଶ୍ୱର ଦିଗାଳ/ବାଲିଗୁଡ଼ା ଡିଭିଜନାଲ ସାମ୍ବାଦିକ/ସମୀକ୍ଷା ନିୟୁଜ: ଫୁଲବାଣୀ ୧୮/୦୯: କଲରାପତରିଆ ବାଘର ଛାଲ ବିକ୍ରି ପାଇଁ ନେଉଥିବା ବେଳେ ବନ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ୨ଟି କଲରାପତରିଆ ବାଘର ଛାଲ ଜବତ ହୋଇଛି। ଘଟଣା ପରେ ଏହି ବେଆଇନ ବନ୍ୟଜନ୍ତୁ ଛାଲ କାରବାରର ଚେର ଖୋଜିବାକୁ ବନ ବିଭାଗ ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁଯାୟୀ, ବନ୍ୟଜନ୍ତୁ ସାମଗ୍ରୀ ବେଆଇନ ଭାବେ ରଖିବା ଓ ବିକ୍ରି ସମ୍ପର୍କରେ ବନ…

Read More
ବେଆଇନ ଦେଶୀ ମଦ କାରବାର ବିରୋଧରେ ମହିଳାଙ୍କ ଥାନା ଘେରାଉ : କିଆକଟା ଥାନା ଘେରାଉ କଲେ ଶତାଧିକ ମହିଳା, ମଦ ବନ୍ଦ ନହେଲେ ଆଗକୁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ – ସମୀକ୍ଷା ଖବର

ବେଆଇନ ଦେଶୀ ମଦ କାରବାର ବିରୋଧରେ ମହିଳାଙ୍କ ଥାନା ଘେରାଉ : କିଆକଟା ଥାନା ଘେରାଉ କଲେ ଶତାଧିକ ମହିଳା, ମଦ ବନ୍ଦ ନହେଲେ ଆଗକୁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ପୁଲକେଶ୍ଵର ମିଶ୍ର/ ସ୍ଵତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/ଅନୁଗୁଳ: ଅନୁଗୁଳ /ମାଧପୁର- ଗାଁ ଗଣ୍ଡାରେ ଖୁଲମଖୁଲା ଚାଲିଛି ବେଆଇନ ଦେଶୀ ମଦ କାରବାର। ଗଳିକନ୍ଦିରେ ସହଜରେ ମିଳୁଛି ମଦ। ଏହାକୁ ନେଇ ଦିନକୁ ଦିନ ଅସନ୍ତୋଷ ତେଜ ହେଉଥିବା ବେଳେ ଶେଷରେ ଥାନା ଘେରାଉ କରିଛନ୍ତି ଶତାଧିକ ମହିଳା। ଅନୁଗୁଳ ଜିଲ୍ଲା କିଆକଟା ଥାନା ଅଞ୍ଚଳରେ ବେଆଇନ ଦେଶୀ ମଦ ଓ ହାଣ୍ଡିଆ କାରବାର ବନ୍ଦ ଦାବିରେ ଶତାଧିକ ମହିଳା ଆଜି ଥାନା ଘେରାଉ କରିଥିଲେ। ଥାନା ସମ୍ମୁଖରେ…

Read More
ଭିତ୍ତିଭୂମି ନିର୍ମାଣ ବେଳେ ଆଗାମୀ ୧୦୦ ବର୍ଷକୁ ଦୃଷ୍ଟିରେ ରଖିବାକୁ ଗୁରୁତ୍ୱ ଦେଲେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ – ସମୀକ୍ଷା ଖବର

ଭିତ୍ତିଭୂମି ନିର୍ମାଣ ବେଳେ ଆଗାମୀ ୧୦୦ ବର୍ଷକୁ ଦୃଷ୍ଟିରେ ରଖିବାକୁ ଗୁରୁତ୍ୱ ଦେଲେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ

NBCS-୨୦୨୬ ଆଧାରରେ ଭବିଷ୍ୟତ ଭାରତ ନିର୍ମାଣ ଉପରେ ଜାତୀୟ କର୍ମଶାଳା ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର ଭୁବନେଶ୍ୱର, ୧୯, ୦୯,୨୦୨୬: ଇଣ୍ଡିଆନ୍ ବିଲ୍ଡିଂସ୍ କଂଗ୍ରେସ୍ (IBC),ର ଓଡ଼ିଶା ଶାଖା ଏବଂ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ (BIS)ର ମିଳିତ ଆନୁକୂଲ୍ୟରେ “Building Future Bharat with NBCS-2026” ଶୀର୍ଷକ ଜାତୀୟ କର୍ମଶାଳା ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି I ଉଦ୍‌ଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ…

Read More
ଜଗତସିଂହପୁର : ସାମ୍ପ୍ରତିକ କୃଷକ ସମସ୍ୟାର ମନ୍ଥନ – ସମୀକ୍ଷା ଖବର

ଜଗତସିଂହପୁର : ସାମ୍ପ୍ରତିକ କୃଷକ ସମସ୍ୟାର ମନ୍ଥନ

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର: ଜଗତସିଂହପୁର, 19/09/26: ଜଗତସିଂହପୁର ଜିଲା ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚା ଅଧିକାରୀ ବୈଠକ ପାର୍ଟି ସଭାଗୃହରେ ଅପରାହ୍ନରେ ଆୟୋଜିତ ହୋଇଯାଇଛି | ଜିଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଅଧକ୍ଷତାରେ ବୈଠକ ବସିଥିବାବେଳେ ଜିଲା ପ୍ରଭାରୀ ସରୋଜ କୁମାର ସାହୁ ଯୋଗ ଦେଇଥିଲେ |

Read More
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ନୃସିଂହନାଥ ପୀଠରେ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଦୀପଦାନ – ସମୀକ୍ଷା ଖବର

ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ନୃସିଂହନାଥ ପୀଠରେ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଦୀପଦାନ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ ଦେଶର ମଙ୍ଗଳ ଓ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା ପାଇକମାଳ, ୧୯।୯ : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ପୀଠରେ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଦୀପଦାନ କାର୍ଯ୍ୟକ୍ରମ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପୀଠ ପରିସରରେ ଶତାଧିକ ଦୀପ ପ୍ରଜ୍ଜ୍ୱଳିତ ହେବା ସହ ସମଗ୍ର ପରିବେଶ ଆଲୋକମୟ ହୋଇଉଠିଥିଲା।କାର୍ଯ୍ୟକ୍ରମରେ ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁ, ସ୍ବୟଂ ସହାୟକ…

Read More
ବରଗଡ଼ରେ ୬୬୨ ସଂଘର ବୈଠକ: ୨୨ ତାରିଖରେ ଭୁବନେଶ୍ୱରରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି – ସମୀକ୍ଷା ଖବର

ବରଗଡ଼ରେ ୬୬୨ ସଂଘର ବୈଠକ: ୨୨ ତାରିଖରେ ଭୁବନେଶ୍ୱରରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: ବରଗଡ, ୧୯। ୯ନିଖିଳ ଓଡ଼ିଶା ୬୬୨(ଯୁକ୍ତ ଦୁଇ ଓ ଯୁକ୍ତ ତିନି) ବେସରକାରୀ ଅଧ୍ୟାପକ କର୍ମଚାରୀ ରାଜ୍ୟ ସଂଗଠନର ଆହ୍ୱାନ କ୍ରମେ ଆଗାମୀ ୨୨ତାରିଖ ଭୁବନେଶ୍ୱର ଠାରେ ମହାସମାବେଶ ଅନୁଷ୍ଠିତ ହେବ । ଏ ନେଇ ବରଗଡ ଜିଲ୍ଲା ସଂଗଠନର ଏକ ବୈଠକ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ଫଣ୍ଡ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ଦେବତାଙ୍କ…

Read More
ବରଗଡ଼ : ଆକାଶବାଣୀ ଶ୍ରୋତା ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ – ସମୀକ୍ଷା ଖବର

ବରଗଡ଼ : ଆକାଶବାଣୀ ଶ୍ରୋତା ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: ବରଗଡ଼,୨୦। ୯ଆକାଶବାଣୀ ଶ୍ରୋତା ସଂଘ, ବରଗଡ଼ ପକ୍ଷରୁ ଏକ ଭାବପୂର୍ଣ୍ଣ ‘ନୂଆଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସଂଘର ସଭାପତି ଜଗନ୍ନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭେଟଘାଟରେ ଜିଲ୍ଲା ତଥା ଜିଲ୍ଲାର ଆଖପାଖ ଅଞ୍ଚଳର ବହୁ ଆକାଶବାଣୀ ଶ୍ରୋତା ଯୋଗଦେଇଥିଲେ। ସଂଘର କାର୍ଯକାରୀ ସଭାପତି କୃଷ୍ଣଚନ୍ଦ୍ର ପଧାନ ଉପସ୍ଥିତ ଥିଲେ l ସମ୍ପାଦକ ଅଶୋକ ସାହୁ ନୂଆଖାଇ ଭେଟଘାଟ ର ଉଦ୍ୟେଶ୍ୟ…

Read More